“ମୋ ଝିଅ କୁ ମୁଁ ଖୋଜି ପାଉନାହିଁ।ବାହାଘର ର ୨୨ ବର୍ଷ ପରେ ଜ୍ବାଇଁ ମୋ ଝିଅ କୁ ମା-ରି ତାର କିଡନୀ ଏବଂ ଆଖି କୁ ବିକି ଦେଇଛି।”

0

Get real time updates directly on you device, subscribe now.

ଭଗବାନଙ୍କ ଦ୍ଵାରା ସୃଷ୍ଠି ଏହି ଦୁନିଆ ରେ ପ୍ରତିଦିନ କିଛି ନା କିଛି ଘ-ଟଣା ଘଟୁଛି।ସବୁ ଦିନ ଆମେ ନ୍ୟୁଜ୍ ରେ ବିଭିନ୍ନ ପ୍ରକାର ଘ-ଟଣା ବିଷୟ ରେ ଅବଗତ ହେଉଛୁ।କିଛି ଭଲ ଘ-ଟଣା ବିଷୟ ରେ ଜାଣୁଛୁ ତ କିଛି ଖରାପ ଘ-ଟଣା ପରେ ବିଷୟ ରେ ଜାଣୁଛୁ।

ତେବେ ଏବେ ଯେଉଁ ସବୁ ଖରାପ ଖବର ଆସୁଛି ସେଠି କେତେବେଳେ ସ୍ତ୍ରୀ ସ୍ଵାମୀ କୁ ଧୋ-କା ଦେଉଛି ତ କେତେବେଳେ ସ୍ବାମୀ ସ୍ତ୍ରୀ କୁ ଧୋ-କା ଦେଉଛି ଏବଂ କେଉଁଠି କିଏ କାହାର ଜୀବନ ନେଇଯାଉଛି।ବର୍ତ୍ତମାନ ସମୟ ରେ ତ ଜଣେ ପରିବାର ସଦସ୍ୟ ଅନ୍ୟ ପରିବାର ସଦସ୍ୟ ର ଜୀବନ ନେବାକୁ ମଧ୍ୟ ପଛାଉନାହାନ୍ତି।

ତେବେ ଏମିତି କିଛି ଘ-ଟଣା ଘ-ଟିଛି କେନ୍ଦୁଝର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାଲିଆ ଗ୍ରାମ ରେ।ଏହି ଗ୍ରାମ ର ସୁମିତ୍ରା ପରକ୍ଷା ଗ୍ରାମ ର ରମାକାନ୍ତ ସ୍ୱାଇଁ ଙ୍କୁ ବିବାହ କରିଥିଲେ।ହେଲେ ବିବାହ ର କିଛି ମାସ ପରେ ସୁମିତ୍ରା ଙ୍କ ଉପରେ ଆରମ୍ଭ ହୋଇଥିଲା

ସ୍ବାମୀ ଏବଂ ଶାଶୁଘର ଲୋକଙ୍କର ଶାରୀ-ରିକ ଏବଂ ମାନ-ସିକ ନିର୍ଯ୍ୟା-ତନା। ବାହାଘର ଆସି ୨୨ ବର୍ଷ ହେଲାଣି ତଥାପି ସୁମିତ୍ରା ଙ୍କ ଉପରେ ନିର୍ଯା-ତନା କିଛି କମିନଥିଲା।ଏହାପରେ ଏଇ ବର୍ଷେ ହେବ ରମକନ୍ତଙ୍କୁ କ୍ୟାନସର ରୋଗ ହୋଇଥିଲା।ସେଥି ପାଇଁ ସୁମିତ୍ରା ରମାକାନ୍ତ ଙ୍କୁ ନେଇ ପ୍ରାୟତଃ ଯାଆନ୍ତି କଟକ ବଡ଼ ମେଡିକାଲ କୁ।

ଗତ ୭ ତାରିଖ ଦିନ ସୁମିତ୍ରା ନେଇଯାଇଥିଲେ ରମାକାନ୍ତ ଙ୍କୁ ମେଡ଼ିକାଲ ହେଲେ ତାପରେ ଆଉ ସୁମିତ୍ରା ଙ୍କ ଦେଖା ମିଳୁନି।ସୁମିତ୍ରାଙ୍କ ଘରଲୋକ ଙ୍କ କହିବା ଅନୁଯାୟୀ ରମାକାନ୍ତ ସେଦିନ ରାତି ରେ କଲ କରି କହିଲେ ଯେ ସୁମିତ୍ରା କୁଆଡେ ହଜିଯାଇଛନ୍ତି ବୋଲି।

ତାଙ୍କୁ ଭଲ ଲାଗୁନଥିଲା ସେଥି ପାଇଁ ସେ ଟ୍ରେନରେ ବସି ପାରାଦ୍ଵୀପ ପଳେଇ ଆସିଛନ୍ତି।ସୁମିତ୍ରା କୁଆଡେ ଗଲା ବୋଲି ପଚାରିବାରୁ ସେ କହିଲେ ଜାଣିନି କୁଆଡେ ଯାଇଛି।ତାକୁ ପଠାଇ ଥିଲି ଷ୍ଟେସ-ନରେ ଟିକଟ କା-ଟିବା ପାଇଁ ହେଲେ ସେ କୁଆଡେ ଗଲା ଜଣା ନାହିଁ।

ହେଲେ ସୁମିତ୍ରା ଙ୍କ ବାପା ଅଭି-ଯୋଗ କରିଛନ୍ତି ଯେ ରମାକାନ୍ତ ସୁମିତ୍ରା କୁ ମା-ରି ତାର ଆଖି ଏବଂ କିଡନୀ କୁ ବିକ୍ରି କରିଦେଇଛି। ଏ ସବୁଥିରେ ରମାକାନ୍ତ ର ଘର ଲୋକ ମଧ୍ୟ ସାମିଲ ଅଛନ୍ତି।କାରଣ ସେମାନଙ୍କୁ ସୁମିତ୍ରା କଥା ପଚାରିବାରୁ ସେମାନେ କହୁଛନ୍ତି ଯେ ସେମାନେ କିଛି ବୁଝିବେ ନାହିଁ ବୋଲି।

ତେବେ ରମାକାନ୍ତ ଙ୍କ ଚିକିତ୍ସା ପାଇଁ ସୁମିତ୍ରା ର ଶାଶୁ ଘର ଲୋକ ସୁମିତ୍ରା ଙ୍କ ନାମ ରେ ବହୁତ ଋଣ କରିଥିଲେ।ସେଥି ପାଇଁ ସୁମିତ୍ରା ଙ୍କୁ ମା-ରି ତାଙ୍କ ଆଖି ଓ କିଡନୀ ବିକ୍ରି କରିଦେଇଛନ୍ତି ବୋଲି ସୁମିତ୍ରା ଙ୍କ ବାପା ଘର ଲୋକେ ଅଭି-ଯୋଗ କରିଛନ୍ତି।ତେବେ ଏହି ଘ-ଟଣା ର ତ-ଦନ୍ତ ହୋଇନାହିଁ,ତ-ଦନ୍ତ କରିବା ପରେ ସତ ଜଣ ପଡ଼ିବ।

Leave A Reply

Your email address will not be published.