ଚିକେନକୁ ସାମ୍ନାରେ ରଖି ଅଜଗର ସାପକୁ ଫସାଇଲେ ଲୋକେ,ଦେଶୀ ଯୁଗାଡ଼ ହେଲା ସଫଳ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

କୁହାଯାଏ ଅଜଗରର ଆକ୍ରମଣ ଏତେ ଶକ୍ତ ହୋଇଥାଏ ଯେ, ସେ ନିଜର ଶିକାରକୁ ଗୁଡ଼ାଇ ଓ ନିଜ ଶରୀରରେ ଚାପିଦେଇ ମାରି ଦେଇଥାଏ। ଏହାପରେ ସେ ନିଜ ଶିକାରକୁ ଗିଳି ଦେଇଥାଏ। ସାରା ଦୁନିଆରେ ଦେଶୀ ଯୁଗାଡ଼ ଭରି ରହିଛି। ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଦେଶୀ ଯୁଗାଡ଼ ବ୍ୟବହାର କରି ଅଜଗରକୁ ଚିକେନ୍ ର ଲୋଭ ଦେଖାଇ ଧରାଯାଇଛି।

ଚିକେନ୍ ଖାଇବାକୁ ବହୁତ ଜୋରରେ ଆସିଲା ଅଜଗର:-

ଏହି ଭିଡ଼ିଓରେ ଆପଣଙ୍କୁ ଦେଖିବାକୁ ମିଳିବ ଯେ, କେଉଁଭଳି ଭାବରେ ଏକ ଅଜଗର ଚିକେନ୍ ଖାଇବାପାଇଁ ଆଗକୁ ବଢ଼ୁଛି। ଯେମିତି ଅଜଗର ପାଇପ ଦେଇ ଚିକେନ୍ ଖାଇବାକୁ ଯାଉଛି, ପାଇପ ଭିତରେ ଏକ ଜାଲ ବିଛାଯାଇଥିଲା ଓ ସେଥିରେ ସାପଟି ଫସି ଯାଇଥିଲା। ଏହି ଦେଶୀ ଯୁଗାଡ଼ ଦ୍ୱାରା ସାପଟି ଫସିଗଲା ଓ ଯେତେ ଚେଷ୍ଟା କଲା ବାହାରକୁ ଯାଇ ପରିଲାନାହିଁ।

ପ୍ରାୟ 33 ଲକ୍ଷ ଭିଡ଼ିଓକୁ ଦେଖିସାରିଲେଣି:-

ଏହି ଭିଡ଼ିଓକୁ ନ୍ୟୁଜ ଲେଖାଯିବା ଯାଏଁ 33 ଲକ୍ଷ ଲୋକ ଦେଖିସାରିଛନ୍ତି। ଜଣେ ୟୁଜର୍ସ ପଚାରିଥିଲେ ଅଜଗରକୁ କଣପାଇଁ ଧରାଗଲା? କିନ୍ତୁ ଏଥିରେ ଜଣେ କହିଥିଲେ, ଅଜଗରକୁ ଧରିବା ପଛକଥା ଏହାକୁ କେମିତି ମୁକୁଳାଇବା ପ୍ରଥମେ ଭାବ।

Leave A Reply

Your email address will not be published.