ଭାଇକୁ ମା-ରିଲେ ବରଯାତ୍ରୀ, ଅଧାରୁ ଭାଙ୍ଗିଲା ବାହାଘର ବେଦୀରୁ ଉଠିଲା କନ୍ୟା………

0

Get real time updates directly on you device, subscribe now.

ଆମେ ଅନେକ ସମୟରେ ଶୁଣିବାକୁ ପାଇଥାଉ ଯେ ବାହାଘର ମାନଙ୍କରେ କଳି ଝ-ଗଡା ହୋଇଥାଏ କେଉଁଠାରେ ପୁଅ ଘର ଲୋକ ରା-ଗିଯାଇ ବାହାଘର ଭାଙ୍ଗି ଫେରି ଯାଆନ୍ତି ଆଉ କିଛି ବାହାଘରରେ କନ୍ୟା ଘର ମଧ୍ୟ ରା-ଗିଯାଇ ବାହାଘରକୁ ଅଟକାଇ ଦେଇ ଥାଆନ୍ତି

ବିବାହ ପାଇଁ ଆସିଥିଲା ରୋଷଣୀ କରି ବର, ସାଙ୍ଗରେ ଥିଲେ ବରଯାତ୍ରୀ। ଡିଜେ ବାଜାର ତାଳେ ତାଳେ ମସଗୁଲ ହୋଇ ଯାଇଥିଲେ ସଭିଏଁ, ଆଉ ଏତିକି ବେଳେ ନାଚିବାକୁ ନେଇ ହୋଇଥିଲା ଗ-ଣ୍ଡଗୋ-ଳ ବରଯାତ୍ରୀ ପକ୍ଷର ଜଣେ ଯୁବକ କନ୍ୟାର ବଡ ଭାଇକୁ ଛୁ-ରୀରେ ଆକ୍ର-ମଣ କରିଥିଲେ।

ଆଉ ଏଥିପାଇଁ ଅଧା ବାହାଘର ଅଧାରୁ ବେଦୀରୁ ଉଠି ପଡ଼ିଥିଲା କନ୍ୟା, ଏହାପରେ ବିବାହକୁ ସେଇଠି ହିଁ ବନ୍ଦ କରି ଦେଇଥିଲେ କନ୍ୟାଘର ଲୋକେ। ଏହିଭଳି ଏକ ଖବରକୁ ନେଇ କଣ୍ଟାବାଞ୍ଜି ତୁତେଇ ଥା-ନା ମୋରିବାହାଲ ଗାଁରେ ଚର୍ଚ୍ଚା ହେବାକୁ ଲାଗିଛି। ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀ ମାନଙ୍କ ଆକ୍ର-ମଣରେ କନ୍ୟାର ବଡ ଭାଇ ଗୁରୁ-ତର ହୋଇଛନ୍ତି ଏବଂ ତାଙ୍କ ସମ୍ପ-ର୍କୀୟ ଆ-ହତ ହୋଇଛନ୍ତି।

କନ୍ୟାପକ୍ଷଙ୍କ କହିବା ଅନୁସାରେ ରାତିରେ ବରଯାତ୍ରୀ ଆସିଥିବା ବେଳେ ନାଚିବାକୁ ନେଇ ହୋଇଥିଲା ଗ-ଣ୍ଡଗୋ-ଳ, ସେହି ସମୟରେ ବରଯାତ୍ରୀଙ୍କ ମଧ୍ୟରୁ ଜଣେ ଯୁବକ କନ୍ୟାର ବଡ ଭାଇକୁ ଆକ୍ର-ମଣ କରିଥିଲା

ଆଉ ବଡ ଭାଇ ଗୁରୁ-ତର ହୋଇଥିବା ବେଳେ ତାଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରଯାତ୍ରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ତୁରେଇକେଲା ପୋ-ଲିସ ଅଟକ ରଖି ଅଧିକ ତ-ଦନ୍ତ ଜାରି ରଖିଛି, ତେବେ ଏହି ଘ-ଟଣା ଘଟିବା ପରେ ବର ଶିଶୁପାଳ ହୋଇ ଘରକୁ ଫେରିଛି।

Leave A Reply

Your email address will not be published.