ତଳେ ପଡି ରହିଥିଲା ଶ-ବ,ଆଉ ତା ପରେ ଜଣେ ଶ-ବର ମୁହଁରେ ଲଗାଇ ଦେଲା ସିଗା-ରେଟ,ଆଉ ତା ପରେ ଯାହା ଚମତ୍କାର ହେଲା….

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ଏକ ଏମିତି ଜାଗା ଅଟେ ଯେଉଁଠାରେ ବିଭିନ୍ନ ପ୍ରକାରର ଭିଡ଼ିଓ ଭାଇରାଲ ହୋଇ ରହୁଥାଏ। ଏଥିରେ ବେଳେବଳେ କିଛି ଏମିତି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ କେହିବି ବିଶ୍ବାସ କରିପାରିବେ ନାହିଁ।

ଆଜିର ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି, ଗୋଟିଏ ଶବ ତଳେ ପଡ଼ିରହିଛି ଓ ମୃ-ତ ବ୍ୟକ୍ତି ମୁହଁରେ ଜଣେ ସିଗା-ରେଟ ଲଗାଇ ଦେଉଛି ଏହାପରେ ଯାହାହେଲା ଆପଣ କଳ୍ପନା କରିବେନାହିଁ।

ମୃ-ତ ବ୍ୟକ୍ତି ମୁହଁରେ ସିଗା-ରେଟ ଯାଉଥିବା ବେଳେ ଚମତ୍କାର ହେଲା:-

ଭିଡ଼ିଓ ରେ ଦେଖାଯାଉଛି ମୃ-ତ ବ୍ୟକ୍ତିର କ୍ରିୟା ଓ କର୍ମ ଚାଲୁଛି। ତଳେ ଏକ ମୃ-ତବ୍ୟକ୍ତି ପଡ଼ିରହିଛି। ଏହି ସମୟରେ ଜଣେ ବ୍ୟକ୍ତି ଆସୁଛନ୍ତି ଓ ସେ ତଳେ ପଡ଼ିରହିଥିବା ବ୍ୟକ୍ତିର ମୁହଁରେ ଏକ ସିଗା-ରେଟ ରଖି ଦେଉଛନ୍ତି। ଏହାପରେ ଯାହାହେଲା କେହିବି କଳ୍ପନା କରିନଥିଲେ।

ସିଗାରେଟ ମୁହଁରେ ଆସିବାପରେ ବ୍ୟକ୍ତି ଜଣକ ଜୀବିତ ହୋଇଯାଉଛି। ସେ ସିଗା-ରେଟର ଧୂ-ଆଁ ଆକାଶରେ ଉଡ଼ାଇ ଦେଉଛି। ଏହି ଭିଡ଼ିଓକୁ ଦେଖିବାପରେ ଲାଗୁଛି ଏହା କୌଣସି ଶୁ-ଟିଂ କିମ୍ବା ପ୍ରାଙ୍କ ଭିଡ଼ିଓ ଅଟେ। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହାର ଚର୍ଚ୍ଚା ଜୋରସୋରରେ ହେଉଛି।

ନଜାରା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ:-

ଏହି ମଜାଦାର ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ashiq.billota ନାମକ ପେଜ ଶେୟର କରିଥିଲେ। ଲୋକେ ଏହି ଭିଡ଼ିଓକୁ ବହୁତ ପସନ୍ଦ କରୁଛନ୍ତି। ଏହାକୁ ଦେଖି ଲୋକମାନଙ୍କ ହସ ଅଟକୁନାହିଁ। ଜଣେ ବ୍ୟକ୍ତି ଏହାଉପରେ କମେଣ୍ଟ କରି ଲେଖିଥିଲେ “ମୁଁ ଦେଖିଛି ସିଗା-ରେଟରେ ଲୋକଙ୍କ ଜୀବନ ଯାଇଥାଏ କିନ୍ତୁ ଏଠାରେ ଜୀବନ ରିଟର୍ଣ୍ଣ ଆସୁଛି”।

ଆଉଜଣେ ଲେଖିଥିଲେ ସିଗା-ରେଟର ନି-ଶା ଏମିତି ଅଟେ ମରିବାପରେ ମଧ୍ୟ ଶେଷ ହୁଏନାହିଁ। ଆଉଜଣେ କମେଣ୍ଟ କରିଥିଲେ, ଲାଗୁଛି ବ୍ୟକ୍ତି ଜଣକ ଯମରାଜ ଠାରୁ 5 ମିନିଟର Smoking break ନେଇଆସିଛି।

କିଛିଲୋକ ମଧ୍ୟ ଏହାର ନିନ୍ଦା କରିଛନ୍ତି। ତାଙ୍କର କହିବାହେଲା ଅନ୍ତିମ ସଂ-ସ୍କାର ଏକ ସମ୍ବେଦନଶୀଳ ଘ-ଟଣା ଅଟେ ଓ ଏହାଉପରେ ଏମିତି ମଜାକ କରିବା ଉଚିତ ନୁହେଁ।

Leave A Reply

Your email address will not be published.