ଇନ୍ଦିରା ଗାନ୍ଧୀ ଠାରୁ ଆରମ୍ଭ କରି ନବ ଦାସ ପର୍ଯ୍ୟନ୍ତ,ଏହି ସବୁ ନେତାଙ୍କ ଛାତିରେ ବାଜିଛି ଗୁ-ଳି

0

Get real time updates directly on you device, subscribe now.

ବେଳେବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମ-ୟଜନକ ଅଟେ। ଏମିତି କିଛି ଘ-ଟଣା ଘ-ଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

ହଁ ଆଜ୍ଞା ଏହିପରି ଏକ ଘ-ଟଣା ଘଟିଯାଇଛି ଓଡ଼ିଶାରେ।ସୁର-କ୍ଷାର ଉଡୁଛି ଧଜିଆ।ଗାନ୍ଧୀଙ୍କ ଠାରୁ ଆରମ୍ଭ ହେଇଥିବା ପରମ୍ପରା ଆଜି ପହଞ୍ଚିଛି ନବଦାସଙ୍କ ଠାରେ। ଅଗରୁବି ଅନେକ ନେତାଙ୍କୁ ହେଇଛି ଗୁଳି।କେଉଁଠି ପ୍ରାଥନା ସଭାରେ ଫୁଟୁଚି ଗୁ-ଳି ତ ଆଉ କେଉଁଠି ଫୁଲମାଳରେ ଖଞ୍ଜା ଯାଉଛି ବୋମା। କେଉଁଠି ଆତ-ତାୟୀ ଆଉ କେଉଁଠି ନିଜ ଭାଇ।କେଉଁଠି ରାଜନୈତିକ ଫାଇଦା ଆଉ କେଉଁଠି ଘୋରୋଇ କଳିକୁ କେନ୍ଦ୍ରକରି କରାଯାଉଛି ଗୁଳି।

ଭାରତ ରାଜନୀତିରେ ଗୁ-ଳିକା-ଣ୍ଡ ଏକ ନିତିଦିନିଆ କଥା ହେଇଗୋଲାନି।ଏହି ନୃ-ଶଂସ ପରମ୍ପରା ଆରମ୍ଭ ହେଇଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଠାରୁ।ତାଙ୍କୁ ନାଥୁରାମ ଗଡସେ ନାମକ ଜଣେ ଆତ-ତାୟୀ ଗୁ-ଳି କରି ହ-ତ୍ୟା କରିଥିଲେ।ଇନ୍ଦିରା ଇଜ୍ ଇଣ୍ଡିଆ ସେତେବେଳେ ରାଜନୀତିର ଗଳି କନ୍ଦିରେ ଏହି ସ୍ଲୋଗାନ ବେଶ୍ ଲୋକପ୍ରିୟ ଥିଲା।

ଇନ୍ଦିରା ଗାନ୍ଧୀଙ୍କୁ ଆଇରନ ଲେଡି ବୋଲି ମଧ୍ୟ କୁହାଯାଏ। ତାଙ୍କୁ ମଧ୍ୟ ତାଙ୍କ ୨ ଜଣ ବଡିଗାର୍ଡ ଗୁ-ଳିକରି ହ-ତ୍ୟା କରିଥିଲେ।ଇନ୍ଦିରାଙ୍କ ଠାରୁ ଆରମ୍ଭକରି ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହିସବୁ ନେତାଙ୍କୁ ହୋଇ ସାରିଲାଣି ଗୁ-ଳିମା-ଡ଼।ତେଣୁ ଏହିପ୍ରକାର ଗୁ-ଳିମା-ଡ଼ ଭାରତକୁ କଉ ପରିଣାମରେ ପହଞ୍ଚାଇବ ତାହା କଳନା କରିବା ଅସମ୍ଭବ।

Leave A Reply

Your email address will not be published.