ବିଦ୍ୟୁତ ଆଘାତ ଦେଇ ସ୍ତ୍ରୀକୁ ହ-ତ୍ୟା କରିବା ପରେ ଶୋଇବା ଘରେ ପୋତି ଦେଇଲା ପି-ଶାଚ ସ୍ବାମୀ ।

0

Get real time updates directly on you device, subscribe now.

ଦିଲ୍ଲୀର ଶ୍ର-ଦ୍ଧା ହ-ତ୍ୟା ମା-ମଲା ପରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ଜଘ-ନ୍ୟ ହ-ତ୍ୟାକା-ଣ୍ଡ । ତେବେ ବନ୍ଧୁଗଣ କିଛି ଦିନ ପୂର୍ବରୁ ଦିଲ୍ଲୀରେ ଲିଭ-ଇନରେ ରହୁଥିବା ଅଫତାବ ପୁନୱାଲା ତାଙ୍କ ପ୍ରେମିକା ଶ୍ରଦ୍ଧାଙ୍କୁ ଅତି ନିର୍ମମ ଭାବେ ହ-ତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା ।

ଆଉ ସେହି ଘଟ-ଣା ମନରୁ ନ ଲିଭୁଣୁ ବର୍ତମାନ ସମୟରେ ମଧ୍ୟ ଏଭଳି ଏକ ଘ-ଟଣା ଲକ୍ଷ୍ମୀପୁର ଖେରିରେ ଘ-ଟିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ବିଦ୍ୟୁତ ଆ-ଘାତ ଦେଇ ହ-ତ୍ୟା କରିବା ପ‌ରେ ଶୋଇବା ଘରେ ପୋତି ଦେଇଥିଲେ । ଆଉ ସେହି ପି-ଶାଚ ହ-ତ୍ୟାକା-ରୀ ସ୍ବାମୀଙ୍କ ନାମ ମହମ୍ମଦ ବସି ବୋଲି ଜଣାପଡ଼ିଛି।

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଅଭି-ଯୁକ୍ତ ମହମ୍ମଦ ବସି ମହିଳାଙ୍କୁ ତାଙ୍କ ଧର୍ମ ବଦଳାଇ ବିବାହ କରିଥିଲେ ।  ବିବାହର କିଛିଦିନ ପରେ ଅଭି-ଯୁକ୍ତ ନିଜ ସ୍ତ୍ରୀଙ୍କୁ ଅତି ନି-ର୍ମମ ଭାବେବିଦ୍ୟୁତ ଆ-ଘାତ ଦେଇ ହ-ତ୍ୟା କରିଥିଲେ ।

କେବଳ ଏତିକି ନୁହେଁ, ସ୍ତ୍ରୀ ଉଷା ଶର୍ମା ଓରଫ ଅକ୍ସା ଫତିମାଙ୍କୁ ମହମ୍ମଦ ହ-ତ୍ୟା କରି ତାଙ୍କର ମୃ-ତଦେ-ହକୁ ନିଜର ଶୋଇବା ଘରେ ପୋତି ଦେଇଥିଲେ ।

ପରେ ମହମ୍ମଦଙ୍କ ମା’ ବୋହୂକୁ ଘରେ ନଦେଖିବାକୁ ପାଇବାରୁ ସେ ପୁଅକୁ ଫତିମା କାହିଁ ବୋଲି ପଚାରିଥିଲେ । ପୁଅ କିଛି ଜାଣି ନାହିଁ ବୋଲି କହି କଥା ଏଡ଼ାଇ ଘଟ-ଣାସ୍ଥ-ଳରୁ ଚାଲି ଯାଇଥିଲେ ।

ଏହାପରେ ମହମ୍ମଦଙ୍କ ମା’ ଙ୍କୁ ସ-ନ୍ଦେହ ହେବାରୁ ସେ ପୁଲି-ସରେ ବୋହୂ ନି-ଖୋଜ ଥିବା ନେଇ ଖବର ଦେଇଥିଲେ । ଖବର ପାଇ ପୁ-ଲିସ ଘଟ-ଣାସ୍ଥଳ ଛା-ନଭି-ନ ଆରମ୍ଭ କରି ଦେଇଥିଲା । ଏଥିରେ ପୁ-ଲିସ ଫତିମାଙ୍କ ସ୍ବାମୀ ମହମ୍ମଦଙ୍କୁ ସ-ନ୍ଦେହ କରି ପୁ-ଲିସ ହେପା-ଜତକୁ ନେଇଥିଲା

ସେଠାରେ ପଚ-ରାଉ-ଚରା ପରେ ମହମ୍ମଦ ନିଜ ଦୋ-ଷ ସ୍ବୀ-କାର କରିଥିଲା ।ତେବେ ଘରୋଇ କଳିରୁ ଏଭଳି କା-ଣ୍ଡ ଘଟିଥିଲା ବୋଲି ପୁ-ଲିସ ସୂତ୍ରରୁ ପ୍ରକାଶ । ଏଭଳି କାଣ୍ଡ ଘଟାଇ ନୃଶଂ-ସତାର ସୀମା ଟପିଲା ସ୍ବାମୀ । ବଚସାରେ ଅତିଷ୍ଠ ହୋଇ ସ୍ତ୍ରୀକୁ ହ-ତ୍ୟା କରିଦେଲା ସୈତାନ ସ୍ବାମୀ । ଆଉ ଏବେ ପୋ-ଲିସ୍ ଉକ୍ତ ଜଲ୍ହାଦ ସ୍ବାମୀକୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି ।

Leave A Reply

Your email address will not be published.