ଯୌ-ତୁକ ଜୁଇ ରେ ମାମା । ପିଟି ପିଟି ମା-ରିଦେଲା ପିଶାଚ ସ୍ୱାମୀ । ଅଭି-ଯୋଗ ଆଣିଲେ ମୃତ-କଙ୍କ ପରିବାର ।

0

Get real time updates directly on you device, subscribe now.

ଆମ ସମାଜରେ ଆଜି ମଧ୍ୟ ଯୌ-ତୁକ ଭଳି ଘୃଣ୍ୟ ସାମାଜିକ ପ୍ରଥା ପ୍ରଚଳିତ ହେଉଛି । ବାହାଘର ବେଳେ ଅନେକ ସମୟରେ ଝିଅ ଘର ଉପରେ ଯୌ-ତୁକ ଚାପ ପଡ଼ିଥାଏ ।

ଯୌ-ତୁକ ଦେଇ ନ ପାରିଲେ ବାହାଘର ଭାଙ୍ଗି ମଧ୍ୟ ଯାଉଛି । ବାହାଘର ପରେ ମଧ୍ୟ ଯୌ-ତୁକ ନିର୍ଯ୍ୟା-ତନା ଭଳି ଅନେକ ଘଟ-ଣାମାନ ନ୍ୟୁଜ ମାଧ୍ୟମରେ ଶୁଣିବାକୁ ପାଉଛେ । ସମାଜରେ ଏଭଳି କୁତ୍ସିତ ପ୍ରଥାକୁ କାହିଁକି ପ୍ରଶ୍ରୟ ଦିଆଯାଉଛି । ଏଥିପାଇଁ ଲୋକମାନଙ୍କ ମାନସିକତାରେ ପରିବର୍ତନ ଦରକାର ।

ଆଜିର ସମାଜରେ ମନୁଷ୍ୟର ମାନବିକତା ଏତେ ତଳକୁ ଖସିଗଲାଣି ଯାହାକୁ ଶୁଣିଲେ ଆପଣଙ୍କର ଛାତି ଥରି ଉଠିବ । ପ୍ରତ୍ୟେକ ମୂହୂର୍ତ୍ତରେ କେଉଁଠି ନା କେଉଁଠି ନାରୀ ମାନେ ଅନ୍ୟ ମାନଙ୍କ ଦ୍ୱାରା ଶାସିତ ହେଉଛି ।

ପ୍ରତ୍ୟେକ ମୂହୂର୍ତ୍ତରେ ସେମାନେ ନିର୍ଯ୍ୟା-ତନାର ଶି-କାର ହେଉଛନ୍ତି ଯାହା ଏପରି ଏକ ଶିକ୍ଷିତ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ଆଜିର ଏହି ଶିକ୍ଷିତ ସମାଜରେ ମଧ୍ୟ ନାରୀ ମାନଙ୍କୁ ଯୌ-ତୁକ ନିର୍ଯ୍ୟା-ତନା ଦିଆଯାଉଛି । ତେବେ ଆସନ୍ତୁ ଜାଣିବା ସେହିପରି ଏକ ଘଟଣା ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ମାନେ ସ୍ତବ୍ଧ ହୋଇଯିବେ ।

ପୁଣି ଯୌ-ତୁକ ଜୁ-ଇରେ ଆଉ ଜଣେ ବୋଧୂ । ଆଉ ସ୍ତ୍ରୀର ହ-ତ୍ୟାକା-ରୀ ହେଲା ନିଜେ ପି-ଶାଚ ସ୍ଵାମୀ । ସାତ ଦିଗପାଳକୁ ସାକ୍ଷୀ ରଖି ରଞ୍ଜିତ ସ୍ୱାଇଁ ବୈଦିକ ରୀତି ନୀତି ଅନୁସାରେ ମାମାକୁ ବାହା ହୋଇଥିଲା ।

ହେଲେ ବାହାଘର ପରେ ସବୁ ପ୍ରତିଶ୍ରୁତି ସ୍ଵପ୍ନ ପାଣି ଫୋଟକା ପରି ଭାଙ୍ଗିଗଲା । ରଞ୍ଜିତ ସବୁବେଳେ ମ-ଦ ପିଇ ଘରକୁ ଆସେ ଆଉ ସ୍ତ୍ରୀ ମାମାକୁ ବାଡ଼ିଆ ପିଟା କରନ୍ତି । ଆଉ ସବୁବେଳେ ବାପା ଘରୁ ଟଙ୍କା ଆଣିବା ପାଇଁ ସ୍ଵାମୀ ରଞ୍ଜିତ ଡିମାଣ୍ଡ କରନ୍ତି ।

ହଁ ଆଜ୍ଞା ଏମିତି ହୃଦୟ ବିଦାରକ ଘ-ଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥା-ନା ଅନ୍ତର୍ଗତ ଚିଙ୍ଗୁଡ଼ି ଘାଇ ପଞ୍ଚାୟତ ଧୋବା ପଲ୍ଲୀ ଗ୍ରାମରୁ । ତେବେ ଏହି ଘ-ଟଣା ପୁରୁଷୋତ୍ତମପୁର ଥା-ନାକୁ ଆସିବା ପରେ ପୋ-ଲିସ୍ ତ-ଦନ୍ତ ଆରମ୍ଭ କରି ଦେଇଛି । ତେବେ ବାସ୍ ଏବେ ଦେଖିବାକୁ ବାକି ରହିଲା ପୋ-ଲିସ୍ ଅଭି-ଯୁକ୍ତ ଉପରେ କି କା-ର୍ଯ୍ୟାନୁ-ଷ୍ଠାନ ନେଉଛି ଆଉ ଦୋ-ଷୀ ପି-ଶାଚ ସ୍ଵମୀକୁ କେବେ ଉପଯୁକ୍ତ ଦ-ଣ୍ଡ ମିଳୁଛି ।

Leave A Reply

Your email address will not be published.