ନିଜ ପିଲାକୁ ସ୍ୱୀକାର କଲା ନାହିଁ ବାପା, କରାଇଲା ନିଜର ଡିଏନଏ ଟେଷ୍ଟ, ହେଲା ନାହିଁ ମ୍ୟାଚ, ଆଉ ତାପରେ..ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସ୍ୱାମୀ-ସ୍ତ୍ରୀଙ୍କ ସ-ମ୍ପର୍କ ପ୍ରେମ ଏବଂ ବିଶ୍ୱାସର ଏକ ସୂକ୍ଷ୍ମ ସୂତା ସହ ବନ୍ଧା ହୋଇଥାଏ। କିନ୍ତୁ ଯେତେବେଳେ ବିଶ୍ୱାସ ଚାଲିଯାଏ ଏବଂ ସାଥୀ ସ-ନ୍ଦେହ କରିବା ଆରମ୍ଭ କରେ ସେତେବେଳେ ସମ୍ପର୍କ ଭାଙ୍ଗିବା ସୁନିଶ୍ଚିତ ହୋଇଯାଏ। ଆଜି ଆମେ ଆପଣଙ୍କୁ ଏହିପରି ଜଣେ ମହିଳାଙ୍କ କାହାଣୀ ବିଷୟରେ କହିବାକୁ ଯାଉଛୁ ଯେଉଁ ମହିଳାଙ୍କର ଏକ 5 ବର୍ଷର ଝିଅ ଅଛି।

କିନ୍ତୁ ମହିଳାଙ୍କ ସ୍ୱାମୀ ସନ୍ଦେହ କରି ଏହି ଝିଅ ତାଙ୍କର ନୁହେଁ କହିଥିଲେ ଏବଂ ସେଥିପାଇଁ ସେ ଡିଏନେଏ ପରୀକ୍ଷା କରିଥିଲେ। ତେବେ ତାପରେ ଯେଉଁ କଥା ସାମ୍ନାକୁ ଆସିଲା ତାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ତେବେ ସୋଫିଆ ନାମକ ଏହି ମହିଳା ଜଣକ କହିଛନ୍ତି ଯେ,” ମୁଁ ମୋ ସ୍ୱାମୀଙ୍କୁ ବହୁତ ଭଲ ପାଏ। ଆମେ କଲେଜରେ ପରସ୍ପରକୁ ଭେଟିଥିଲୁ। ସେବେଠାରୁ ଏକାଠି ରହିଆସୁଛୁ। ବିବାହ ପରେ ଆମର ଏକ ଝିଅ ହେଲା। ତାକୁ ଏବେ 5 ବର୍ଷ ବୟସ। କିନ୍ତୁ ଏହି ଝିଅକୁ ଦେଖି ସ୍ୱାମୀ ମୋତେ ବାରମ୍ବାର ସ-ନ୍ଦେହ କରୁଥିଲେ।

ସେ ଭାବୁଥିଲେ ଯେ ଏହି ଝିଅର ପିତା ସେ ନୁହଁନ୍ତି। ମୁଁ ମୋ ସ୍ୱାମୀଙ୍କ ପ୍ରତି ବିଶ୍ୱସ୍ତ ଅଟେ। ବିବାହ ପୂର୍ବରୁ ମୁଁ ଅନ୍ୟ ଜଣଙ୍କ ସହ ସମ୍ପ-ର୍କରେ ରଖିଥିଲି ସତ, କିନ୍ତୁ ଏହି ଝିଅ କେବଳ ମୋ ସ୍ୱାମୀଙ୍କର ଅଟେ।” ମହିଳା ଜଣକ ଆହୁରି ମଧ୍ୟ କହିଥିଲେ ଯେ,” ସ୍ୱାମୀଙ୍କ ସନ୍ଦେହ ଦିନକୁ ଦିନ ବଢ଼ିବାରେ ଲାଗିଲା।

ଏହି ବିଷୟରେ ପ୍ରତିଦିନ ଝ-ଗଡା ହେବାକୁ ଲାଗିଲା। ତାପରେ ଶେଷରେ ସେ ଡିଏନଏ ଟେଷ୍ଟ କଲେ। ଏହା ନେଗେଟିଭ ଆସିଲା। ରି-ପୋର୍ଟ ଅନୁଯାୟୀ ଝିଅର ପିତା ମୋର ସ୍ୱାମୀ ନୁହଁନ୍ତି। ଏହା ଦେଖି ସେ ରା-ଗିଗଲେ। ଆମର ବିବାହ ଭାଙ୍ଗିବାର ପରିସ୍ଥିତି ପହଞ୍ଚିଗଲା। କିନ୍ତୁ ମୁଁ ରିପୋ-ର୍ଟକୁ ବିଶ୍ୱାସ କଲିନାହିଁ।

କାରଣ ମୁଁ ମୋ ସ୍ୱାମୀଙ୍କ ସହିତ ବିଶ୍ୱସ୍ତ ଥିଲି। ସେଥିପାଇଁ ମୁଁ ମୋର ପରୀକ୍ଷା ମଧ୍ୟ କଲି। କିନ୍ତୁ ତାପରେ ଘଟ-ଣା ଆହୁରି ବିଚିତ୍ର ହେଲା। ମୋ ଟେଷ୍ଟ ମଧ୍ୟ ନେଗେଟିଭ ଆସିଲା। ଅର୍ଥାତ୍ ଝିଅଟିର ମୁଁ ମଧ୍ୟ ପ୍ରକୃତ ମାଆ ହୋଇନଥିଲି। ପ୍ରଥମେ ଆମେ କିଛି ବୁଝିପରିଲୁ ନାହିଁ। ତାପରେ ମୋ ମନରେ ଏକ କଥା ଆସିଲା ଯେ ବୋଧହୁଏ ଝିଅଟି ଡାକ୍ତରଖାନାରେ ଅଦଳବଦଳ ହୋଇଯାଇଛି।

ଏହି ପରୀକ୍ଷା ପରେ ଆମେ ସେହି ଡାକ୍ତରଖାନା ବିରୋ-ଧରେ ମଧ୍ୟ ମାମ-ଲା ଦାୟର କରିଥିଲୁ। ବର୍ତ୍ତମାନ ମୁଁ ଦିନରାତି ଭ-ୟ କରୁଛି ଯେ ମୋ ପ୍ରକୃତ ଝିଅ ମୋ ପାଖରେ ନାହିଁ। ମୁଁ ମଧ୍ୟ ଭାବୁଛି ମୋର ପ୍ରକୃତ ଝିଅ କେଉଁଠାରେ ଥିବ? ବର୍ତ୍ତମାନ ମୁଁ କେବଳ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସବୁକିଛି ଠିକ୍ ହୋଇଯାଉ।

Leave A Reply

Your email address will not be published.