ବିବାହିତା ପ୍ରେମିକାଙ୍କୁ ଏକ ସୁନସାନ ଜାଗାକୁ ଡ଼କାଇଲା ବୟଫ୍ରେଣ୍ଡ, ଏହାପରେ ସାୟା ଖୋଲି ଯାହାକଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଜାଣନ୍ତୁ ପୁରା ଘ-ଟଣା

0

Get real time updates directly on you device, subscribe now.

ପେଟିକୋଟ ସାଧାରଣତଃ ମହିଳା ମାନଙ୍କ ପିନ୍ଧିବାରେ କାମରେ ଆସିଥାଏ। ରାଜସ୍ଥାନର ଜାଲୋର ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ବିବାହିତା ଗାର୍ଲଫ୍ରେଣ୍ଡ ସହିତ ଏମିତି କାଣ୍ଡ କଲା ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମାମ-ଲାଟି ଜାଲୋର ଜିଲ୍ଲା ଝାବ ଥା-ନା କ୍ଷେତ୍ରର ଅଟେ ବୋଲି କୁହାଯାଉଛି। ଏଠାରେ ରହୁଥିବା ପାଞ୍ଚାରମା ଙ୍କ ପ୍ରେମ ସ-ମ୍ପର୍କ ଘମଣ୍ଡରାମଙ୍କ ପତ୍ନୀ ଭଗବତୀ ଓର-ଫ ପବନୀଙ୍କ ସହିତ ଥିଲା। ଉଭୟ ଆଖପାଖରେ ରହୁଥିଲେ। ପାଞ୍ଚାରାମ ସମ୍ପ-ର୍କରେ ଭଗବତୀଙ୍କ ଦୂର ସମ୍ପର୍କୀୟ ଭଣଜା ଲାଗୁଥିଲା।

ପ୍ରେମିକାର ପେଟିକୋଟରେ ପ୍ରେମିକ କଲା କା-ଣ୍ଡ:-

ପାଞ୍ଚାରାମ ଓ ଭଗବତୀଙ୍କ ଅ-ବୈଧ ସମ୍ଵ-ନ୍ଧ ଥିଲା ଓ ପାଞ୍ଚାରାମ ଏହି ସମ୍ପ-ର୍କରେ ବିର-କ୍ତ ହୋଇଯାଇଥିଲା ଏବଂ ଭଗବତୀଙ୍କ ଠାରୁ ପିଛା ଛଡ଼ାଇବାକୁ ଚାହୁଁଥିଲା। କିନ୍ତୁ ଭଗବତୀ ପାଞ୍ଚାରାମଙ୍କ ପ୍ରେମରେ ପାଗଳ ଥିଲା, ସେ ଏହି ସମ୍ପ-ର୍କକୁ ଶେଷ କରିବାକୁ ଚାହୁଁନଥିଲା। ଦିନେ ପାଞ୍ଚାରାମ, ଭଗବତୀଙ୍କୁ ନିଜ ଘରକୁ ଡାକିଥିଲା। ଏହାପରେ ସେ କଥା କଥାରେ ତାଙ୍କୁ ଦୂରକୁ ନେଇଗଲା। ଏହାପରେ ସେ ଏଠାରେ ଭଗବତୀଙ୍କ ସାୟା ସହିତ ଯାହାକଲେ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।

ପାଞ୍ଚାରାମ ନିଜ ପ୍ରେମିକା ଭାଗବତୀଙ୍କୁ ତାଙ୍କ ଓଢଣୀ ଦ୍ୱାରା ହିଁ ବେ-କଚି-ପି ହ-ତ୍ୟା କରିଦେଲା ଓ ଶ-ବକୁ ଏକ କଚା ରାସ୍ତା ପାଖରେ ଫି-ଙ୍ଗିଦେଇ ଆସିଲା। ସେପଟେ କିଛି ସମୟ ପରେ ପୋଲି-ସକୁ ଏହାର ଖବର ମିଳିଥିଲା ଓ ପୋ-ଲିସ ଶ-ବ ଚିହ୍ନଟ କରି ଗ୍ରାମୀଣ ଲୋକଙ୍କୁ ପଚ-ରା ଉ-ଚରା ପରେ ଜଣାପଡ଼ିଥିଲା ଯେ, ପାଞ୍ଚାରାମ ଓ ଭଗବତୀଙ୍କ ଅ-ବୈଧ ସ-ମ୍ଵନ୍ଧ ରହିଥିଲା।

ଏମିତି ଧ-ରା ପଡ଼ିଲା ଆ-ରୋପୀ ପ୍ରେମୀ:-

ପୋ-ଲିସ ଯେତେବେଳେ ଛାନଭିନ କରୁଥିଲା ସେତେବେଳେ ପାଞ୍ଚାରାମ ପଡ଼ୋଶୀରେ ରହି ତାଙ୍କ ଗତିବିଧି ନଜର କରୁଥିଲା। ଅ-ବୈଧ ସମ୍ଵ-ନ୍ଧର ଖବର ମିଳିବାପରେ ପୋ-ଲିସ ସର୍ବପ୍ରଥମେ ପାଞ୍ଚାରାମକୁ ହିଁ ଧରିଥିଲା। ପ୍ରଥମେ ସେ ଅଲଗା କଥା କହି ପୋ-ଲିସକୁ ଭୁଲାଇବାକୁ ଚେଷ୍ଟା କଲା କିନ୍ତୁ ପରେ ଜୋରଦେଇ ପଚ-ରା ଉ-ଚରା କରିବାରୁ ସେ ସବୁ ସତକଥା କହିଦେଲା।

ସେପଟେ ଏହି ମାମ-ଲା ଉପରେ ଝିଅର ପିତା ଶଶୁର ଘରଲୋକଙ୍କ ଉପରେ ଏଫଆ-ଇଆର ଦ-ର୍ଜ କରିଛନ୍ତି। ସେପଟେ ପୋ-ଲିସ ଶ-ବକୁ ପୋଷ୍ଟମ-ର୍ଟମ ପାଇଁ ପଠାଇଦେଇଛି। ଏହାପରେ ପୋ-ଲିସ ମାମ-ଲା ସହିତ ଜଡିତ ସମସ୍ତ ପ୍ରମାଣକୁ ଏକତ୍ରିତ କରି କେ-ସକୁ ମଜବୁତ ବନାଇବାକୁ ଚେଷ୍ଟା କରିଛନ୍ତି।

Leave A Reply

Your email address will not be published.