ମୋମୋଜ ଖାଇବା କାରଣରୁ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ମୃ-ତ୍ୟୁ, AIIMS ଜାରି କଲା ଏହି ଚେତା-ବନୀ

0

Get real time updates directly on you device, subscribe now.

ଆଜିକାଲି ମୋମୋଜ ଖାଇବା ଗୋଟେ ପ୍ରକାରର ଟ୍ରେଣ୍ଡ ଚାଲିଛି । ଆପଣ ଦେଖିଥିବେ ଯେ ମୋମୋଜ ଦୋକାନରେ ବହୁତ୍ ଭିଡ଼ ଲାଗି ରହୁଛି । ମୋମୋଜକୁ ଶୀତଦିନର ଷ୍ଟ୍ରିଟ ଫୁଡ୍ ମାନାଯାଏ, କାରଣ ଥଣ୍ଡା ଲାଗୁଥିବା ବେଳେ ମୋମୋଜ ଖାଇବାର ମଜା ହିଁ କିଛି ଅଲଗା ଥାଏ

ମୋମୋଜ ଆଉ ଚଟଣୀ ପ୍ଲେଟ୍ ଯେତେବେଳେ ହାତକୁ ଆସେ, ସେତେବେଳେ ମନ ପୁରା ଖୁସି ହୋଇଯାଏ । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ମୋମୋଜ ସ୍ବାସ୍ଥ୍ୟ ପାଇଁ ବଡ ବି-ପଦ ବୋଲି ପ୍ରମାଣିତ ହୋଇଥାଏ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଖବର ଅନୁଯାୟୀ, ଏପରି ଏକ ମାମ-ଲା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣଙ୍କର ହୋସ ଉଡିଯିବ । ତେବେ ଭାରତୀୟ ହସ୍ପିଟାଲ ଏମ୍ସରୁ ଏପରି ଗୋଟିଏ ମାମ-ଲା ସାମ୍ନାକୁ ଆସିଛି, ଯେଉଁଥିରେ ମୋମୋଜ ଖାଇବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଯାଇଛି । କିଛି ଲୋକଙ୍କୁ ମୋମୋଜ୍ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଏହା ଖାଇବାକୁ ଯେତେ ସ୍ଵାଦିଷ୍ଟ ଲାଗେ, ସେତିକି କ୍ଷ-ତିକାରକ ମଧ୍ୟ ହୋଇଥାଏ ।

ମୋମୋଜରେ ବ୍ଯବହାର କରାଯାଉଥିବା ଅଟା ବାସ୍ତବରେ ରିଫାଇଣ୍ଡ ଅଟା ଦ୍ଵାରା ତିଆରି କରାଯାଏ, ଯାହାକୁ ବେଞ୍ଜାୟଲ ପେରୋକସାଇଡ, ଏଜୋଡାଇକାର୍ବୋନାମାଇଡ ଏବଂ ଅନ୍ୟ ବ୍ଲିଚ ଦ୍ଵାରା ତିଆରି କରାଯାଏ ।

ଏହି ରସାୟନ ସେତେବେଳେ ଆପଣଙ୍କ ଅଗ୍ନାଶୟକୁ ପ୍ରଭାବିତ କରିପାରେ । କିଛି ରିପୋ-ର୍ଟରେ ସାମ୍ନାକୁ ଆସିଛି ଯେ ନନ୍ ଭେଜ୍ ମୋମୋଜ ତିଆରି କରିବା ପାଇଁ ପୂର୍ବରୁ ମରିଯାଇଥିବା ପଶୁଙ୍କ ମାଂସ ବ୍ୟବହାର କରାଯାଏ, ଯାହାକୁ ବହୁତ୍ କମ୍ ମୂଲ୍ୟରେ କିଣାଯାଇପାରେ ।

ମୋମୋଜରେ ପରିବା ମଧ୍ୟ ଭର୍ତ୍ତି କରାଯାଏ । ଆପଣଙ୍କୁ ଗୋଟିଏ କଥା କହିରଖୁଛୁ ଯେ ମୋମୋଜରେ ଯେଉଁ ପରିବା ଦିଆଯାଏ ତାହା ଅଧିକାଂଶ ଖରାପ ହୋଇଥାଏ । ଏହି ପରିବାକୁ ସମାନ ଭାବେ ଧୋଇ ନଥାନ୍ତି ଏବଂ ଏହାସହିତ ଏହି ପରିବାର ଗୁଣବତ୍ତା ମଧ୍ୟ ଭଲ ନଥାଏ

ଏହି ପ୍ରକାରର ପରିବାରେ ବ୍ୟାକ୍ଟେରିଆ ଥାଏ, ଯାହା ସଂକ୍ରମଣ ସୃଷ୍ଟି କରିପାରେ । ମୋମୋଜ ସହ ଦିଆଯାଉଥିବା ଚଟଣୀ ବହୁତ୍ ରାଗ ହୋଇଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ଅନେକ ପ୍ରକାରର କ୍ଷ-ତିକାରକ ହୋଇଥାଏ ।

Leave A Reply

Your email address will not be published.