ଶ୍ରଦ୍ଧାଙ୍କ ହ-ତ୍ୟାକା-ଣ୍ଡ ମନରୁ ନଲିଭୁଣୁ ପୁଣି ସମାନ ଅପ-ରାଧ । ପ୍ରେମିକାକୁ ୪୯ଥର ଛୁରୀ ଭୁଷି ହ-ତ୍ୟା କଲା ପ୍ରେମିକ

0

Get real time updates directly on you device, subscribe now.

ଆଜିକାଲି ବହୁ ଯୁବକ-ଯୁବତୀ ଲିଭ୍ଇନ ରିଲେସନସିପରେ ରହୁଛନ୍ତି । ଆଉ ପ୍ରେମ ପାଇଁ ବାପା-ମାଙ୍କୁ ଛାଡି ଏକାଠି ରହୁଥିବା ବେଳେ, ସାମନାକୁ ଆସିଛି ଜ-ହ୍ଲାଦ ପ୍ରେମିକର ଜଘ-ନ୍ୟ କା-ଣ୍ଡ । ପ୍ରେମିକ ଜଣଙ୍କ ଭୁବନେଶ୍ୱରରୁ ପ୍ରେମିକାଙ୍କୁ ସୁଦୂର ସୁରତକୁ ନେବା ପରେ ସେଠାରେ ଅତି ବୀ-ଭତ୍ସ ଭାବେ ହ-ତ୍ୟା କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିବାହ ପାଇଁ ଜିଦ୍ ଧରିବାରୁ ସଇତାନ ପ୍ରେମିକ ପ୍ରେମିକାକୁ ୪୯ ଥର ଛୁରୀ ଭୁଷି ହ-ତ୍ୟା କରିଛି । ଏହି କଥାଟି ଶୁଣିଲେ କେଉଁ ଚଳଚ୍ଚିତ୍ର ପରି ଲାଗୁଛି ସିନା, କିନ୍ତୁ ଭୁବନେଶ୍ବରର ଜଣେ ଜ-ହ୍ଲାଦ ପ୍ରେମିକ ଏପରି ଜଘ-ନ୍ୟ କା-ଣ୍ଡ ରଚିଥିବା ସୂଚନା ରହିଛି

ଅଭି-ଯୁକ୍ତ ପ୍ରେମିକ ଜଣକ ହେଉଛନ୍ତି ଜଗନ୍ନାଥ ଗୌଡ଼ ଓ ପ୍ରେମିକାର ନାମ ଲୁନି । ଜାଣିବାକୁ ମିଳିଛି ‌ଯେ ସେ ହ-ତ୍ୟା ପରେ ସୁରଟର ଅଞ୍ଜନି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପାଖରୁ ଲୁନିଙ୍କ ର-କ୍ତାକ୍ତ ମୃ-ତଦେ-ହ ଫୋପାଡ଼ି ଦେଇଥିଲା ଅଭି-ଯୁକ୍ତ ।

ମୃ-ତଦେହ ଉ-ଦ୍ଧାର କରି ତ-ଦନ୍ତ ଆରମ୍ଭ କରିଥିଲା ପୁଲିସ୍‌ । ଆଉ ଏହି ଘଟ-ଣାର ତ-ଦନ୍ତ କରିବାକୁ ସୁରଟ ପୁ-ଲିସ୍‌ ୫ ଶହରୁ ଅଧିକ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରିଛି ।

ସିସିଟିଭି ଯାଞ୍ଚ୍‌ ଓ କଲ୍‌ ନେଟ୍‌ୱର୍କ ତଦନ୍ତ ପରେ ସୁ-ରଟ ପୁ-ଲିସ୍‌ ଜାଣିବାକୁ ପାଇଥିଲା ଯେ ଲୁନି ଓଡ଼ିଶାର । ତାପରେ ସେ ଅଭି‌-ଯୁକ୍ତ ପ୍ରେମିକକୁ ଗି-ରଫ କରିଛି ।

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ରହୁଥିବା ଲୁନିଙ୍କ ସହ ଜଗନ୍ନାଥର ୩ ବର୍ଷ ଧରି ପ୍ରେମ ସଂପ-ର୍କରେ ଥିଲା । ଏମିତିକି ପ୍ରେମରେ ଅନ୍ଧ ହୋଇ ଲୁନି ନିଜ ପରିବାର ଲୋକଙ୍କୁ ଛାଡ଼ି ଜଗନ୍ନାଥ ପାଖକୁ ଚାଲି ଆସିଥିଲା । ବାହା ହେବାକୁ ଜିଦ କରିବାରୁ ଲୁନିକୁ ରାସ୍ତାରୁ ହଟାଇବାକୁ ନିଷ୍ପତି ନେଇଥିଲା ପ୍ରେମିକ ।

ରାଜ୍ୟ ଭିତରେ ହ-ତ୍ୟା କ‌ଲେ କାଳେ ଅସୁବିଧାରେ ପଡ଼ିବ ସେଥିପାଇଁ ସେ ବିଭିନ୍ନ ସ୍ୱପ୍ନ ଦେଖାଇ ପ୍ରେମିକା କୁନିକୁ ଘରଠାରୁ ସୁଦୂର ସୁରତକୁୁ ନେଇ ଯାଇ ମା-ରିବାର ଷଧଯନ୍ତ୍ର ରଚିଥିଲା ।

ଭୁବନେଶ୍ୱରରୁ ସୁରଟ ନେଇ ପ୍ରେମିକାକୁ ଯୋଜନା ମୁତାବକ ୪୯ ଥର ଛୁରୀରେ ଆ-ଘାତ କରି ହ-ତ୍ୟା କରିଥିଲା । ଜଣା ପଡ଼ିଛି ଯେ ଜହ୍ଲାଦ ପ୍ରେମିକ ଜଗନ୍ନାଥ ଗୌଡର ଘର ଗଞ୍ଜାମ ଜିଲ୍ଲାରେ ବୋଲି ।

Leave A Reply

Your email address will not be published.