ବ୍ରହ୍ମପୁର କଲେଜ୍ ରା-ଗିଂ ଘଟ-ଣାରେ ସଂପୃକ୍ତ ଛାତ୍ରଙ୍କୁ ମହଙ୍ଗା ପଡ଼ିଲା ପଇସା ଦେଇ ଜବ-ରଦ-ସ୍ତି କି-ସ୍ ନେବା । କଲେଜରୁ ତଡା ଖାଇବା ସହିତ ଜେ-ଲ୍ ଗଲେ ଛାତ୍ର ।
ବ୍ରହ୍ମପୁର କଲେଜ୍ ରା-ଗିଂ ଘଟ-ଣାରେ ସଂପୃକ୍ତ ଛାତ୍ରଙ୍କୁ ମହ-ଙ୍ଗା ପଡ଼ିଲା ପଇସା ଦେଇ ଜବ-ରଦସ୍ତି କି-ସ୍ ନେବା । କଲେଜରୁ ତଡା ଖାଇବା ସହିତ ଜେ-ଲ୍ ଗଲେ ଛାତ୍ର ।
ମହଙ୍ଗା ପଡିଲା ରା-ଗିଂ । କଲେଜରୁ ବିଦା ହେଲେ ରାଗିଂ ଅଭି-ଯୋଗରେ ଗି-ରଫ ୧୫ ଛାତ୍ର । ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ କ୍ୟାମ୍ପସ ରାଗିଂ ଘଟ-ଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କର୍ତ୍ତୁପକ୍ଷ । ଘ-ଟଣା ସମ୍ପ-ର୍କରେ ଉଚ୍ଚଶିକ୍ଷା ବିଭାଗକୁ ଜଣାଇ ଦିଆଯାଇଥିବା ସେ କହିଛନ୍ତି
କଲେଜରେ ରା-ଗିଂ ଭିଡିଓ ଭାଇରାଲ ହେବା ପରେ ମୁଖ୍ୟ ଅଭି-ଯୁକ୍ତଙ୍କ ସହିତ ପାଞ୍ଚ ଜଣଙ୍କୁ ଗି-ରଫ କରିଥିଲା ପୋ-ଲିସ । ଆଉ ସୂଚନାଯୋଗ୍ୟ ଗିର-ଫଙ୍କ ମଧ୍ୟରୁ ତିନିଜଣଙ୍କୁ କୋର୍ଟ ଚା-ଲାଣ କରାଯାଇଥିଲା ବେଳେ ଦୁଇ ଜଣଙ୍କୁ ସୁଧାର ଗୃହକୁ ପଠାଯାଇଛି।
ସେପଟେ ରା-ଗିଂ ବେଳେ ଦେଖଣାହାରୀ ସାଜିଥିବା ଝିଅଙ୍କ ବିରୁ-ଦ୍ଧରେ ବି କା-ର୍ଯ୍ୟନୁ-ଷ୍ଠାନ ହେବ ବୋଲି ଏସିପି କହିଛନ୍ତି।ଭାଇରାଲ ହେଇଥିବା ଭିଡିଓରେ ମୁଖ୍ୟ ଅଭି-ଯୁକ୍ତ ଜଣଙ୍କ ହାତରେ ଠେଙ୍ଗା ଧରି ଜଣେ ଛାତ୍ରୀଙ୍କୁ ଛାତ୍ରୀ ସହ ଅଶା-ଳୀନ ବ୍ୟବହାର କରିବାକୁ ବାଧ୍ୟ କରୁଥିବାର ଦେଖାଯାଇଛି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହା ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଛାତ୍ରଙ୍କୁ ମ-ହଙ୍ଗା ପଡ଼ିଛି ରା-ଗିଂ ।
କିଛିଦିନ ପୂର୍ବରୁ ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍ରେ ଜଣେ + ୨ ଛାତ୍ରୀଙ୍କୁ କେତେକ ଛାତ୍ରଛାତ୍ରୀ ରା-ଗିଂ କରୁଥିଲେ । +୩ ଛାତ୍ର ଅଭିଷେକ ନାହାକ ଓ ତାଙ୍କ ସାଥୀମାନେ ଠେଙ୍ଗା ଧରି ଜଣେ ଛାତ୍ରୀଙ୍କ ଗାଲକୁ କି-ସ୍ ଦେବାକୁ ଜଣେ ଛାତ୍ରଙ୍କୁ କହୁଥିଲେ ।
ଛାତ୍ର ଜଣକ ଅସହାୟ ହୋଇ ଭ-ୟରେ ଛାତ୍ରୀଙ୍କ ଗାଲ୍କୁ କି-ସ୍ ଦେଉଥିଲେ ଓ ଆଇ ଲଭ୍ ୟୁ କହୁଥିଲେ । ଅଭିଷେକ ଓ ତାଙ୍କ ସାଥୀ ଅନ୍ୟ ଛାତ୍ରଛାତ୍ରୀ ମାନେ ଅ-ଶ୍ଲୀଳ ଭାଷାରେ ଗା-ଳି ମଧ୍ୟ ଦେଉଥିଲେ । ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଶେଷରେ ଭିଡିଓଟି ପୁ-ଲିସ୍ ପାଖରେ ପହଞ୍ଚିଛି ।
ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍ରେ ହୋଇଥିବା ରାଗିଂ ଭିଡିଓଟି ଭାଇରାଲ୍ ହେବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା । ପୁ-ଲିସ୍ ନିଜ ଆଡୁ ମାମ-ଲା ରୁ-ଜୁ କରିଥିଲା । ଘଟ-ଣାର ତ-ଦନ୍ତ ପାଇଁ କଲେଜ ଅଧ୍ୟକ୍ଷାଙ୍କୁ କହିଥିଲା । ଆଉ ଏବେ ଗି-ରଫ କରି ଜେ-ଲ୍ କୁ ପୋ-ଲିସ୍ ପଠାଇଛି ଅଭି-ଯୁକ୍ତ ମାନଙ୍କୁ । ତେବେ ବ୍ରହ୍ମପୁର ପୋ-ଲିସ୍ ଏବଂ କଲେଜ୍ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ଏହି ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଇଛି ।