ଓଃ ଡାକ୍ତରଙ୍କ କି ପ୍ରେମ ନିଶା ! ଛାତ୍ରୀଙ୍କ ଗାଲକୁ କାମୁଡି ବନ୍ଧା ହେଲେ

0

Get real time updates directly on you device, subscribe now.

ଆପଣ ମାନେ ଆଜିକାଲି ବ୍ରହ୍ମପୁରର ଅନେକ କଲେଜରୁ ରାଗି-ଙ୍ଗର ଖବର ନିଶ୍ଚୟ ଶୁଣୁଥିବେ। ଦିନ କୁ ଦିନ ଏହି ସହରରୁ ଗୋଟେ ପରେ ଗୋଟେ ରା-ଗିଙ୍ଗ ଖବର ଶୁଣିବାକୁ ମିଳୁଛି। ତେବେ ସେହିପରି ଆଜି ମଧ୍ୟ ଏହି ସହରରୁ ଏକ ଲ-ଜ୍ଜାଜ-ନକ ଖବର ସାମ୍ନାକୁ ଆସିଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲ୍ କଲେଜରୁ ଏହି ଲ-ଜ୍ଜାଜ-ନକ ଘଟ-ଣା ଶୁଣିବାକୁ ମିଳିଛି।

ଏହି କଲେଜର ଜଣେ ଶେଷ ବର୍ଷର ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଅସଦା-ଚରଣ ହୋଇଥିବା ନେଇ ସ୍ଥାନୀୟ ଥା-ନାରେ ଅଭି-ଯୋଗ ହୋଇଛି। ଜଣେ ଏମ୍‌ବିବିଏସ୍‌ ଛାତ୍ରୀଙ୍କ ଗାଲକୁ ଜଣେ ହାଉସ୍‌ସର୍ଜନ ଛାତ୍ର କା-ମୁଡି ଦେବା ସହ ଅସ-ଦାଚ-ରଣ ଏବଂ ଯୌ-ନ ନିର୍ଯା-ତନା ଦେଇଥିବା ନେଇ ଅଭି-ଯୋଗ ହୋଇଛି । ଅଭି-ଯୋଗକୁ ଆଧାର କରି ପୋ-ଲିସ ସେହି ଛାତ୍ରଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି। ଅଭି-ଯୁକ୍ତ ଜଣକଙ୍କ ନାମ ସୁପର୍ଣ୍ଣ କୁମାର ପାଢି।

ତେବେ ସମ୍ପୁର୍ଣ୍ଣ ଘଟ-ଣା ଅନୁସାରେ ଏମକେସିଜି ମେଡିକାଲ କଲେଜର ସୁପର୍ଣ୍ଣ କୁମାର ପାଢି ନାମକ ଛାତ୍ର ହାଉସ୍‌ସର୍ଜନ ପଢ଼ନ୍ତି। ସେ ସେହି କଲେଜର ଜଣେ ଏମବିବିଏସର ଚତୁର୍ଥ ବର୍ଷର ଛାତ୍ରୀଙ୍କୁ ବିଭିନ୍ନ ସମୟରେ ମୋବାଇଲ୍‌ରେ ମେସେଜ୍ ପଠାଇବା ସହ ତାଙ୍କୁ ଧ-ମକ ଦେଉଥିଲେ। ତେବେ ଛାତ୍ର ଜଣକ ବାରମ୍ବାର ଏପରି କାର୍ଯ୍ୟ କରିବାରୁ ଛାତ୍ରୀଟି ଅ-ତ୍ୟାଚା-ରରେ ବିର-କ୍ତ ହୋଇ କଲେଜ ଗେଟ ନିକଟକୁ ସେହି ଛାତ୍ରଙ୍କୁ କଥା ସମାଧାନ ପାଇଁ ଡାକିଥିଲେ।

ତେବେ ଯେତେବେଳେ ଛାତ୍ର ଜଣକ ସେହି ସ୍ଥାନରେ ପହଁଞ୍ଚିଲେ ଉଭୟେ କିଛି ସମୟ ପର୍ଯ୍ୟନ୍ତ କଥା ହେବା ପରେ ସେମାନଙ୍କ ମଧ୍ୟରେ ଝ-ଗଡା ଆରମ୍ଭ ହୋଇଯାଇଥିଲା। ତେବେ ଠିକ ଏତିକି ବେଳେ ଛାତ୍ର ଜଣକ ସେହି ଛାତ୍ରୀଙ୍କୁ ଗା-ଳିଗୁ-ଲଜ କରି ତାଙ୍କ ଗାଲକୁ ଏବଂ ହାତକୁ କା-ମୁଡି ଦେବା ସହ ତାଙ୍କୁ ଯୌ-ନ ନି-ର୍ଯ୍ୟାତ-ନା ଦେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ।

ଏହି ଘଟ-ଣା ପରେ ଛାତ୍ରୀ ଜଣକ ଭ-ୟଭୀ-ତ ହୋଇ କଲେଜ ଭିତରକୁ ଚାଲିଯାଇଥିଲେ ଏବଂ ନିଜ ସାଙ୍ଗମାନଙ୍କୁ ସବୁ କଥା କହିଥିଲେ। ଏହାପରେ ଛାତ୍ରୀର ସାଙ୍ଗମାନେ ଯାଇ ଅଭି-ଯୋଗ କରିବା ପରେ ସବୁ କଥା ସାମ୍ନାକୁ ଆସିଥିଲା। ତାପରେ ଅଭି-ଯୋଗକୁ ଆଧାର କରି ଛାତ୍ରଙ୍କୁ ପୋ-ଲିସ ଗି-ରଫ କରିବା ସହ ତ-ଦନ୍ତ ଜା-ରି ରଖିଛି।

Leave A Reply

Your email address will not be published.