ବର୍ଷର ଏହି ମାସରେ ମିଳିଥାଏ ସବୁଠାରୁ ଅଧିକ ଧୋକା, ଜାଣନ୍ତୁ ମହିଳା ଓ ପୁରୁଷଙ୍କ ମଧ୍ୟରୁ କିଏ ଅଧିକ ଧୋକା ଦେଇଥାଏ ?

0

Get real time updates directly on you device, subscribe now.

ଗୋଟିଏ ବୟସ ପରେ ପ୍ରତ୍ଯେକ ମଣିଷ ଚାହାନ୍ତିକି ତାଙ୍କୁ ଜଣେ ପ୍ରେମ କରିବା ଭଳି ଲୋକ ମିଳୁ, ଯାହାପରେ ତାଙ୍କ ଜୀବନରେ କୌଣସି ବଡ ଇଚ୍ଛା ନ ଆସୁ। କିଛି ଲୋକ ଭଲ ହୋଇଥାନ୍ତି କାରଣ ତାଙ୍କର ମନଇଚ୍ଛା ତମନ୍ନା ପୂରଣ ହେଇଯାଉ। କିନ୍ତୁ ସମସ୍ତେ ଏତେ ଭାଗ୍ୟବାନ ହୋଇନଥାନ୍ତି। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପ୍ରେମରେ ଦାଗ ମିଳିଥାଏ। ରିଲେସନସିପରେ ଚିଟିଙ୍ଗର କଥା ଆସିଲେ ସମ୍ପର୍କର ମହାନିୟତାରେ ମଧ୍ୟ ପରିବର୍ତ୍ତନ ହୋଇଯାଏ। IllicitEncounters.com ଏକ ସର୍ଭେ କରିଥିଲା ଯାହା ଅନୁସାରେ ବର୍ଷର ଏକ ଖାସ ମାସ ମହିଳା ନିଜର ପାର୍ଟନରଙ୍କୁ ସବୁଠାରୁ ଅଧିକ ଧୋକା ଦିଅନ୍ତି।

ପ୍ରତ୍ଯେକ ମାସରେ ସତର୍କ ରୁହନ୍ତୁ ଲଭର୍ସ:-

‘ସେକ୍ସ ଟେମ୍ବର’ ନାମରେ ଫେମସ ଏହି ୱେବସାଇଟ ଏକ ହୃଦୟସ୍ପର୍ଶୀ ସର୍ଭେ କରିଲେ। ଯେଉଁଥିରେ ସେପ୍ଟେମ୍ବର ମାସରେ ପ୍ରେମୀ-ପ୍ରେମିକା ନିଜର ପାର୍ଟନରଙ୍କୁ ସବୁଠାରୁ ଅଧିକ ଧୋକା ଦିଅନ୍ତି। କୌଣସି ଅନ୍ୟ ମାସ ତୁଳନାରେ ସେପ୍ଟେମ୍ବରରେ ବ୍ରେକଅପର ମାମଲା ୨୨ ପ୍ରତିଶତ ଅଧିକ ଆସେ। ଏହି ସର୍ଭେ ଅନୁସାରେ ୩୨ ପ୍ରତିଶତ ମହିଳା ଓ ୩୪ ପ୍ରତିଶତ ପୁରୁଷ ସେପ୍ଟେମ୍ବର ମାସରେ ନିଜର ନିଜ ଲଭରକୁ ଅଧିକ ଧୋକା ଦିଅନ୍ତି।

ଧୋକା ଦେବାର କାରଣ କଣ:-

ଏହି ଅଧ୍ୟୟନ ଧୋକେବାଜ ପାର୍ଟନରଙ୍କୁ ନେଇ କରଯାଇଥିଲା। ଏଥିରେ ଜଣାପଡିଥିଲାକି ଯେଉଁ ଲୋକ ପ୍ରକୃତିରେ ଧୋକେବାଜ ହୋଇଥାନ୍ତି ସେମାନେ ଏକ ପାର୍ଟନର ସହିତ ରହି ବୋର ହୋଇଯାନ୍ତି। ଓ ତାଙ୍କର ଏଟ୍ରାକ୍ସନ ନିଜର ସାଥୀକୁ ନେଇ ସମୟ ସହିତ କମ ହେବାକୁ ଲାଗେ। ଏହା ବ୍ଯତୀତ ୱାର୍କ ଫ୍ରମ ହୋମର ଶେଷ ହେବା ମଧ୍ୟ ବ୍ରେକଅପର କାରଣ କୁହାଯାଉଛି।

୨୦୦୦ ଲୋକଙ୍କ ଉପରେ କରାଯାଇଥିଲା ସର୍ଭେ:-

ଏହି ସନ୍ଧାନ ଅନୁସାରେ ସାମ୍ନାକୁ ଆସିଲାକି ୨୧ ପ୍ରତିଶତ ପୁରୁଷ ଓ ୧୯ ପ୍ରତିଶତ ମହିଳା ଅଫିସରେ ଏଫେୟାର କରନ୍ତି। ୱାର୍କପ୍ଲେସରେ ନୂଆ ପାର୍ଟନରକୁ ସନ୍ଧାନ କରିବା ସାଧାରଣ କଥା ହୋଇସାରିଛି। ସେପ୍ଟେମ୍ବର ପରେ ଜାନୁୟାରୀ ମାସ ଅଛି ଯେତେବେଳେ ସାଧାରଣତଃ ସବୁଠାରୁ ଅଧିକ ଚିଟିଙ୍ଗ ମାମଲା ସାମ୍ନାକୁ ଆସେ। ୨୪ ପ୍ରତିଶତ ପୁରୁଷ ଓ ୨୨ ପ୍ରତିଶତ ମହିଳା ଆରମ୍ଭ ସପ୍ତାହରେ ନିଜର ପାର୍ଟନରମାନଙ୍କ ସହିତ ଚିଟିଙ୍ଗ କରନ୍ତି।

Leave A Reply

Your email address will not be published.