ପ୍ରଥମେ ଧକ୍କା ଦେଲେ, ଏହାପରେ ଅ-ଶ୍ଳୀଳ ଇଙ୍ଗିତ କଲେ ଓ ପରେ କାର ବନେଟରେ ୧ କିମି ପର୍ଯ୍ୟନ୍ତ ଘୋଷାଡ଼ିଲେ ମହିଳା ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ପୁଣି ସାମ୍ନାକୁ ଆସିଲା ଲ-ଜ୍ୟା ଜନକ ଘଟ-ଣାର ଆଉ ଏକ ଉଦାହରଣ । ଯାହା ପ୍ରମାଣ କରୁଛି ଆଜିର ଆଧୁନିକ ସମାଜର ଲୋକଙ୍କ ହାବଭାବରୁ ଏହା ନିନ୍ଦ-ନୀୟ ଭୂମିକା । ତେବେ ଆମ ସମାଜରେ ଏମିତି କିଛି ଲ-ଜ୍ୟାକର ଘ-ଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ ।

ଆଜିର ସମାଜରେ କୁତ୍ସିତ ମାନସିକତା କୁ ନେଇ ଅନେକ ନିନ୍ଦ-ନୀୟ ଘ-ଟଣା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି । ଯାହା ମଣିଷର ସଂସ୍କୃତି ଏବଂ ତାର ବ୍ୟବହାରକୁ ସ୍ପଷ୍ଟ ପ୍ରକାଶ କରୁଛି ।

ଅନେକ କ୍ଷେତ୍ରରେ ଏହାର ବିପରୀତ ଦିଗ ଯାହା ସମାଜରେ ଏହାର ପ୍ରଭାବ ପକାଇ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛି ତାହା ମଧ୍ୟ ଦୁଃ-ଖ ଦାୟକ । ନିକଟରେ ବାଙ୍ଗାଲୋରରୁ ଏକ ହୃଦୟ ବିଦା-ରକ ଘଟଣା ସାମ୍ନାକୁ ଆସିଛି ।

ସାମାନ୍ୟ ବିବାଦ କାରଣରୁ ଜଣେ ମହିଳା ନିଜ କାରରେ ଜଣେ ପୁରୁଷଙ୍କୁ ଧ-କ୍କା ଦେଇଥିଲେ । ମାତ୍ର କେବଳ ସେତିକି ନୁହେଁ ଏହାପରେ ତାଙ୍କୁ ୧ କିମି ପର୍ଯ୍ୟନ୍ତ ବୋନେଟ ଉପରେ ଘୋଷାଡ଼ି ନେଇଥିଲେ । ବର୍ତ୍ତମାନ ଏହି ଘଟ-ଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ପୋ-ଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରୀୟଙ୍କା ନାମ୍ନୀ ଜଣେ ଯୁବତୀ ଆଉ ଦର୍ଶନ ନାମକ ଜଣେ ଯୁବକ ପରସ୍ପର ସହିତ ମୁହାଁ ମୁହିଁ ଧ-କ୍କା ହୋଇଥିଲା । ଫଳରେ ରାସ୍ତା ମଝିରେ ବାଦ ବି-ବାଦ ସୃଷ୍ଟି ହୋଇଥିଲା ।

ଏହି ଘଟ-ଣାକୁ କେନ୍ଦ୍ର କରି ମହିଳା ଜଣକ ଉକ୍ତ ଯୁବକଙ୍କୁ ଅ-ଶ୍ଳୀଳ ଇଙ୍ଗିତ କରିଥିଲେ । ଏପରିକି ମହିଳା ଜଣକ ଘଟ-ଣାସ୍ଥ-ଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ମଧ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ।ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରିୟଙ୍କା ତାଙ୍କ କାରରେ ଦର୍ଶନଙ୍କୁ ଧ-କ୍କା ଦେଇଥିଲେ । ଆଉ ଦର୍ଶନ ନିଜକୁ ବଞ୍ଚାଇବା ପାଇଁ ବନେଟ ଉପରେ ଚଢ଼ି ଯାଇଥିଲେ ।

ଆଉ ପ୍ରିୟଙ୍କା ଗାଡ଼ି ନ ଅଟକାଇ କାରକୁ ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ । ଯାହାକି ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯୁବକ ଜଣକ ବନେଟରେ ଝୁଲୁଛନ୍ତି ଓ ମହିଳା ଜଣକ ତାଙ୍କୁ କାର ଚଳାଇ ଘୋଷାଡ଼ି ନେଉଛନ୍ତି । ଏହା ମଧ୍ଯ ସୂଚନା ରହିଛି କି ପ୍ରିୟଙ୍କା ଗାଡ଼ି ଅଟକାଇବା ପରେ ଦର୍ଶନ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ପ୍ରିୟଙ୍କାଙ୍କ ଗାଡ଼ିର କିଛି ଅଂଶ ଭାଙ୍ଗି ଦେଇଥିଲେ

ଫଳରେ ଥାନାରେ ଉଭୟ ଉଭୟଙ୍କ ବିରୁ-ଦ୍ଧରେ ଏଫ୍ଆ-ଇଆର୍ ପଞ୍ଜୀକୃତ କରିବା ପରେ ପୋ-ଲିସ୍ ପ୍ରିୟଙ୍କାଙ୍କ ବିରୋ-ଧରେ ଧାରା ୩୦୭ ଏବଂ ଦର୍ଶନ ଓ ତାଙ୍କ ସାଙ୍ଗମାନଙ୍କ ବିରୋ-ଧରେ ଧାରା ୩୫୪ ଲଗାଇ ମାମ-ଲା ରୁ-ଜୁ କରିଛି ।

Leave A Reply

Your email address will not be published.