ମୋ ଦେହକୁ ଝୁଣି ଝୁଣି ଖାଇ ମାରିଥିଲ ନା ଏବେ ତମେ ମରିବ….

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ବିଳମ୍ବରେ ହେଲେ ମଧ୍ୟ ଶେଷରେ ଦୋ-ଷୀଙ୍କୁ ଉଚିତ୍ ଦ-ଣ୍ଡ ମିଳିଛି । ଆଉ ସେହି କୁନି ଝିଅକୁ ନ୍ୟା-ୟ ମିଳିଛି । ମିଛର ହେଲା ଫ-ର୍ଦ୍ଦାଫା-ସ୍ ଆଉ ସତ୍ୟର ହେଲା ଜୟ ।

ସେ କୁହାଯାଏ ନା, “ଭଗବାନଙ୍କ ଘରେ ଡେରି ଅଚି ଲିନ୍ତୁ ଅନ୍ଧାର ନୁହେଁ” । ସେଇଭଳି ଏବେ ମିଳିଛି ନାବାଳିକାକୁ ଗଣ ବଳା-ତ୍କାର ଓ ହ-ତ୍ୟା କରିଥିବା ଅପ-ରାଧୀଙ୍କୁ ଫା-ଶୀଦ-ଣ୍ଡ । ଫାଶୀଦଣ୍ଡ ରାୟ ଦେଇଛନ୍ତି ଜଗତସିଂହପୁର ପୋକସୋ ଫାଷ୍ଟ ଟ୍ରାକ କୋର୍ଟ ।

ଦୁ-ଷ୍କର୍ମ ଓ ହ-ତ୍ୟା ମାମ-ଲାର ଶୁଣାଣି କରି ଦୁଇ ଅଭି-ଯୁକ୍ତ ଶେଖ ଆସିଫ ଓ ଶେଖ ଅକିଲଙ୍କୁ ଦୋ-ଷୀ ସାବ୍ୟସ୍ତ କରିବା ସହିତ ଫା-ଶୀ ଦ-ଣ୍ଡରେ ଦ-ଣ୍ଡିତ କରିଛନ୍ତି ।

ଭାରତୀୟ ଦ-ଣ୍ଡବିଧି ଆଇ-ନର ୩୦୨, ୩୭୬, ୩୭୬(ଡି) ଓ ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନସସ ଧାରା ୬ ଅନୁସାରେ ମୋଟ ୨୭ ଜଣ ସାକ୍ଷୀଙ୍କ ଠାରୁ ବ-ୟାନ ଗ୍ରହଣ କରିବା ପରେ ଆଜି ଏହି ମାମ-ଲାର ରାୟ ପ୍ରକାଶ ପାଇଛି ଆଉ ଦୁଇ ଅଭି-ଯୁକ୍ତଙ୍କୁ ଦୋ-ଷୀ ସାବ୍ୟସ୍ତ କରି ଫା-ଶୀ ଦ-ଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ ।

ତେବେ ବନ୍ଧୁଗଣ ସୂଚନାଯୋଗ୍ୟ ଯେ ତିର୍ତ୍ତୋଲ ଥା-ନା ଅନ୍ତର୍ଗତ କୃଷ୍ଣାନନ୍ଦପୁରରେ ୨୦୧୪ ମସିହାର ଘଟିଥିଲା ନାବା-ଳିକାଙ୍କ ଦୁ-ଷ୍କର୍ମ ଓ ହ-ତ୍ୟା ଘ-ଟଣା । ୮ ବର୍ଷର ଜଣେ ନାବା-ଳିକା ଘ-ଟଣା ଦିନ ପ୍ରାୟ ଗୋଟାଏ ବେଳେ ଗାଁ ଦୋକାନରୁ ଚକୋଲେଟ କିଣି ଘରକୁ ଫେରୁଥିଲା ବେଳେ କିଛି ଦୁବୃତ୍ତ ତାଙ୍କୁ ଅପ-ହରଣ କରି ନେଇଥିଲେ । ପରେ ବଳା-ତ୍କାର ସହ ହ-ତ୍ୟା କରି ଦେଇଥିଲେ ଅପ-ରାଧୀ ।

ଆଉ ଏହାପରେ ଏକ ଘରର ତାଜା ଉପରେ ମୃ-ତଦେ-ହକୁ ଫି-ଙ୍ଗି ଦେଇଥିଲେ । ଘଟ-ଣା ସମ୍ପ-ର୍କରେ ନାବା-ଳିକାର ମାଉସୀ ତିର୍ତ୍ତୋଲ ଥା-ନାରେ ଅଭି-ଯୋଗ କରିବା ପରେ ପୋ-ଲିସ ଅଭି-ଯୁକ୍ତଙ୍କୁ ଗିର-ଫ କରି କୋର୍ଟ ଚା-ଲାଣ କରିଥିଲା ।

ପୋ-ଲିସ ସେତେବେଳେ ଏହି ବିଭତ୍ସ ହ-ତ୍ୟାକା-ଣ୍ଡ ଘଟ-ଣାରେ ୪ଜଣଙ୍କୁ ଗି-ରଫ କରିଥିଲା । ମାମ-ଲାର ବିଚାର କରି ଅଦାଲତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଦୁଇ ଜଣ ଅଭି-ଯୁକ୍ତଙ୍କୁ ନିର୍ଦୋ-ଷରେ ଖଲାସ କରିଛନ୍ତି ।

ସେ ସମୟରେ ତିର୍ତ୍ତୋଲ ଥା-ନା ଅଧିକାରୀ ଦୟାନିଧି ନାୟକ ଓ ବରିଷ୍ଠ ପୋ-ଲିସ ଅଧିକାରୀ ଭବାନୀ ଶଙ୍କର ମିଶ୍ର ଅଭି-ଯୁକ୍ତମାନଙ୍କୁ ଧରିବାକୁ ବେଶ ତନାଘନା କରିଥିଲେ । ସରକାରଙ୍କ ପକ୍ଷରୁ ଏହି ମାମ-ଲା ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୁଟର ଦୋଳ ଗୋବିନ୍ଦ ଦାଶ ପରିଚାଳନା କରୁଥିଲେ ।

Leave A Reply

Your email address will not be published.