ଚଉଠି ରାତିରେ ପର ପୁରୁଷ କୋଳରେ ବିବାହିତା ସ୍ତ୍ରୀ,ବିଚରା ସ୍ୱାମୀ ……..ପୁରା ଘ-ଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ !

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ସ୍ବାର୍ଥ ପୂର୍ଣ୍ଣ ଆଜିର ଏଥି ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବାପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପର୍କଟି ଏଭଳି ଏକ ସ-ମ୍ପର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି । ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ।

ଆଉ ଆଜିକା ଦୁନିଆରେ ପର-କୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ପର-କୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି ।ଏହି ପର-କୀୟା ପ୍ରୀତି ପାଇଁ କେତେ ଯେ ସ-ମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ ।

ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି ।ବିବାହ ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନର ସ୍ୱଚ୍ଛ ମିଳନ । କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପର-କୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ ।

ମି-ଛ, ଛଳନା, ଅନୈ-ତିକ ଭଳି ସ-ମ୍ପର୍କ ଦେଖିବା ପାଇଁ ମିଳୁଛି । ନିକଟରେ ସେଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ଯେଉଁଠି ହନିମୁନ୍‌ ଟ୍ରିପ୍‌ରେ ଯାଇଥିବା ବେଳେ ସ୍ବାମୀଙ୍କୁ ଛାଡ଼ି ସ୍ତ୍ରୀ ପ୍ରେମିକ ଶହ ଫେ-ରାର ହୋଇଯାଇଛି ।

ଏଭଳି ଅଜବ ଘ-ଟଣା ଘଟିଛି ଇନ୍ଦୋରରେ । ବନ୍ଧୁଗଣ ଘଟଣା ଅନୁସାରେ ଧୁମ୍‌ଧାମରେ ବିବାହ ଓ ରିସେପ୍ସନ୍ ଆଦି ଫଙ୍କକ୍ସନ୍ ସରିବା ପରେ ବର ଜଣକ ନିଜର ନବବିବାହିତା ପତ୍ନୀଙ୍କ ପାଇଁ ହନିମୁନ୍‌ ପ୍ୟାକେଜ୍‌ ମଧ୍ୟ ବୁକ୍‌ କରିସାରିଥିଲେ । କିନ୍ତୁ ତାପୂର୍ବରୁ ଏଭଳି କିଛି ଘ-ଟଣା ଘଟିଲା ଯେ ବରର ପାଦ ତଳୁ ମାଟି ଖସିଯାଇଛି ।

ଆଜ୍ଞା ହଁ ଦର୍ଶକବନ୍ଧୁ ସ୍ୱାମୀ ସ୍ତ୍ରୀଙ୍କ ପ୍ରଥମ ରାତ୍ରୀକୁ ନେଇ ସ୍ୱାମୀ ଜଣକ ଉତ୍ସୁକ ଥିବା ବେଳେ ସ୍ତ୍ରୀ କିନ୍ତୁ ନିଜର ପିରି-ୟଡ ହୋଇଥିବା କାରଣ ଦର୍ଶାଇ ଶାରୀ-ରିକ ସଂ-ପର୍କ ନ ରଖିବାକୁ ବାହାନା କରିଥିଲେ । ଆଉ ସ୍ୱାମୀ ଜଣକ ଶୋଇପଡିବା ପରେ କନ୍ୟା ନିଜ ବୟଫ୍ରେଣ୍ଡ୍ ପାଖକୁ ଲୁ-ଚି ପଳାଇଗଲା ।

ଅର୍ଦ୍ଧ ରାତ୍ରୀରେ ସ୍ଵାମୀଙ୍କ ନିଦ ଭା-ଙ୍ଗିବା ପରେ ପତ୍ନୀଙ୍କୁ ନପାଇ ବହୁତ୍ ଖାଜା ଖୋଜି କରିବା ପରେ ନିଜ ନବବିବାହିତା ପତ୍ନୀଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ସହ ଅସଂ-ଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏକଥା ଦେଖିବା ପରେ ଯୁବକ ଜଣକ ପରିବାର ଲୋକଙ୍କୁ ଡାକିଥିଲେ

ହେଲେ ଏହି ପା-ଟିତୁ-ଣ୍ଡ ଭିତରେ କନ୍ୟା ଓ ତା’ର ବୟଫ୍ରେଣ୍ଡ୍‌ ଲୁ-ଚି ଛୁ ମା-ରି ସାରିଥିଲେ । ତେବେ ବର୍ତମାନ ପର୍ଯ୍ୟନ୍ତ ମଧ୍ୟସ୍ଥି, କନ୍ୟା ଓ ତା’ ପରିବାର ଲୋକ କାହାର ବି ପତ୍ତା ମିଳି ନଥିବା ବେଳେ ପୋ-ଲିସ୍ ତ-ଦନ୍ତ ଜାରି ରଖିଛି ।

Leave A Reply

Your email address will not be published.