କିଛିଦିନ ପୂର୍ବରୁ ଗୁ-ଳିମା-ଡ଼ରେ ଜୀବନ ହାରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପୋଲିସ ବର୍ଦ୍ଦିରେ ଥାଇ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁ-ଳି ଚାଳନା କରିବା ପରେ ତାଙ୍କର ଦେ-ହାନ୍ତ ହୋଇଥିଲା।
ନବ ଦାସ୍ ବିଜେଡି ତରଫରୁ ରାଜନୀତିରେ ଯୋଗ ଦେଇଥିଲେ ଏବଂ ସେ ତାଙ୍କର ପ୍ରଚେଷ୍ଟା ବଳରେ ସେ ସ୍ବାସ୍ଥ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ । ଦଳ ତରଫରୁ କୌଣସି ବୈଠକରେ ଯୋଗଦେବା ପାଇଁ ସେ ଝାରସୁଗୁଡ଼ା ଯାଇଥିଲେ ଏବଂ ତାଙ୍କୁ ସୁର-କ୍ଷା ଯୋଗାଇବା ପାଇଁ ତାଙ୍କ ସହ ପୋ-ଲିସ ମଧ୍ୟ ଯାଇଥିଲେ।
ସେଠାରୁ ଫେରିବା ସମୟରେ ତାଙ୍କ ଉପରେ ଆକ୍ର-ମଣ ହୋଇଥିଲା ଯାହା ସରକାରୀ କର୍ମଚାରୀଙ୍କ ଦ୍ଵାରା ହୋଇଥିଲାତେବେ ଏହି ହ-ତ୍ୟାକା-ଣ୍ଡ ପଛର ରହ-ସ୍ୟ କ’ଣ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ଗୁଳି କରିଥିବା ପୋ-ଲିସ ASIଙ୍କୁ ତୁରନ୍ତ କାବୁ କରାଯାଇଛି । ଅତି ପାଖରୁ ସେ ଗୁ-ଳି କରିଥିବା ଜଣାପଡ଼ିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସେ ପୋଲିସ ୟୁନିଫର୍ମରେ ବା ଡ୍ୟୁଟିରେ ଥିଲେ । ତାଙ୍କୁ ମନ୍ତ୍ରୀ ନବ ଦାସଙ୍କ ସୁର-କ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିଲା ।ତାଙ୍କ ମୃ-ତ୍ୟୁ ପରେ ଏହା ଏକ ସଂ-ଘିନ ପରିସ୍ଥିତି ସୃଷ୍ଟି କରିଛି।ଏହି ଘଟ-ଣାକୁ ଦେଖିବା ପରେ ଏହା ଏକ ଷ-ଡ଼ଯ-ନ୍ତ୍ର ନା ଏହାକୁ ବହୁଦିନ ଧରି ବୁଝିବିଚାରି କରାଯାଇଛି ତାହା ଜାଣି ହେଉନାହିଁ ।
ଏହା ବିପକ୍ଷ ଦଳ ତରଫରୁ ଷ-ଡ଼ଯ-ନ୍ତ୍ର ହୋଇଛି ନା ନିଜ ଦଳ ତରଫରୁ ହୋଇଛି ଏବଂ ଏଥିରେ ବିଜେଡି ଦଳ ତରଫରୁ କିଛି ସଦସ୍ୟ ସାମିଲ ରହିଛନ୍ତି।ଏବେ ଏମିତି ଏକ ଭିଡିଓ ଲୋକଙ୍କ ଆଗକୁ ଆସିଛି ଯେଉଁଥିରେ ଜୟ ନାରାୟଣ ଏବଂ ଶ୍ରୀମୟି ମିଶ୍ରଙ୍କ ମଧ୍ୟରେ କଥା କ-ଟାକ-ଟି ଦେଖିବାକୁ ମିଳିଛି।
ଜୟନାରାୟଣଙ୍କ ମନ୍ତବ୍ୟରେ ଶ୍ରୀ ମୟି କହିଛନ୍ତି ଯେ ତାଙ୍କ ସହ ତାଙ୍କ ଦଳ ତରଫରୁ ଅନେକ ଲୋକ ସାମିଲ ଅଛନ୍ତି ଏବଂ ସେଥିପାଇଁ ଏହି ସମ୍ବ-ନ୍ଧରେ କିଛି କଥା ପଚାରିବାରୁ ଜୟନାରାୟଣ ଅବାନ୍ତବ ମନ୍ତବ୍ୟ ଦେଇଛନ୍ତି ଏବଂ ସେ କଣ କହିଛନ୍ତି ସେ ମଧ୍ୟ ଜାଣିପାରୁ ନାହାନ୍ତି।
ଏବେ ଏହି ଘଟ-ଣାକୁ ନେଇ ବିପକ୍ଷ ଦଳ ଯଥା କଂଗ୍ରେସ ଏବଂ ବିଜେପିମାନେ ଉତ୍ତେଜିତ ହେଉଛନ୍ତି ଏବଂ ସେମାନେ ବିଜେଡି ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ଯେ ନବ ଦାସ ଷ-ଡ଼ଯ-ନ୍ତ୍ରର ଶି-କାର ହୋଇଛନ୍ତି।ଏହିଭଳି ଘ-ଟଣା ଘଟିବା ପରେ ବିପକ୍ଷ ଦଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଏବଂ ଏହି ଘଟ-ଣା ଶୀଘ୍ର ତ-ଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେବା ପାଇଁ କୁହାଯାଉଛି।
ଦେଖିବାକୁ ମିଳିଛି ଯେତେବେଳେ ସିବିଆଇ ତ-ଦନ୍ତ କରିବା ପାଇଁ ଦାବି କରାଯାଉଛି ସେତେବେଳେ ଜୟନାରାୟଣଙ୍କ ମୁହଁରୁ କଥା ବାହାରିବା ବନ୍ଦ ହୋଇଯାଉଛି ଏବଂ ସେ କଣ କହୁଛନ୍ତି ତାହା ମଧ୍ୟ ଜାଣିପାରୁ ନାହାନ୍ତି।