ପ୍ରଥମ ସ୍ବାମୀ ସହ ମିଶି ତାର ଦ୍ଵିତୀୟ ସ୍ବାମୀକୁ ମା-ରି ମୁଣ୍ଡ କା-ଟିଦେଲା ସ୍ତ୍ରୀ।

0

Get real time updates directly on you device, subscribe now.

ଆଜି କାଲି ଦୁନିଆ ରେ ବହୁତ ପ୍ରକାର ଘ-ଟଣା ଘଟୁଛି।କିଛି ଭଲ ଘ-ଟଣା ଥାଏ ତ କିଛି ଖରାପ ଘ-ଟଣା ଥାଏ।ସ୍ବାମୀ ସ୍ତ୍ରୀ ଏକ ଦୁଇ ସୁନ୍ଦର ଶବ୍ଦ,ହେଲେ ଆଜି କାଲି ର ମଣିଷ ଏହି ଶବ୍ଦ କୁ ଖରାପ କରିସାରିଲାଣି। ଏବେ କେଉଁଠି ସ୍ବାମୀ ସ୍ତ୍ରୀ ର ଜୀବନ ନେଲାଣି ତ କେଉଁଠି ସ୍ତ୍ରୀ ସ୍ବାମୀ ର ଜୀବନ ନେଲାଣି।

ଆଉ ଏବେ ଏହି ସବୁ ଅପ-ରାଧ ବଢ଼ିବା ରେ ଲାଗିଛି।ସତ ରେ ଏପରି ଅପ-ରାଧ କରୁଥିବା ଅପ-ରାଧୀ ମାନେ ସମାଜ କୁ କଳୁଷିତ କରିସାରିଲେଣି।ରୁ ଅପ-ରାଧୀ ମାନଙ୍କ ଯୋଗୁଁ ମଣିଷ ର ମଣିଷ ଉପରେ ଆଉ ବିଶ୍ୱାସ ରହୁନାହିଁ।ଏମିତି କିଛି ଜଘନ୍ୟ ଅପ-ରାଧ କରି ସମାଜ ଏବଂ ମଣିଷ ଜାତି କୁ କଳୁଷିତ କରିଛନ୍ତି।

ଗୋଟେ ସ୍ତ୍ରୀ ଆଉ ତାର ପ୍ରଥମ ସ୍ବାମୀ,ଯେଉଁ ମାନେ କି ସେହି ସ୍ତ୍ରୀ ର ଦ୍ଵିତୀୟ ସ୍ବାମୀ କୁ ମା-ରି ତା’ର ମୁଣ୍ଡ କୁ ଦେହ ରୁ ଅଲଗା କରି ଅଲଗା ଅଲଗା ଜାଗା ରେ ପକାଇଛନ୍ତି। ଘଟ-ଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ରେ ଗତ ୬ ତାରିଖ ରାତି ରେ।ମୃ-ତକ ଙ୍କ ନାମ ହେଉଛି ଶ୍ରୀଧର ଦଳବେହେରା,ସ୍ତ୍ରୀ ର ନାମ ହେଉଛି ସୁମିତ୍ରା ନାୟକ ଏବଂ ତାର ପ୍ରଥମ ସ୍ବାମୀ ର ନାମ ହେଉଛି ଫକୀର ନାୟକ।

ତେବେ ଘଟ-ଣା ଟି ହେଉଛି ସୁମିତ୍ରା ଦୁଇ ଜଣଙ୍କୁ ବିବାହ କରିଛନ୍ତି।ପ୍ରଥମେ ସେ ଫକୀର ନାୟକ ନାମକ ବ୍ୟକ୍ତି ଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ୩ଟି ଛୁଆ ଅଛନ୍ତି,ଗୋଟିଏ ଝିଅ ଏବଂ ଦୁଇଟି ପୁଅ।ପରେ ସେ ଶ୍ରୀଧର ଦଳବେହେରା ଙ୍କୁ ବିବାହ କରିଥିଲେ।

ଶ୍ରୀଧର ନୟାଗଡ଼ ରୁ ଆସି ବାଲେଶ୍ବର ରେ ପାଣି ମୋଟର କାମ କରୁଥିଲେ ୩ ବର୍ଷ ଧରି।ତେବେ ଶ୍ରୀଧର ଙ୍କ ସମ୍ପ-ର୍କୀୟ ଅଭି-ଯୋଗ କରିଛନ୍ତି ଯେ ସୁମିତ୍ରା ଏବଂ ଫକୀର ମିଶି ଶ୍ରୀଧର କୁ ମା-ରିଛନ୍ତି ବୋଲି।

ସେମାନଙ୍କର କହିବା ଅନୁଯାୟୀ ଶ୍ରୀଧରଙ୍କ ଭାଇ ଆସିଥିଲେ ବାଲେଶ୍ଵରକୁ ସେଥିପାଇଁ ସେ ଶ୍ରୀଧରଙ୍କ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ଯୋଗାଯୋଗ ନହେବାରୁ ସେମାନେ ଖନ୍ତାପଡ଼ା ଥା-ନାରେ ନିଖୋ-ଜର ଅଭି-ଯୋଗ କରିଥିଲେ। ତେବେ କିଛି ଦିନ ପରେ ବାଲେଶ୍ଵର ସଦର ଥା-ନା ପାଖାପାଖି ଗୋଟିଏ ଜାଗା ରେ ଜଣଙ୍କର ଗଳିତ ମୃ-ତଦେ-ହ ମିଳିଥିଲା।

ଭଣ୍ଡାରିପୋଖରୀ ପାଖରେ ଗୋଟିଏ ବୁରା ମଧ୍ୟ ରେ କଟା ମୁଣ୍ଡ ପଡ଼ିଥିଲା।ତେବେ ଶ୍ରୀଧର ଙ୍କ ସମ୍ପର୍କୀୟ ମୃ-ତଦେ-ହ କୁ ଚିହ୍ନି କହିଛନ୍ତି ଯେ ତାହା ଶ୍ରୀଧରଙ୍କ ମୃ-ତଦେ-ହ।ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଶ୍ରୀଧର ଏବଂ ସୁମିତ୍ରାଙ୍କ ମଧ୍ୟରେ କିଛି କଥାକୁ ନେଇ ବଚସା ହୋଇଥିଲା।

ସେଥିପାଇଁ ସୁମିତ୍ରା ତା’ର ପ୍ରଥମ ସ୍ବାମୀ ଫକୀର ସହ ମିଶି ଏହି କା-ଣ୍ଡ ଭିଆଇଛି।ଶ୍ରୀଧର ଙ୍କ ସମ୍ପର୍କୀୟ ଅଭି-ଯୋଗ କରିଛନ୍ତି ଯେ ଏହା ଯୋଜନାବଦ୍ଧ ଭାବେ ହ-ତ୍ୟା କରାଯାଇଛି।ତେବେ ପୋ-ଲିସ୍ ସୁମିତ୍ରା, ଫକୀର ଏବଂ ଆଉ ଜଣେ ସହୋଯୋଗୀ ଙ୍କୁ ଅଟକ ରଖିଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Leave A Reply

Your email address will not be published.