ବାହା ହେବାକୁ କନ୍ୟା ମନା କରିବାରୁ, ବର ଟେକି ନେଇ କଲା ଦୁ-ଷ୍କର୍ମ।

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପ-ର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତା ଧାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି।

ବର୍ତମାନ ସମୟରେ ଅନେକ ଘ-ଟଣା ସମ୍ବ-ନ୍ଧରେ ଶୁଣିବାକୁ ମିଳୁଛି ଏବଂ ଦେଖିବାକୁ ମିଳୁଛି ଯେଉଁଠି ପୁଅ ଓ ଝିଅଙ୍କ ବିବାହ ଠିକ୍ ହୋଇଯିବା ପରେ ବାହାଘର ଭାଙ୍ଗିଯାଇଛି। ପୁଅ ଓ ଝିଅ ଘର ଲୋକ ପ୍ରଥମେ ଏହି ବାହାଘର ପାଇଁ ରାଜି ଥିଲେ କିନ୍ତୁ କୌଣସି କାରଣ ପାଇଁ ଝିଅ ବାହା ହେବା ପାଇଁ ରାଜି ନହେବାରୁ ଝିଅ ଘର ଲୋକେ ବାହାଘର ନକରିବା ପାଇଁ ମନ କରିଦେଇଥିଲେ ଯାହା ପାଇଁ ବାହାଘର ଭାଙ୍ଗିଯାଇଥିଲା

ଏହା ପରେ ପୁଅ ମନରେ ପ୍ରତି-ଶୋଧର ନି-ଆଁ ଜାଗ୍ରତ ହୋଇଥିଲା ଯାହାକୁ ସେ ମନ ଭିତରେ ଲୁ-ଚାଇ ରଖିଥିଲା।କିଛି ଦିନ ଯିବା ପରେ ସେହି ଝିଅ କୌଣସି କାର୍ଯ୍ୟରେ ବାହାରକୁ ଆସିଥିଲା ଯାହାର ସ-ନ୍ଧାନ ପାଇ ସେହି ପୁଅ ତାର ସାଙ୍ଗ ସହ ମିଶି ସେହି ଝିଅକୁ ଅପ-ହରଣ କରିଥିଲା ଏବଂ ତାକୁ ନେଇ ଗୋଟେ ହୋଟେଲରେ ଦୁ-ଷ୍କର୍ମ କରିଥିଲା ଏବଂ ସେହି ମୁହୂର୍ତ୍ତ ର ଦୃ-ଶ୍ୟକୁ ମୋବାଇଲ ରେ ଭିଡ଼ିଓ କରିଥିଲା ଯାହା ପାଇଁ ଝିଅ ବାଧ୍ୟ ହୋଇ ସେହି ପୁଅକୁ ବାହା ହେବା ପାଇଁ ରାଜି ହୋଇଥିଲା ଏବଂ ବାହା ହୋଇଥିଲା।

ବାହାଘର ପରେ ଅଭି-ଯୁକ୍ତ ଅଭିନାସ ସେହି ଝିଅକୁ ଧ-ମକ ଦେବ ସହ ତାଙ୍କ ଘରୁ ୧୧ ଲକ୍ଷ୍ୟ ଟଙ୍କା ଆଣିବା ପାଇଁ କହିଥିଲା ଏବଂ କହିଥିଲା ସେ ୧୧ ଲକ୍ଷ୍ୟ ଟଙ୍କା ଆଣିଲେ ସେ ନୂଆ କାର୍ ଆଣିବ ବୋଲି କହିଥିଲା।

ପୁଅ ଘର ଲୋକେ ତାକୁ ବହୁତ୍ ଅପ-ମାନ ଦେବା ସହ ଶାରୀ-ରିକ ଯ-ନ୍ତ୍ରଣା ମଧ୍ୟ ଦେଉଥିଲେ ଯାହାଦ୍ଵାରା କଲେ ବଳେ କୌଶଳେ ଝିଅଟି ଯାଇ ମର୍କତ ପୂର୍ ପୋ-ଲିସ ଷ୍ଟେ-ସନ ରେ ଅବିନାଶଙ୍କ ସହ ତାଙ୍କ ଘର ଲୋକଙ୍କ ନାମରେ FIR ଦାଏର କରିଛି ।ଏହା ପରେ ଅଭିନାଶ ଫେ-ରାର ଥିବା ବେଳେ ପୋ-ଲିସ ତାଙ୍କ ଘର ଲୋକଙ୍କୁ ନେଇ ପଚରା ଉଚରା କରୁଛି।

Leave A Reply

Your email address will not be published.