ଦେଖିବାକୁ ମିଳିଛି ବିରଳ ଘଟଣା । ପୁରୁଷ ହେଲେ ଗଣ ଦୁଷ୍କ-ର୍ମର ଶି-କାର । ଗୋଟିଏ ପୁରୁଷକୁ ଦୁ-ଷ୍କର୍ମ କଲେ ଚାରି ଚାରି ଜଣ ଝିଅ ।

0

Get real time updates directly on you device, subscribe now.

ଦୁ-ଷ୍କର୍ମ ହୋଇଛି । ଏହା ଶୁଣିଲା ବେଳକୁ ସ୍ୱାଭାବିକ ଭାବରେ ଆପଣଙ୍କ ମନରେ ଆସୁଥିବ ଯେ ଜଣେ ମହିଳାଙ୍କୁ ବା ଜଣେ ଝିଅଙ୍କୁ ଦୁ-ଷ୍କର୍ମ କରାଯାଇଥିବ ଓ ଦୁ-ଷ୍କର୍ମ କରିଥିବ ଜଣେ ପୁରୁଷ ବା ଅନେକ ଜଣ ପୁରୁଷ ।

ଦୁଷ୍କ-ର୍ମ ଶବ୍ଦକୁ ମହିଳା ଓ ଦୁ-ଷ୍କର୍ମ କରିଥିବା ଲୋକ ପୁରୁଷ ବୋଲି ସାଧାରଣରେ ଲୋକ ବୁଝନ୍ତି । ମାତ୍ର ଏଠାରେ ବିରଳ କଥାଟି ହେଉଛି ଯୁବକଙ୍କୁ ଅପ-ହରଣ କରିବା ପରେ ଜଙ୍ଗଲରେ ଦୁ-ଷ୍କର୍ମ କଲେ ଚାରି ଯୁବତୀ । ହଁ ଆଜ୍ଞା ଶୀର୍ଷକ ପଢ଼ି ବିଶ୍ୱାସ ହେଉ ନଥିଲେ ମଧ୍ୟ ଏକଥା ମିଛ ନୁହେଁ, ଏହି କଥାଟି ପୁରା ସତ ।

ପଞ୍ଜାବ ଜଳନ୍ଧରରୁ ଆସିଛି ଏପରି ଏକ ଅଜବ ଘ-ଟଣା । ଯେଉଁଠି ଜଣେ ଶ୍ରମିକଙ୍କୁ ୪ଜଣ ମହିଳା ଆଖିରେ ରସାୟନିକ ସ୍ପ୍ରେ କରି ଅପ-ହରଣ କଲେ, ତାପରେ ନି-ଶା ଦେଇ ଜଙ୍ଗଲରେ କରିଲେ ଦୁ-ଷ୍କର୍ମ । ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଇଛି ।

ଖବର ଅନୁଯାୟୀ, ଯୁବକ ଜଣଙ୍କ ନିଜ କାମ ସାରି ଘରକୁ ଫେରୁଥିଲେ । ଏହା ସମୟରେ କପୁରତାଲା ରୋଡ୍‌ ନିକଟରେ ଏକ୍‌ ଆସି ତାଙ୍କ ସାମ୍ନାରେ ଅଟକିଥିଲା । କାର୍‌ରେ ଚାରି ଜଣ ଝିଅ ଥିଲେ । ଯାହାଙ୍କ ବୟସ ୨୦ରୁ ୨୫ ବର୍ଷ ଭିତରେ ହେବ ।

ଯୁବତୀମାନେ ଏକ କାଗଜରେ ଲେଖାଥିବା ଠିକଣା ସଂପର୍କରେ ଯୁବକଙ୍କୁ ପଚାରିଥିଲେ । ଯୁବକ ଜଣଙ୍କ କାଗଜକୁ ଦେଖିବା ସମୟରେ ସେମାନେ ଆଖିରେ କିଛି ରସାୟନିକ ସ୍ପ୍ରେ କରିଦେଇଥିଲେ । ଫଳରେ ଯୁବକ ଜଣଙ୍କୁ କିଛି ଦେଖାଯାଇ ନଥିଲା ।

ଆଉ ହଠାତ୍‌ ଘଟ-ଣାସ୍ଥଳରେ ସେ ମୁର୍ଚ୍ଛା ହୋଇ ଯାଇଥିଲା । ଏହାପରେ ଯୁବତୀମାନେ ତାଙ୍କୁ କାର୍‌ରେ ଅପ-ହରଣ କରିଥିଲେ । ଏକ ନିଛାଟିଆ ସ୍ଥାନରେ ଯୁବତୀମାନେ ତାଙ୍କୁ ଦୁ-ଷ୍କର୍ମ କରିଥିଲେ । ଏପିରିକି ଜଣଙ୍କ ପରେ ଜଣେ ଯୁବତୀ ତାଙ୍କ ସହ ଯୌ-ନ ସଂ-ପର୍କ ରଖିଥିଲେ

ଏହି ସମୟରେ ତାଙ୍କୁ ମ-ଦ ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ । ସେପଟେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପଞ୍ଜାବ ପୋ-ଲିସ ନିଜ ଆଡୁ ମାମ-ଲା ରୁ-ଜୁ କରି ତ-ଦନ୍ତ ହାତକୁ ନେଇଥିବା ଜଣାପଡିଛି । ଏବେ ଯାଏଁ ଘଟ-ଣାରେ କିଛି ଅପଡେଟ୍‌ ଆସିନାହିଁ । ଖାସ୍‌ କରି ଯୁବକଙ୍କୁ ଦୁ-ଷ୍କର୍ମ ନେଇ ଯେଉଁ କଥା ସାମ୍ନାକୁ ଆସୁଛି ।  ଯଦି ଘଟ-ଣା ସତ ହେଲା, ତେବେ ତାହା ଅତ୍ୟନ୍ତ ଭ-ୟଙ୍କର

Leave A Reply

Your email address will not be published.