ଜିଓ ଶସ୍ତା ରିଚାର୍ଜ ପ୍ଲାନ 2023: ଜିଓ ବାହାର କଲା ଏମିତି ରିଚାର୍ଜ ପ୍ଲାନ ଯାହାକି ସମସ୍ତ ଟେଲିକମ କମ୍ପାନୀର ମୁଣ୍ଡ ବିନ୍ଧାର କାରଣ ସାବ୍ୟସ୍ତ ହେଲା:-

0

Get real time updates directly on you device, subscribe now.

ଜିଓ ବର୍ତ୍ତମାନ ଦୁଇଟି ଏମିତି ଶସ୍ତା ରିଚାର୍ଜ ପ୍ଲାନ ନେଇଆସିଛି ଯାହାକୁ ଶୁଣି ଅନ୍ୟ ଟେଲିକମ କମ୍ପାନୀ ଗୁଡ଼ିକ ନିଜ ହାତରେ ମୁଣ୍ଡ ଦେଇ ସାରିଛନ୍ତି ଓ ଭାବୁକ ମଧ୍ୟ ହୋଇଯାଉଛନ୍ତି। ସେମାନେ ବର୍ତ୍ତମାନ ଭାବୁଛନ୍ତି କେମିତି ଏତେ ଶସ୍ତାରେ ଜିଓ ଏହି ଦୁଇଟି ପ୍ଲାନ ଆଣିଛି। ଯଦି ଆପଣ ଏହି ରିଚାର୍ଜ ପ୍ଲାନ ବିଷୟରେ ଜାଣିନାହାନ୍ତି ତାହେଲେ ଏହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆପଣ ସମସ୍ତେ ଜାଣିଛନ୍ତି କି, କିଛିମାସ ପୂର୍ବରୁ ଆମ ଦେଶରେ ପ୍ରାୟ ଟେଲିକମ କମ୍ପାନୀ ନିଜର ପ୍ଲାନ ଗୁଡ଼ିକକୁ ବଢାଇଛନ୍ତି। ଏହି ପ୍ଲାନ ଏତେ ବଢ଼ିଯାଇଛି ଜଣେ ସାଧାରଣ ଲୋକ ପକ୍ଷରେ ରିଚାର୍ଜ କରିବା ଓ ଇଣ୍ଟରନେଟ ପ୍ୟାକ ପକାଇବା ଅସମ୍ଭବ ହୋଇଯାଇଛି। ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଜିଓ ଟେଲିକମ ଏତେ ଶସ୍ତା ପ୍ଲାନ ନେଇଆସିଛି ଯାହାକି ସମସ୍ତଙ୍କୁ ହଇରାଣରେ ପକାଇଦେଇଛି।

ଜିଓ ର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ:-

ଜିଓର ପ୍ରଥମ ରିଚାର୍ଜ ହେଉଛି 99 ଟଙ୍କାରେ ଏକମାସ ବୈଧତା ପ୍ୟାକ ଆପଣଙ୍କୁ ମିଳିବ। ଏଥିରେ ଆପଣଙ୍କୁ 2ଜିବି ଡାଟା ପ୍ୟାକ ସହିତ ଜିଓ ଟିଭି ଓ 100 ଏସଏମଏସ ପ୍ୟାକ ମିଳିବ। ଏହାସହ ଜିଓ ସିନେମା ଆପ ମଧ୍ୟ ଫ୍ରି ରେ ଉପଲବ୍ଧ ହେବ।

ଦ୍ଵିତୀୟଟି ହେଉଛି 333 ଟଙ୍କାରେ ଆପଣଙ୍କୁ ଏହି ପ୍ଲାନ ମିଳିବ। ଏହାର ବୈଧତା 56 ଦିନ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଉପଲବ୍ଧ ହେବ। ଏହାସହ ଏଥିରେ ଆପଣଙ୍କୁ ଜିବି ଇଣ୍ଟରନେଟ ପ୍ୟାକ ଓ 100 ଏସଏମଏସ ପ୍ଲାନ ସୁବିଧା ମିଳିବ।

Leave A Reply

Your email address will not be published.