ବନ୍ଧୁଗଣ ଆଜିକୁ ପ୍ରାୟ ୧୩୦ ବର୍ଷ ବିତି ଗଲାଣି ହେଲେ ଆଜି ମଧ୍ଯ ଅଚିହ୍ନା ଆଉ ଅଜଣା ହୋଇ ରହିଛି ସେହି ସିରି-ଏଲ୍ କି-ଲର । କିଏ ସେତେବେଳେ ହ-ତ୍ୟା କରିଥିଲା ସେହି ୧୧ ଜଣ ବେ-ଶ୍ୟାଙ୍କୁ । ହଁ ଆଜ୍ଞା ଆଜି ଭି ସେହି ଘ-ଟଣା ରହସ୍ୟ ହୋଇ ରହିଛି ।
କିଏ ମାରିଛି ଆଉ କେମିତି ମା-ରିଛି ତାହା କେହି ଜାଣି ନାହାଁନ୍ତି । କିନ୍ତୁ ସେହି ସମୟରେ ହ-ତ୍ୟାକା-ରୀର ନାଆଁ ଦିଆ ଯାଇଥିଲା ଜ୍ୟାକ ଦ ରିପର ।କିନ୍ତୁ ତାର ଚେହେରା ଆଜି ପର୍ଯ୍ୟନ୍ତ କେହି ହେଲେ ଦେଖି ନାହାନ୍ତି ।
ତେବେ ଜାକ୍ ଥିଲା ଜଣେ ସିରିଏଲ କି-ଲର୍ । ୧୮୮୨ ମସିହାର ଏହି ଘ-ଟଣା ଯେତେବେଳେ ଲଣ୍ଡନର ପୂର୍ବ ଅଞ୍ଚଳରେ ବହୁ ଦେଶରୁ ଲୋକମାନେ ଆସି ବସବାସ କରୁଥିଲେ । ସେହି ସମୟରେ କିଛି ଏଭଳି ପରିସ୍ଥିତି ରହିଥିଲା ।
ସେଠାରେ ରହୁଥିବା ଲୋକଙ୍କୁ ଠିକ୍ ଭାବରେ ଖାଇବାକୁ ମିଳୁ ନ ଥିଲା । ତେଣୁ ଦାରିଦ୍ର୍ୟତା ପାଇଁ କିଏ ଛୋଟ ମୋଟ ବୃତ୍ତି କରୁଥିବା ବେଳେ ମହିଳାମାନେ ବିଶେଷକରି ବେ-ଶ୍ୟା ବୃତ୍ତିକୁ ଆପଣେଇ ନେଇଥିଲେ । ପେଟ ପାଇଁ ବେ-ଶ୍ୟା ବୃତ୍ତିରେ ଜଡ଼ିତ ହୋଇ ଯାଇଥିଲେ ମହିଳାମାନେ
ମହିଳାମାନେ ବେ-ଶ୍ୟା ବୃତ୍ତି କରୁଥିଲେ ଆଉ ଗ୍ରାହକ ମଧ୍ଯ ଆସୁଥିଲେ । ସବୁ ଠିକ୍ ଚାଲିଥିଲା କିନ୍ତୁ ହଠାତ୍ ଦିନେ ଏଭଳି ଘ-ଟଣା ଘ-ଟିଲା ଯାହାକି ଆଜି ମଧ୍ଯ ଇତିହାସରେ ଲିଖିତ ହୋଇ ରହିଛି । ଏହି ଘଟ-ଣାଟି ଇଂଲଣ୍ଡର ପୁର୍ବ ଅଞ୍ଚଳ ହ୍ଵାଇଡ ଚାପେଲ ସହର କଥା । ଯେଉଁଠି ରହସ୍ୟମୟ ହ-ତ୍ୟାକା-ରୀ ସେହି ସମୟରେ ର-କ୍ତର ବିଭୀଷିକା ରଚିଥିଲା ।
କୁହାଯାଉଛି ସେତେବେଳେ ଲଣ୍ଡନରେ ୬୨ଟି ବେ-ଶ୍ୟାଶା-ଳ ଗଢ଼ି ଉଠିଥିଲା । ଆଉ ପାଖାପାଖି ୧୬୦୦ ରୁ ୧୭୦୦ ମହିଳା ସେତେବେଳେ ପେଟ ପାଇଁ ବେ-ଶ୍ୟା ବୃତ୍ତି କରୁଥିଲେ ।ଆଶ୍ଚ-ର୍ୟ୍ଯଜନକ ଭାବରେ ପ୍ରଥମେ ଜଣେ ବେ-ଶ୍ୟାଙ୍କ ଜୀବନ ଚାଲିଯାଏ ।
କାରଣ ଜୀବନ ଯିବା ଏତେ ସାଧାରଣ ନଥିଲା । ତାଙ୍କ ଶରୀରକୁ ଯେଉଁ ଭଳି ଭାବରେ ହ-ତ୍ୟା କରାଯାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ୧୮୮୨ ମସିହାରୁ ୧୮୮୮ ମସିହା ମଧ୍ୟରେ ହୋଇଥିଲା ପ୍ରଥମ ହ-ତ୍ୟା ।
ପେଟ ଆଉ ତଳି ପେଟକୁ ଚାକୁରେ କଟା ଯାଇଥାଏ । ଆଉ ବେକକୁ ବାମରୁ ଡାହାଣ ପାଖକୁ କଟା ଯାଇଥାଏ । ଆଉ ପୋ-ଷ୍ଟମ-ର୍ଟମ ପରେ ଜଣା ପଡ଼େ କେତେଟା ଅଙ୍ଗ ଦେହ ମଧ୍ୟରୁ ମଧ୍ଯ ଗା-ଏବ ହୋଇଯାଇଛି ବୋଲି । ଆଉ ଏହାକୁ ନେଇ ଲୋକମାନେ ଆଶ୍ଚର୍ୟ୍ଯ ହେଉଥିବା ବେଳେ ସମାନ ଭାବରେ ୧୧ ଜଣଙ୍କୁ ହ-ତ୍ୟା କରିଥିଲା ଉକ୍ତ ଜଲ୍ହାଦ ସିରି-ଏଲ୍ କି-ଲାର୍ ।