ଆସିଲା ଆଉ ଏକ ଦୁଃଖ ଖବର, ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ

0

Get real time updates directly on you device, subscribe now.

ଓଲିଉଡର ବରିଷ୍ଠ ତଥା ବିଶିଷ୍ଟ ଅଭିନେତା ଭାବେ ବେଶ୍ ପରିଚିତ ତଥା ଘରେ ଘରେ ପରିଚିତ ମିହିର ଦାସ ଥିଲେ।ସେ ଅଭିନୟ ଜଗତର ବାଦଶାହ ଥିଲେ ।ତାଙ୍କର ଦୁଇ ପୁଅ ଥିଲେ ଯାହାଙ୍କର ନାମ ଅମ୍ଳାନ ଆଉ ଅକ୍ଳାନ୍ତ ଦାସ ଅଟେ।

ଏବେ ଏବେ ତାଙ୍କର ସାନ ପୁଅ ତଥା ଅକ୍ଲାନ୍ତ ଦାସଙ୍କ ପରୋଲୋକ ହୋଇଛି।ଆଜି ଅକ୍ଲାନ୍ତ ନିଜ ଜୀବନ ତ୍ୟା-ଗ କରିଛନ୍ତି ।ଗତକାଲି ରାତିରେ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ଭୁନେଶ୍ବରସ୍ଥିତ ଏମ୍ସରେ ମୃ-ତ୍ୟୁ ଘଟିଛି।ସେ ବହୁତ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିଲେ।

ପରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର୍ ଏମ୍ସକୁ ଅଣାଯାଇଥିଲା। ସେଠାରେ ତାଙ୍କର ଦେ-ହାନ୍ତ ଘଟିଛି। ତାଙ୍କ ବାସଭବନ କଟକ ତଥା କଟକର ସତିଚଉରା ଠାରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି।

ପୁରା ରୀତିନୀତି ରେ ସତିଚଉରାଠାରେ ତାଙ୍କ ଯୁଇ ଜଳାଯାଇଛି। ତେବେ ସେ ଲିଭର ଜନିତ ରୋଗରେ ମାସେ ହେବ ଭୁବନେଶ୍ବରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ।

ମାତ୍ର ଗତକାଲି ରାତ୍ରିରେ ଏକ ଦୁଃ-ଖଦ ଘ-ଟଣା ଘଟିଯାଇଛି ଯେଁଉଥିରେ ଅକ୍ଲାନ୍ତଙ୍କ ଦେ-ହାନ୍ତ ହୋଇଛି। ମିହିର ଦାସଙ୍କ ମୃ-ତ୍ୟୁ ପରେ ପରିବାରରେ ଦୁଇ ପୁଅ ହିଁ ମୁଖିଆ ଥିଲେ।

ବାପାକୁ ହରାଇ ଦୁଇ ପୁଅ ଆଉ ପୁରା ପରିବାର ବହୁତ ଦୁଃ-ଖରେ ଥିଲା ବେଳେ ହଠାତ୍ ସାନ ପୁଅ ତଥା ଅକ୍ଲାନ୍ତ ଦାସଙ୍କ ଏବେ ଦେ-ହାନ୍ତ ପୁରା ପରିବାରକୁ ନିଶବ୍ଦ କରିପକାଇଛି।ଏଥିରେ ବଡ଼ ଭାଈ ତଥା ଅଭିନେତା ଅମ୍ଳାନ ପୁରା ଭାଙ୍ଗି ପଡିଛନ୍ତି।

ସେ ଏବେ ଘରେ ଏକୁଟିଆ ପୁରା ହେଇଯାଇଛନ୍ତି।ଅକ୍ଲାନ୍ତ ଜଣେ ମେଳାପି ଆଉ ଭଲ ପିଲା ଥିଲେ।ସେ ପାଠ ପଢା ପଢ଼ି ଚଳାଇଥିଲେ।ନିଜକୁ ସେ ଗଭର୍ନମେଣ୍ଟ ଚାକିରି ପାଇଁ ପ୍ରସ୍ତୁତ କରୁଥିଲେ।ତେବେ ଅତି କମ୍ ବୟସରେ ତାଙ୍କ ଦେହାନ୍ତ ଘଟିବା ପୁରା ପରିବାରରେ ଶୋକର ଛାୟା ଖେଳି ଯାଇଛି। ଯାହା ଅତ୍ୟନ୍ତ ହୃଦୟ ବିଦା-ରକ ଆଉ ଦୁଃ-ଖଦ ଘ-ଟଣା ଅଟେ।

Leave A Reply

Your email address will not be published.