ଦେଖନ୍ତୁ ଭିଡ଼ିଓ : ବିନା ଚାବିରେ ମାତ୍ର ୫ ସେକେଣ୍ଡରେ ସଟର ଖୋଲି ସବୁ କିଛି ଚୋରି କରିନେଲେ.,ଦେଖନ୍ତୁ ଚାଲାକ ଚୋରର କରାମତି !

0

Get real time updates directly on you device, subscribe now.

ଆପଣ ସୋସିଆଲ ମିଡ଼ିଆରେ ଚୋରିର ବହୁତ ସାରା ଭିଡ଼ିଓ ଦେଖିଥିବେ। ଚୋରିର ଭିଡ଼ିଓ ସାଧାରଣତଃ ସୋସିଆଲ ମିଡ଼ିଆରେ କଏଦ ହୋଇଯାଇଥାଏ। ଏହାପରେ ଏହାକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଦିଆଯାଇଥାଏ। ଆଜି ଏମିତି ହିଁ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟକର ମାମଲା ଏହାକି ଯେ, ଚୋର ଏଠାରେ ବିନା ଚାବିରେ ସଟର ଖୋଲିଦେଉଛି। ଭିଡ଼ିଓ ଦେଖି ସୋସିଆଲ ମିଡ଼ିଆରେ ଲୋକେ ହଇରାଣ ହୋଇଯାଉଛନ୍ତି।

ବିନା ଚାବିରେ ଖୋଲିଦେଲେ ସଟର:-

ଭିଡ଼ିଓରେ ଦେଖାଯାଉଛି କି, ଚାରିଜଣ ଚୋର ରାତ୍ରିର ଅନ୍ଧାରରେ ଏକ ଦୋକାନ ପାଖକୁ ଆସୁଛନ୍ତି। ଏହାପରେ ସେମାନେ ବିନା ଚାବିରେ ମଜବୁତ ସଟରକୁ ଭାଙ୍ଗି ଦେଉଛନ୍ତି। ଭିଡ଼ିଓରେ ଆପଣ ଦେଖିପାରିବେ ଚୋର ମାନେ କେବଳ ଏକ କପଡ଼ା ମାଧ୍ୟମରେ ତାଲାଟିକୁ ପାଞ୍ଚ ସେକେଣ୍ଡରେ ଭାଙ୍ଗି ଦେଉଛନ୍ତି। ଏହାପରେ ଦୋକାନ ଭିତରେ ରଖାଯାଇଥିବା ସବୁ ଜିନିଷ ଚୋର ସେଠାରୁ ନେଇ ପଳାୟନ କରୁଛନ୍ତି। ଏହାସବୁ ସିସିଟିଭି କ୍ୟାମେରାରେ ରେକର୍ଡ଼ ହେବାପରେ ବର୍ତ୍ତମାନ ଭାଇରାଲ ହେଉଛି।

View this post on Instagram

A post shared by GiDDa CoMpAnY (@giedde)

କିଛି ସେକେଣ୍ଡର ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି, ସର୍ବପ୍ରଥମେ ରାତ୍ରିର ଅନ୍ଧକାରରେ ଚୋର ଗଳିରେ ଆସି ଛିଡ଼ା ହୁଅନ୍ତି। ଏହାପରେ ସେ ଆଖପାଖ ଅନୁଧ୍ୟାନ କରୁଛନ୍ତି କି, ପାଖରେ କେହି ନାହାଁନ୍ତି ତ ! ଏହାପରେ ଚୋର ନିଜ ହାତରେ ସଟର କୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କରନ୍ତି। ଯେତେବେଳେ ସେ ଏଥିରେ ସଫଳତା ପାଉନାହାଁନ୍ତି ସେତେବେଳେ ସେ ଏକ ଗାମୁଛାକୁ ସଟର ହ୍ୟାଣ୍ଡଲ ଭିତରେ ଲଗାଇ ବହୁତ ଜୋରରେ ଉପରକୁ ଉଠାଇ ଦେଉଛନ୍ତି।

Leave A Reply

Your email address will not be published.