ଆଉ ଜଣେ ଅଫତାବ୍ । ପ୍ରେମିକାକୁ ମା-ରି ଖଣ୍ଡ ଖଣ୍ଡ କଲା ଯୁବକ । ମୁଣ୍ଡକୁ ପଲିଥିନ୍ ଗୁଡ଼ାଇ ଘରେ ରଖିଲା, ହାତକୁ ନାଳରେ ପକାଇଲା ।
ବନ୍ଧୁଗଣ ଏବେ ମଧ୍ୟ ଦିଲ୍ଲୀରେ ଶ୍ରଦ୍ଧା ଓ୍ଵାକର ହ-ତ୍ୟାକା-ଣ୍ଡରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନ ତଥ୍ୟ ସାମ୍ନାକୁ ଆସୁଛି । ସେପଟେ ବାଂଲାଦେଶରେ ପୁଣି ଏମିତି ହିଁ ଏକ ଘଟ-ଣା ସାମ୍ନାକୁ ଆସିଛି । ରି-ପୋର୍ଟ ମୁତାବକ ଅବୁ ବକର ନାମକ ଯୁବକ ନିଜ ପ୍ରେମିକାଙ୍କୁ ଅତି ନି-ର୍ମମ ଭାବରେ ହ-ତ୍ୟା କରିଛନ୍ତି ।
ଅଭି-ଯୁକ୍ତ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛନ୍ତି । ଏହାପରେ ମୃ-ତ ଶରୀରକୁ ଖଣ୍ଡ ଖଣ୍ଡ କରି ଅଙ୍ଗଗୁଡ଼ିକୁ ନାଳରେ ଫିଙ୍ଗି ଦେଇଛନ୍ତି । ର୍ୟାପିଡ୍ ଆକ୍ସନ ଫୋର୍ସ ଏବେ ଅଭି-ଯୁକ୍ତ ଗି-ରଫ କରିଛି ।ରି-ପୋର୍ଟ ଅନୁସାରେ, ମୃ-ତ ଯୁବତୀଙ୍କର ପରିଚୟ ମିଳିଛି, ତାଙ୍କ ନାମ କବିତାରାଣୀ ବୋଲି ଜଣାପଡ଼ିଛି ।
ଅଭି-ଯୁକ୍ତ ପୋ-ଲିସକୁ କହିଛନ୍ତି କି, ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ବି-ବାଦ ଚାଲିଥିଲା । ଏଥିରେ ବିର-କ୍ତି ହୋଇ ସେ ଏଭଳି କା-ଣ୍ଡ ଘଟାଇଥିଲେ । ତେବେ ଅଭି-ଯୁକ୍ତ ଅବୁ ବକର ପୂର୍ବରୁ ବିବାହିତ ଥିବା କୁହାଯାଉଛି । ଭଏସ୍ ଅଫ୍ ବାଂଲାଦେଶ ପୋଷ୍ଟ ମୁତାବକ, ପ୍ରାଥମିକ ଯାଞ୍ଚରେ ପୋ-ଲିସ ଜାଣିବାକୁ ପାଇଛି ଯେ କବିତାଙ୍କୁ ଅବୁଙ୍କ ବିବାହ ବିଷୟରେ ସୂଚନା ମିଳିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝ-ଗଡ଼ା ହେଉଥିଲା ।
ସ୍ଥାନୀୟ ପୋଲି-ସର କହିବା ହେଲା, ଅବୁ ଓ କବିତାଙ୍କ ମଧ୍ୟରେ ସ-ମ୍ପର୍କ ଥିଲା ।ଅବୁ କବିତାଙ୍କୁ କହିଥିଲେ କି, ସେ ଅବିବାହିତ ଅଛନ୍ତି । କିଛି ଦିନ ପରେ କବିତା ଜାଣିବାକୁ ପାଇଥିଲେ ଯେ ଅବୁ ତାଙ୍କୁ ଧୋ-କା ଦେଉଛନ୍ତି ଏବଂ ସେ ବିବାହିତ ଅଛନ୍ତି । ଏହାପରଠାରୁ ପ୍ରାୟତଃ ଦୁହିଁଙ୍କ ମଧ୍ୟରେ ମାର-ପିଟ ଲାଗୁଥିଲା । କବିତା ସବୁ କଥା ଜାଣିବା ପରେ ଅବୁ କବିତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ବନାଇଥିଲେ । ପ୍ରଥମେ ସେ କବିତାଙ୍କ ମୁଣ୍ଡ କାଟି ଅତି ନି-ର୍ମମ ଭାବରେ ହ-ତ୍ୟା କରିଥିଲେ।
ଏହାପରେ ମୃ-ତ ଶରୀରକୁ ୩ ଖ-ଣ୍ଡ କରି ଦେଇଥିଲେ । ସେ କବିତାଙ୍କ କଟା ଅଙ୍ଗ ପ୍ରତ୍ୟେଙ୍ଗଗୁଡ଼ିକୁ ପ୍ଲାଷ୍ଟିକ୍ ବ୍ୟାଗ୍ ମଧ୍ୟରେ ରଖିଥିଲେ ଏବଂ ପରେ ତାହାକୁ ନାଳରେ ଫିଙ୍ଗି ଦେଇଥିଲେ । ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହ-ତ୍ୟାକା-ଣ୍ଡ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି । ଶ୍ରଦ୍ଧାଙ୍କ ଲିଭ୍ ଇନ୍ ପାର୍ଟନର ଆଫ୍ତାବ ତାଙ୍କୁ ନି-ର୍ଦ୍ଦୟ ଭାବରେ ହ-ତ୍ୟା କରିଛନ୍ତି ।
ଏହାପରେ ତାଙ୍କ ମୃ-ତଦେ-ହକୁ ୩୫ ଖଣ୍ଡ କରି କଟା ଅ-ଙ୍ଗପ୍ର-ତ୍ୟେଙ୍ଗଗୁଡ଼ିକୁ ଫ୍ରିଜ୍ ଭିତରେ ରଖି ଦେଇଥିଲେ । ପରେ ସେଗୁଡ଼ିକୁ ବିଭିନ୍ନ ସ୍ଥାନରେ ନେଇ ଫି-ଙ୍ଗି ଦେଇଥିଲେ । ପୋ-ଲିସ ୧୨ ନଭେମ୍ବରରେ ଅଭି-ଯୁକ୍ତ ଆଫ୍ତାବଙ୍କୁ ଗି-ରଫ କରିଥିଲା ।