ଏହି କଳିଯୁଗର ମା ନିଜ 15 ବର୍ଷୀୟ ପୁଅକୁ ହ-ତ୍ୟା କରି ଘର ଅଗଣାରେ ପୋତିଦେଲା, ତାପରେ ଏହିପରି ଖୋଲିଲା ଘରୁ ମୃ-ତ୍ୟୁର ରହସ୍ୟ

0

Get real time updates directly on you device, subscribe now.

ବିହାରରୁ ଏକ ହୃଦୟ ବିଦାରକ ଘ-ଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ନିଜ 15 ବର୍ଷୀୟ ପୁଅକୁ ବେକ ଚିପି ହ-ତ୍ୟା କରିଦେଲା । ସେହିପରି ଦୁଇମାସ ପୂର୍ବରୁ ହିଁ ମହିଳାଙ୍କ 17 ବର୍ଷୀୟ ଝିଅ ପୁନିତା କୁମାରୀଙ୍କର ମଧ୍ୟ ମୃ-ତ୍ୟୁ ହୋଇଯାଇଥିଲା । ବର୍ତ୍ତମାନ ପୋ-ଲିସ ହ-ତ୍ୟା ମାମ-ଲା ରୁ-ଜ୍ଜୁ କରି ଯା-ଞ୍ଚ୍ ଆରମ୍ଭ କରିଦେଇଛି ।

ମିଡ଼ିଆ ରି-ପୋର୍ଟ୍ ଅନୁଯାୟୀ, ବିହାରରେ ଔରଙ୍ଗାବାଦର ମଦନପୁର ଥା-ନାର ମାୟା ବିଗହା ଗାଁରେ ଏକ ମହିଳା ନିଜ 15 ବର୍ଷୀୟ ପୁଅକୁ ମା-ରିଦେଲା । ଏହି ଘଟ-ଣାର ପ୍ରାୟ 2 ମାସ ପୂର୍ବେ ମହିଳାଙ୍କର ଜଣେ ଝିଅର ମୃ-ତ୍ୟୁ ହୋଇଯାଇଛି । ମହିଳାଙ୍କର ଆଉ ଜଣେ ଦି-ବ୍ୟାଙ୍ଗ ପୁଅ ମଧ୍ୟ ଅଛି, ଯିଏ ନିଜ ମା ସହିତ ହିଁ ରହିଥାଏ ।

ଏହିପରି ହେଲା ହ-ତ୍ୟାର ଖୁଲାସା :-

ସୂଚନା ଅନୁଯାୟୀ, 15 ବର୍ଷୀୟ ମୃ-ତ ପୁଅର ନାମ ମାରୁତି କୁମାର ନନ୍ଦନ ଅଟେ । ସେ ଏକ ପ୍ରାଇଭେଟ୍ ସ୍କୁଲରେ ସପ୍ତମ କ୍ଲାସରେ ପଢ଼ୁଥିଲା । ବାସ୍ତବରେ ଗାଁ ଲୋକେ କହିଛନ୍ତି ଯେ ଅଭି-ଯୁକ୍ତଙ୍କ ପୁଅ କିଛି ଦିନ ଧରି ନିଖୋଜ ଥିଲା ।

ଯାହାକୁ ନେଇ ଲୋକମାନେ ସନ୍ଦେହ କଲେ ଯେ ତା ମା ତା ପିଲାକୁ ହ-ତ୍ୟା କରିଦେଇଛି ଏବଂ ଶବକୁ ଘର ଭିତରେ ବନ୍ଦ୍ କରି ରଖିଛି । ହ-ତ୍ୟାର କିଛିଦିନ ପରେ ମହିଳା ଗାତ ଖୋଳିବା ପାଇଁ ଗାଁର ଶ୍ରମିକ ସୁରେଶ ରାମକୁ ଡକାଇଲେ ଏବଂ ପାଇଖାନା ଟାଙ୍କି ନାମରେ ଗାତ ଖୋଳାଇଲା । ଗାତ ଖୋଳିବା କ୍ରମରେ ଶ୍ରମିକଙ୍କୁ ଗନ୍ଧ ହେବାରୁ ମହିଳା କହିଲେ ଯେ ମୂଷା କି ସାପ ମ-ରିଯାଇଛି ।

ଯେତେବେଳେ ପ୍ରାୟ 4 ଫୁଟର ଗାତ ଖୋଳିଲେ, ସେତେବେଳେ ମହିଳା ଶ୍ରମିକଙ୍କୁ ପାଣି ଆଣିବାପାଇଁ ପଠାଇ ଦେଲା ଏବଂ ସେ ଫେରିବା ବେଳକୁ ଗାତରେ ପିଲାଟିକୁ ପୋତି ଦେଲା । ଯେତେବେଳେ ଶ୍ରମିକ ଫେରିଲା, ସେତେବେଳେ ମହିଳା କହିଲେ ଯେ ପଣ୍ଡିତ ଗାତ ଖୋଳିବାପାଇଁ ମନା କରିଛନ୍ତି । ଏହା କହି ଶ୍ରମିକଙ୍କୁ ପଠାଇଦେଲେ । ଶ୍ରମିକଙ୍କୁ ଲାଗିଲା ଯେ କିଛି ଗଡବଡ ଅଛି । ଶ୍ରମିକ ଏହାର ସୂଚନା ଗାଁ ଲୋକଙ୍କୁ ଦେଇଦେଲା ।

ଏହାପରେ ସେଠାରେ ଥିବା ଲୋକମାନେ ପୋଲି-ସକୁ ଯାଇ ଏହାର ସୂଚନା ଦେଲେ । ଯେତେବେଳେ ପୋ-ଲିସ ପଚ-ରାଉ-ଚରା କଲା, ସେତେବେଳେ ମହିଳା ନିଜ ଦୋ-ଷ ସ୍ଵୀକାର କଲେ । ତେବେ ମହିଳା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି ଯେ ସେ ନିଜ ପୁଅକୁ କାହିଁକି ମା-ରିଲେ । ପୋ-ଲିସ ସ-ନ୍ଦେହ କରୁଛି ଯେ ଏହି ମାମ-ଲାରେ ମହିଳାଙ୍କର କେହି ସହଯୋଗୀ ମଧ୍ୟ ଅଛନ୍ତି । ପୋ-ଲିସ ଲଗାତାର ମହିଳାଙ୍କୁ ପଚ-ରାଉ-ଚରା କରୁଛନ୍ତି ।

Leave A Reply

Your email address will not be published.