ବଢୁଛି ହୁଙ୍କା..ଲୁ-ଚି ରହିଛି ଅନେକ ରହସ୍ୟ.. ସନ୍ଧ୍ୟା ସମୟରେ ଚାଲୁଛି ଭଜନ କୀର୍ତ୍ତନ..

0

Get real time updates directly on you device, subscribe now.

ବେଳେବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

ଆଗରୁ ହୁଏତ ଆପଣ ଅନେକ ଗୁଡ଼ିଏ ଦୃ-ଶ୍ୟ ଦେଖିଥିବେ ହେଲେ ଆଜି ଆପଣ ଏମିତି ଏକ ଦୃ-ଶ୍ୟ ଦେଖିଲେ ଆପଣ ମଧ୍ୟ ଅଶ୍ଚାଜ୍ୟ ହେଇଯିବେ।କଟକ ଜିଲ୍ଲା ମାହାଙ୍ଗା ଉସୁମା ରେ ଘଟିଛି ଏକ ଅଲୌକିକ ଦୃଶ୍ୟ।୧୫ଫୁଟ ଉଚ୍ଚା ହୁଙ୍କା ମୂଳରୁ ନାଗ ନାଗୁଣୀ ହେଇଛନ୍ତି ଆବିର୍ଭାବ।

ସାଧୁ ସନ୍ଥଙ୍କ କହିବା ଅନୁସାରେ ହୁଙ୍କା ମଧ୍ୟରେ ରହିଛି ଅନେକ ର-ହସ୍ୟ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ ୨ବର୍ଷ ତଳେ ସେହି ସ୍ଥାନର ମାଲିକ ବ୍ରଜ ବନ୍ଧୁ ସେଠି ସମ୍ପୂର୍ଣ ଭାବେ ସଫା କରି ଏହାକୁ ସମତୁଲ କରିଥିଲେ।

ମାତ୍ର ପୁନର୍ବାର ୨ବର୍ଷ ମଧ୍ୟରେ ହୁଙ୍କା ବୃଦ୍ଧି ପାଇ ୧୫ଫୁଟ ଉଚ୍ଚା ସହ ୧୫ଫୁଟ ଗୋଲେଇ ବ୍ୟାପିଛି ଏହି ଗୁମ୍ଫା।ତେବେ ଶ୍ରୀପଞ୍ଚମୀ ଦିନ ଠାରୁ ଜଣେ ପୂଜକ ଆରମ୍ଭ କରିଦେଇଛନ୍ତି ପୂଜାର୍ଚ୍ଚନା।ଶିବ ଲିଙ୍ଗ ପ୍ରତିଷ୍ଠା ସହ ପ୍ରତିଦିନ ହୁଙ୍କା ମୂଳରେ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି। କେବଳ ସେତିକି ନୁହଁ ନାଗ ନାଗୁଣୀ ପାଇଁ ଗୋଟିଏ ପିତଳ ପାତ୍ରରେ କ୍ଷୀର ମଧ୍ୟ ଦିଆଯାଉଛି।

ଏହି ଘଟଣା ପ୍ରଘଟ ପରେ ସେ ସ୍ଥାନକୁ ସଫା କରାଯାଇ,ହୁଙ୍କା ଚାରିପାଖରେ ଜାଲ ମଧ୍ୟ ଘେରା ଜାଇଛି।ଏହି ଘ-ଟଣା ପ୍ରଘଟ ପରେ ବହୁ ସାଧୁ ସନ୍ଥ ସେଠାରେ ପୂଜାର୍ଚ୍ଚନା କରିବା ସହ ଭକ୍ତଙ୍କ ଦର୍ଶନ ମଧ୍ୟ ଚାଲିଛି।ଏପୋରିକି ହୁଙ୍କା ତଳେ ଶିବ ଲିଙ୍ଗ ଏବଂସପ୍ତ ଫେଣି ନାଗ ନାଗୁଣୀ ରହିଥିବା କଥା ମଧ୍ୟ ସାଧୁ ସନ୍ଥ ମାନେ କହିଛନ୍ତି।

Leave A Reply

Your email address will not be published.