ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳକୁ ରୁଚିଲାନି ଜେ-ଲର ଚିକେନ ଭାତ ଗାର୍ଡକୁ କହୁଛି ପଖାଳ । ତେବେ ସୂଚନା ମୁତାବକ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି ମା-ଡ଼ କରିଥିବା ଅଭିଯୁକ୍ତ ବହିସ୍କୃତ ପୋ-ଲିସ ଏ ଏସାଆଇ କର୍ମଚାରୀର ତ-ଦନ୍ତ ସରିଲା ପରେ ଗୋପାଳକୁ ଚୌଦାର ଜେ-ଲକୁ ପଠାଇ ଦିଆଯାଇଥିଲା । ତେବେ ସେଠାରେ ପହଞ୍ଚି ଗୋପାଳ ଜେ-ଲ୍ ରେ ଥିବା ଗାର୍ଡକୁ କହିଲା । ଏହା କି ଯେ ମୋର ଆଉ କିଛି ଲୋଡା ନାହିଁ । ମୋର ବାସ୍ ଶାନ୍ତି ଟିକେ ଦରକାର ହେଉଛି ।
ତାପରେ ଗୋପାଳକୁ ଯେତେବେଳେ ଯେଉଁ ଖାଦ୍ୟ ଦିଆଯାଉଥିଲା । ସେହି ସବୁ ଖାଦ୍ୟ ଖାଇବାକୁ ଅମଙ୍ଗ ହେଉଥିଲା ଅଭି-ଯୁକ୍ତ ଗୋପାଳ । ଗୋପାଳର କହିବା ଅନୁସାରେ ମୋତେ କେବଳ ପଖାଳ ଓ ଆଳୁ ଭର୍ତ୍ତା ଦରକାର । ଏହା ଛଡା ଅନ୍ୟ କୌଣସି ପ୍ରକାର ଖାଦ୍ୟ ମୋତେ ରୁଚୁ ନାହିଁ । ତେବେ ଗୋପାଳର ଜେ-ଲରେ ଦିଆଯାଉଥିବା ଚିକେନ, ଭାତ, ଉପମା, ରୁଟି ଓ ଡାଲମା ଆଦି ଭଳି ଖାଇବା ଖାଇବାକୁ ଜମାରୁ ମଧ୍ୟ ପସନ୍ଦ କରୁନାହିଁ ।
ହାତ ଯୋଡି ଶାନ୍ତି ଦରକାର ଶାନ୍ତି ଦରକାର ବୋଲି ପାଖ ଲୋକଙ୍କୁ କହି ହେଉଛି । ତେବେ ପ୍ରଥମେ ଗୋପାଳ ଝାରସୁଗୁଡା ଜେ-ଲ୍ ରେ ରହିଥିଲା । ତାପରେ ଗୋପାଳ ଉପରେ ଚାଲୁଥିବା ତ-ଦନ୍ତ ଓ ବ-ୟାନ ରେ-କର୍ଡ ପରେ ଗୋପାଳକୁ ବର୍ତ୍ତମାନ ସମୟରେ ଚୌଦାର ଜେ-ଲରେ ରଖା ହୋଇଛି । ବୁଧବାର ସକଳ ଥିଲା ଗୋପାଳ ପାଇଁ ଚୌଦାର ଜେ-ଲର ପ୍ରଥମ ସକାଳ । ତେବେ ମଙ୍ଗଳବାର ଗୋପାଳ ପହଞ୍ଚିଲା ପରେ ରାତିରେ ତାହାକୁ ରୁଟି ଓ ଡାଲମା ଦିଆଯାଇଥିଲା ।
ତେବେ ତାହାକୁ ନଖାଇ ବିସ୍କୁଟ ଖାଇକି ଗୋପାଳ ଶୋଇ ଥିଲା । ବୁଧବାର ସକଳ ଦିଆଯାଇଥିବା ଉପମାକୁକ ମଧ୍ୟ ସକାଳେ ନଖାଇ ବିଳମ୍ବରେ ଖାଇଥିଲା । ତେବେ ଜେ-ଲର ମାନୁୟାଲ ମିଲ୍ ଅନୁଯାଇ ଗୋପାଳକୁ ମଧ୍ୟାହ୍ନରେ ମିଳିଥିଲା ଭାତ, ଚିକେନ ଓ ଭଜା । ଯାହାକୁ ଦେଖି ଗୋପାଳ ନାକ ଟେକି ଖାଇବାକୁ ରାଜି ହୋଇନଥିଲା । ଜେଲର ଗାର୍ଡକୁ ପଖାଳ ଓ ଆଳୁ ଭର୍ତ୍ତା ମାଗିଥିଲା । ହେଲେ ମାନୁୟାଲ ବାହାରେ ପଖାଳ ଥିବାରୁ ଗାର୍ଡ ମନା କରିବା ଯୋଗୁ ଯାହା ଦିଆ ହୋଇଥିଲା ତାହାକୁ ଗୋପାଳ ଖାଇଥିଲା ।