ବାପାକୁ ଚା-ପୁଡ଼ା ମା-ରିଲା ପୋ-ଲିସ୍ । ଜଜ ହୋଇ ଜବାବ ଦେଲେ ପୁଅ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ ସାମ୍ନାକୁ ଆସିଛି ପ୍ରତି-ଶୋଧ ନେବାର ଏକ ନିଆରା କାହାଣୀ । ଯେଉଁଥିରୁ ଏହା ସାବ୍ୟସ୍ତ ହେଇଯାଇଛି ଯେ ବାପା ମାଆଙ୍କ ଅପମାନର ପ୍ରତି-ଶୋଧ ନେବା ପାଇଁ ପିଲା ଦୃଢ଼ ମନସ୍କା ହେଲେ କିଛି ଭି କରିବାରେ ସକ୍ଷମ ହୋଇପାରେ ।

ତେବେ ଘ-ଟଣା ଅନୁସାରେ ଗରିବ ବାପା । ରାସ୍ତାରେ ଠେଲାରେ ବିକ୍ରିବଟା କରି ପରିବାର ପ୍ରତିପୋଷଣ କରୁଥିଲା । ପୋ-ଲିସ୍ ବାବୁ ଦେଖାଇଲେ ଦବଙ୍ଗଗିରି । ଚା-ପୁଡ଼ା ମା-ରିଲେ ଓ ଜବ-ରଦସ୍ତ ଠେଲା ବନ୍ଦ କରିଦେଲେ । ପାଖରେ ଛିଡ଼ା ହୋଇ ଏସବୁ ଦେଖୁଥିଲା ୧୫ରୁ ୧୬ ବର୍ଷର ପିଲାଟେ ।

ସେ ପିଲା ଆଉ କେହି ନୁହେଁ, ପୋ-ଲିସ ପାଖରୁ ମା-ଡ଼ ଖାଉଥିବା ସେହି ଅସହାୟ ବାପାଙ୍କ ପୁଅ ଥିଲା । ବାପାଙ୍କୁ ସାହାଯ୍ୟ କରିବାକୁ ସେଦିନ ଠେଲା ସହ ଯାଇଥିଲା । ପୋଲିସ ବାବୁଙ୍କ ଏ କାମ ତାଙ୍କୁ ବହୁତ ବାଧିବା ସହ ରା-ଗ ମଧ୍ୟ ହୋଇଥିଲା । ହେଲେ ସେ ସମୟରେ ସେ କିଛି କରିବାକୁ ଥିଲେ ଅସମର୍ଥ ।

ଆଉ ପରେ ସେ ଯାହା କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ କହୁଛି ବିହାର ସହରସା ଜିଲ୍ଲାର କମଲେଶ କୁମାରଙ୍କ କାହାଣୀ । ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏବେ ପ୍ରକାଶ ପାଇଛି ବିହାର ଜୁଡିସିଆରୀ ପରୀକ୍ଷାର ରେଜଲ୍ଟ । ଏଥିରେ କମଲେଶ ୬୪ ରାଙ୍କ ରଖିଛନ୍ତି । ବର୍ଷ ବର୍ଷ କଠୋର ପରିଶ୍ରମର ଫଳ ପାଇଛନ୍ତି କମଳେଶ । ଏଥିରେ ରହିଛି ତାଙ୍କ ନିଷ୍ଠା ଓ ବାପାଙ୍କ ତ୍ୟା-ଗ । ପୁଅର ସ୍ବପ୍ନ ପୂରଣ ପାଇଁ ବାପା କେତେବେଳେ କୁଲି ମଜୁରୀ କରିଛନ୍ତି ତ, କେତେବେଳେ ରିକ୍ସା ଚଲାଇଛନ୍ତି ଆଉ କେତେବେଳେ ଠେଲାରେ ଛୋଲେ-ଭଟୁରେ ବିକ୍ରି କରିଛନ୍ତି ।

ଆଉ ସେହି ଛୋଲେ-ଭଟୁରେ ବିକ୍ରି କରିବା ପାଇଁ ପୋ-ଲିସ ବାବୁଙ୍କ ପାଖରୁ ମା-ଡ଼ ବି ଖାଇଛନ୍ତି । ବାପା ମା-ଡ଼ ଖାଇବା କମଲେଶଙ୍କୁ ଆଜି ଜଜ୍ ବନାଇ ଦେଇଛି ।

ତେବେ କମଲେଶଙ୍କ ଏହି ସଂଘ-ର୍ଷର କାହାଣୀ ବିଷୟରେ କହିବାକୁ ଗଲେ ତାଙ୍କ ବାପା ଗରିବ ଥିବାରୁ ଲାଲକିଲା ପଛରେ ଏକ ବସ୍ତିରେ ରହୁଥିଲେ । ଆଉ ଯାହାକୁ ହଟାଇବାକୁ ସରକାର ନି-ର୍ଦ୍ଦେଶ ଦେବା ପରେ ମୁଣ୍ଡ ଉପରୁ ଛାତ ହଟି ଯାଇଥିଲା ।

ଦିନେ କମଲେଶ ବାପାଙ୍କ ସହ ଠେଲାରେ ସାହାଯ୍ୟ କରିବାକୁ ଯାଇଥିବା ବେଳେ ଜଣେ ପୋ-ଲିସ ବାବୁ ତାଙ୍କୁ ଚା-ପୁଡ଼ା ମା-ରିବା ସହ ଠେଲା ବନ୍ଦ କରି ଦେଇଥିଲା ଯାହାକି କମଲେଶଙ୍କୁ ବହୁତ ବାଧିଥିଲା । ଆଉ ପୋ-ଲିସ ବାଲା କେବଳ ଜଜଙ୍କୁ ଡ-ରନ୍ତି ବୋଲି ଜାଣିବା ପରେ କମଲେଶ ଜଜ୍ ହେବାକୁ ମନ ସ୍ଥିର କରିନେଇଥିଲେ ଆଉ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

Leave A Reply

Your email address will not be published.