୧୨ ଥର ପୁରସ୍କୃତ,୧୮ ଥର ମେଡାଲ ପାଇଛନ୍ତି ଗୋପାଳ ଦାସ,ତା ହେଲେ କେମିତି GOOD ରୁ BAD ବନିଗଲେ ଗୋପାଳ

0

Get real time updates directly on you device, subscribe now.

ଓଡ଼ିଶାରେ ଏବେ ଏବେ ଚଞ୍ଚଲ୍ୟ ଖେଲାଇଥିବା ଘଟ-ଣାଟି ହେଉଛି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳିମା-ଡ଼।ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିପକାଇଛି। ନବ ଦାସ୍ ଥିଲେ ଜଣେ ବହୁତ ଭଲ ଆଉ ଜଣାଶୁଣା ଲୋକ।

ତାଙ୍କୁ ଏକ ଏସଆଇ ହିଁ ଗୁ-ଳି ମା-ରିଥିଲା।ସେ ଏସଆଇ ଜଣକ ହେଉଛନ୍ତି ଗୋପାଳ ଭିଡ଼ର ସୁଯୋଗ ନେଇ ସେ ମନ୍ତ୍ରୀ ଉପରକୁ ଗୁ-ଳି ଚଳାଇଥିଲା।ଓଡ଼ିଶା ଇତିହାସରେ ଏହା ଏକ କଳା ଦିନ ଯେଉଁଠି ଏକ ମନ୍ତ୍ରୀଙ୍କୁ ଜଣେ ଗୁ-ଳି ମା-ରି ହ-ତ୍ୟା କରିଲା।

ଏହି ସବୁ କା-ଣ୍ଡ କେହି ସାଧାରଣ ଲୋକ କରିନାହାନ୍ତି ଯେଁଉ ପୋ-ଲିସ ତାଙ୍କୁ ସୁର-କ୍ଷା ଯୋଗାଇଦିଏ ସେହି ପୋ-ଲିସ ଆଜି ତାଙ୍କୁ ଗୁ-ଳି ମା-ଡ କରି ତାଙ୍କୁ ହ-ତ୍ୟା କଲା।ମନ୍ତ୍ରୀ ଏକ ସଭା ସେ ଯୋଗ ଦେବା ପାଇଁ ଯାଇଥିଲେ ଯେଉଁଠି ଲୋକଙ୍କ ଭିଡ଼ ପ୍ରବଳ ଥିଲା।

ଭିଡ଼ ଭିତରେ କିଛି ଲୋକ ଆସି ନବ ଦାସଙ୍କୁ ଫୁଲ ମାଳ ପିନ୍ଧାଇ ଦେଉଥିଲେ ଠିକ୍ ସେତିକି ବେଳେ ଗୋପାଳ ଏହି ଭିଡ଼ର ସୁଯୋଗ ନେଇ ମନ୍ତ୍ରୀ ଉପରକୁ ଗୁ-ଳି ଚଳାଇ ଥିଲେ।ହଠାତ୍ ମନ୍ତ୍ରୀ ସେଠାରେ ଟଳି ପଡ଼ିଥିଲେ ଆଉ କିଛି ବୁଝିପାରିନଥିଲେ।

ମାତ୍ର କଣ ପାଇଁ ଗୋପାଳ ମନ୍ତ୍ରୀଙ୍କୁ ହ-ତ୍ୟା କରିଲା। କଣ ଏହାର କାରଣ ଥିଲା। ତାଙ୍କ ସ୍ତ୍ରୀ ଏବେ କହୁଛନ୍ତି ଯେ ଗୋପାଳ ମାନସିକ ରୋଗରେ ପୀ-ଡ଼ିତ ଥିଲେ ।ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି ମା-ରିଥିବା ଗୋପାଳକୁ ନେଇ ରୋଚକ ଖବର ସାମ୍ନାକୁ ଆସୁଛି। ତେବେ ଏହି ପୋ-ଲିସ ଜଣକ କିଏ

ସେ କୁଆଡେ ପୋଲି-ସରେ ୧୨ ଥର ମେଡାଲ ପାଇଛନ୍ତି। ସେ ମଧ୍ୟ ଉପରକୁ ପ୍ରୋମୋସନ ପାଇଛନ୍ତି।ତେବେ ସଠିକ୍ ତ-ଦନ୍ତ ପାଇଁ ସେ ୧୮ ଥର ପୁରସ୍କାର ପାଇଛନ୍ତି।ତେବେ ଏତେ ସଫଳ ପୋ-ଲିସ କିପରି ଏହି କା-ଣ୍ଡ ଘଟାଇ ପାରିଲା।

ଝାରସୁଗୁଡ଼ାର ଗାନ୍ଧୀଛକ ଫାଣ୍ଡିରେ ଗୋପାଳ ପୋ-ଲିସ ଥିଲା।ଯେ ଦିନେ ପୁରସ୍କାର ପାଉଥିଲା ଆଜି ସେ କଣ ପାଇଁ ହ-ତ୍ୟାକା-ରୀ ହୋଇଗଲା।ସେ ତା ବ୍ୟକ୍ତିଗତ କାରଣରୁ ମନ୍ତ୍ରୀଙ୍କୁ ହ-ତ୍ୟା କରିଲା ।

ତେବେ ତାଙ୍କ ସ୍ତ୍ରୀ ଆଉ ପୁଅ କହିଛନ୍ତି ତାଙ୍କୁ କୁଆଡେ ୫ମାସ ହେଲା ଛୁଟି ମିଳୁନଥିଲା ତେଣୁ ସେ ଅବସାଦରେ ଥିଲେ।ଏବେ ଗୋପାଳକୁ କ୍ରାଇବ୍ରାଞ୍ଚ ତ-ଦନ୍ତ କରୁଛି।ପୋଲି-ସକୁ ପୋ-ଲିସ ତ-ଦନ୍ତ କରୁଛି।ଅରୁଣ ବୋଥ୍ରଙ୍କ ନେତୃତ୍ୱରେ ତ-ଦନ୍ତ ହେଉଛି। ତାଙ୍କ ପୋ-ଲିସ ବୁକରେ ସେ ଗୁଡ୍ ବୋଲି ଲେଖା ରହିଛି। ତେବେ କଣ ପାଈ ସେ ମନ୍ତ୍ରୀଙ୍କୁ ହ-ତ୍ୟା କରିଲା।ଏହାକୁ ନେଇ କଳ୍ପନା ଜାରିରହିଛି।

Leave A Reply

Your email address will not be published.