ସ୍ତ୍ରୀଠୁ ଅଲଗା ହେବା ପାଇଁ ବାହାନା, ହ୍ୱାଟ୍ସଆପ୍‌ରେ ପଠାଉଛନ୍ତି ମରିବା ଫଟୋ

0

Get real time updates directly on you device, subscribe now.

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣl ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ହଁ ଆଜ୍ଞା ଏହିପରି ଏକ ଅଭାବ-ନୀୟ ଘ-ଟଣା ଘଟିଛି।ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ। ହେଲେ ସେଠୁ ଆସିଲା ହ-ତ୍ୟା ଖବର।ପରିବାର ଲୋକଙ୍କ ପାଖରେ ପହଞ୍ଚିଲା ମୃ-ତ୍ୟୁର ଫଟୋ, ଥା-ନାରେ ଅଭି-ଯୋଗ ବି ହେଲା।

ଗଜପତି ଜିଲ୍ଲା ଅଡବା ଥା-ନା ଅଞ୍ଚଳରେ ରହସ୍ୟଜନକ ଭାବେ ଜଣେ ଦାଦନଙ୍କ ମୃ-ତ୍ୟୁ ହୋଇଥିବା ଅଭି-ଯୋଗ ହୋଇଛି। ଘଟ-ଣାକୁ ୬ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ସଂପୃକ୍ତ ଯୁବକ ମୃ-ତ ନା ଜୀବିତ ତାହା ଏବେ ରହସ୍ୟ ଘେରରେ।ଗଜପତି ଜିଲ୍ଲା ଅଡବା ଥା-ନା ଅନ୍ତର୍ଗତ ବାରିଆପଦା ଗ୍ରାମରେ ଦାଦନ ଶ୍ରମିକ ଶରତ ପରିଚ୍ଛା ନି-ଖୋଜ ପରେ ଏବେ ସନ୍ଦେହ ବଢିବାରେ ଲାଗିଚି।ସ୍ତ୍ରୀ ମିନତୀ ଓ ୩ ପିଲା ଓ ବୁଢୀ ମା’ଙ୍କ ପେଟରେ ଦାନା ଦେବାକୁ ୨୦୨୨ ଜାନୁଆରୀରେ ଘର ଛାଡିଥିଲେ ଶରତ। କେରଳରେ ରହି କାମ କରିବା ସହ ପରିବାର ପାଇଁ ଟଙ୍କା ପଠାଉଥିଲେ ।

ତେବେ ରବିବାର ଦିନ ଦେଢଶାଶୁଙ୍କୁ ଭିଡିଓ କଲ୍‌ କରି ତାଙ୍କୁ କିଛି ଲୋକ ମା-ଡ଼ ମା-ରୁଥିବା ଶରତ କହିଥିଲେ। ପରେ ଶରତଙ୍କ ଫୋନରୁ ମୃ-ତଦେ-ହର କିଛି ଫଟୋ ପଠାଯାଇଥିଲା।ଶରତଙ୍କ ମୋବାଇଲରୁ ମୃ-ତ୍ୟୁର ମେସେଜ ପାଇ ପରିବାର ଲୋକେ ମି-ୟମ୍ରା-ଣ ହୋଇପଡିଥିଲେ।କିନ୍ତୁ ଏବେ ସୁଦ୍ଧା ମୃ-ତଦେହ ଚିହ୍ନଟ ହୋଇପାରିନି। ତେଣୁ ରହ-ସ୍ୟ ଘେରରେ ଶରତଙ୍କ ମୃ-ତ୍ୟୁ ଏବଂ ପରିବାର ଲୋକେ। ସେପଟେ ଅଡବା ଥା-ନାରେ ଶରତଙ୍କ ବଡ଼ ଭାଇଙ୍କ ଅଭି-ଯୋଗ ପରେ ପୋ-ଲିସ ତନାଘନା ଜାରି ରଖିଛି।

ଏହି ଘଟ-ଣାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି, ଶରତ ଜୀବିତ ଥିବାର ପ୍ରମାଣ ମିଳିଛି।ଖୁବଶୀଘ୍ର ତାଙ୍କ ପାଖରେ ପୋ-ଲିସ ପହଞ୍ଚିବ ।ଶରତ କେରଳରେ ରହି କାମ କରିବା ସହ ପରିବାର ପାଇଁ ଟଙ୍କା ପଠାଉଥିଲେ । ହଠାତ୍‌ ରବିବାର ଦିନ ଦେଢଶାଶୁଙ୍କୁ ଭିଡିଓ କଲ୍‌ କରି ତାଙ୍କୁ କିଛି ଲୋକ ମା-ଡ଼ ମା-ରୁଥିବା ଶରତ କହିଥିଲେ। ପରେ ଶରତଙ୍କ ଫୋନରୁ ମୃ-ତଦେ-ହର କିଛି ଫଟୋ ପଠାଯାଇଥିଲା।କିନ୍ତୁ ଏବେ ଶରତ ଜୀବିତ ଥିବାର ପ୍ରମାଣ ମିଳିଛି।

Leave A Reply

Your email address will not be published.