ଶାଶୁଘରେ ରହିବାପାଇଁ ସ୍ତ୍ରୀ ନିଜ ସ୍ବାମୀ ଆଗରେ ରଖିଲା ସର୍ତ୍ତ : “ପ୍ରତି ମାସରେ ନେବି 5 ହଜାର ଟଙ୍କା”…………

0

Get real time updates directly on you device, subscribe now.

ବିହାରର ପୂର୍ଣୀୟା ଜିଲ୍ଲାରୁ ପୋ-ଲିସ ପରାମର୍ଶ କେନ୍ଦ୍ର ପାଖକୁ ସ୍ବାମୀ ସ୍ତ୍ରୀଙ୍କର ଏମିତି ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସ୍ବାମୀ ସହିତ ଶାଶୁଘରେ ରହିବାପାଇଁ ତା ସ୍ତ୍ରୀ ଏମିତି ସର୍ତ୍ତ ରଖିଲା, ଯାହାକୁ ଶୁଣି ପୋ-ଲିସ ପରାମର୍ଶ କେନ୍ଦ୍ରର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।

ମହିଳା ସର୍ତ୍ତ ରଖିଲେ ଯେ ସେ ସ୍ବାମୀ ସହିତ ସେତେବେଳେ ଯାଇ ଶାଶୁଘରେ ରହିବେ, ଯେତେବେଳେ ସ୍ବାମୀ ତାକୁ ମାସକୁ 5 ହଜାର ଲେଖାଏଁ ଟଙ୍କା ଦେବ । ଯେତେବେଳେ ତାଙ୍କୁ ପଚ-ରାଗଲା ଯେ ସେ ଏପରି ସର୍ତ୍ତ କାହିଁକି ରଖୁଛନ୍ତି, ସେତେବେଳେ ମହିଳା କୁହନ୍ତି ଯେ ସ୍ବାମୀ ମତେ ଛାଡ଼ି ରୋଜଗାର କରିବାପାଇଁ ଦିଲ୍ଲୀ- ପଞ୍ଜାବ ଚାଲିଯାଏ, ଏପରି ପରିସ୍ଥିତିରେ ମୁଁ କେମିତି ଘର ଚଳାଏ, ଏ କଥା ମୁଁ ହିଁ ଜାଣିଛି ।

ମହିଳା କହିଛନ୍ତି – ‘ମୁଁ ଶାଶୁଘରେ ରହିବି, କିନ୍ତୁ ମତେ ସ୍ବାମୀ ପ୍ରତି ମାସରେ 5000 ଟଙ୍କା ଦେବାକୁ ପ୍ରସ୍ତୁତ ରୁହନ୍ତୁ ।’ ତେବେ ସ୍ବାମୀ ମଧ୍ୟ ସ୍ତ୍ରୀର ଏହି ସର୍ତ୍ତରେ ରାଜି ହୋଇଗଲା ଏବଂ କହିଲା ଯେ ମୁଁ ଏଥର ବାହାରକୁ ଯିବା ପୂର୍ବରୁ ସ୍ତ୍ରୀର ଆକାଉଣ୍ଟ ଖୋଲି ସେଥିରେ ପଇସା ଜମା କରିକି ହିଁ ଯିବି ।

ସ୍ବାମୀ କଥା ଦେଇଛି ଯେ ସେ ପ୍ରତି ମାସରେ ସ୍ତ୍ରୀ ଆକାଉଣ୍ଟରେ 5000 ଟଙ୍କା ଲେଖାଏଁ ପଠାଇବ । ଏହାକୁ ନେଇ ପୋ-ଲିସ ପରାମର୍ଶ କେନ୍ଦ୍ରରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ଏବଂ ଖୁସିରେ ଚୁ-କ୍ତିନା-ମା କଲେ ଓ ବି-ବା-ଦ ଶେଷ କରି ସେଠାରୁ ଚାଲିଗଲେ ।

ପୋ-ଲିସ ପରିବାର ପରାମର୍ଶ କେନ୍ଦ୍ରରେ ଅଗଷ୍ଟ 12 ତାରିଖ ଦିନ ମୋଟ 25 ଟି ମାମ-ଲାର ଶୁଣାଣି କରାଗଲା, ଯେଉଁଥିରୁ 12 ଟି ମାମ-ଲାର ସମାଧାନ କରି ଦିଆଗଲା । ଏଥିରୁ 6 ଟି ବିବା-ଦରେ ଆପୋଷ ବୁଝାମଣା କରାଗଲା ଏବଂ ଆଉ 6 ଟି ମାମ-ଲାର ସମାଧାନ ହୋଇପାରିଲା ନାହିଁ । ଏପରି ଲୋକଙ୍କୁ କୋ-ର୍ଟର ଶର-ଣାପନ୍ନ ହେବାକୁ ପରାମର୍ଶ ଦିଆଗଲା ।

ମାମ-ଲାକୁ ସମାଧାନ କରିବାପାଇଁ ମହିଳା ପୋ-ଲିସ ଇନ୍ସପେକ୍ଟର କିରଣ କୁମାରୀ, ସଦସ୍ୟ ଦିଲ୍ଲୀପ କୁମାର ଦୀପକ, ସ୍ୱାତୀ ବୈଷ୍ୟଯନ୍ତ୍ରୀ, ରବୀନ୍ଦ୍ର ଶାହ, ଜିନତ ରହମାନ ଏବଂ କାର୍ଯ୍ୟାଳୟ ସହାୟକ ନାରାୟଣ କୁମାର ଗୁପ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.