ରକ୍ଷା ବନ୍ଧନରେ ଭଉଣୀ ପାଖକୁ ଯାଉଥିଲା ଭାଇ,କିନ୍ତୁ ବାଟରେ ଜୀବନ ନେଇଗଲା ଗୁଡ଼ି ଉଡା ସୂତା

0

Get real time updates directly on you device, subscribe now.

ରାଜଧାନୀ ଦିଲ୍ଲୀରେ ଚାଇନିଜ୍ ନଟେଇ ସୂତା ଆଉ ଜଣଙ୍କ ଜୀବନ ନେଇଛି|ରକ୍ଷା ବନ୍ଧନରେ ନିଜ ଭଉଣୀ ସହ ଭେଟିବାକୁ ଯାଉଥିବା ଯୁବକଙ୍କ ଦିଲ୍ଲୀର ଶାସ୍ତ୍ରୀ ପାର୍କରେ ମାଞ୍ଝେ ନଟେଇ ସୂତାରେ ଗଳା କଟି ମୃ-ତ୍ୟୁ ହୋଇଛି|ମୃତ-କଙ୍କ ନାଁ ବିପିନ କୁମାର ଅଟେ|ଘ-ଟଣା ବେଳେ ସେ ପତ୍ନୀ ଓ ଛୁଆ ସହ ମୋଟର ସାଇକେଲରେ ଯାଉଥିଲେ|ମୃ-ତ-କ ନିଜ ଭଉଣୀ ସହ ଭେଟ ପାଇଁ ଯାଉଥିଲା|

ସୂଚନାଯୋଗ୍ୟ ଶାସ୍ତ୍ରୀ ପାର୍କ ଦେଇ ଯାଉଥିବା ସମୟରେ ଗୁଡିର ସୂତା ବିପିନ ଗଳାରେ ଫ-ସିଗଲା ଓ ର-କ୍ତ ଵୋହିଲା|ସେ ହାତରେ ହଟାଇବାକୁ ଚେଷ୍ଟା କରିବାରୁ ହାତ କ-ଟିଗଲା|ଏହାପରେ ସେ ବାଆକ ଅଟକାଇଥିଲେ|ଏହାପରେ ସେ ପତ୍ନୀ ଓ ଛୁଆକୁ ଓହ୍ଲାଇଲା|ଏହାପରେ ସେ ସଡକରେ ତଳେ ପଡ଼ିଗଲା|ଯେତେବେଳେ ପତ୍ନୀ ହେଲମେଟ ହଟାଇଲେ ସେତେବେଳେ ଗଳାରୁ ର-କ୍ତସ୍ରା-ବ ହେଇଥିଲା|

ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ ଟ୍ରମା ସେଣ୍ଟର ନିଆଯାଇଥିଲା, ସେଠାରେ ତାକୁ ମୃ-ତ ଘୋଷଣା କରିଥିଲେ|ପୋ-ଲିସ ଏହି ମାମ-ଲାକୁ ହ-ତ୍ୟା ଧା-ରାରେ ଦା-ଖଲ କରିଛନ୍ତି|ବିପିନ ପରିବାର ସହ ନାଙ୍ଗାଲୋଇର ରାଜଧାନୀ ପାର୍କ ଅଞ୍ଚଳରେ ରହୁଥିଲେ|ତା ପରିବାରରେ ତାଙ୍କ ପତ୍ନୀ ଓ ତିନି ଜଣ ଝିଅ ଅଛନ୍ତି|ପରିବାରରେ ସେ ଏକୁଟିଆ ଆୟ କରୁଥିଲେ|

ସୂଚନାଯୋଗ୍ୟ ଏଵେ ଦିଲ୍ଲୀରେ ଚାଇନିଜ ମାଞ୍ଝେ ନଟେଇ ସୂତାରେ ମୃ-ତ୍ୟୁର ବହୁ ମାମ-ଲା ଆସିଛି|୨୫ ଜୁଲାଇରୁ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃ-ତ୍ୟୁ ଘଟିଛି|ରାଜଧାନୀ ଦିଲ୍ଲୀରେ ଏଥିରେ ୧୨ ରୁ ଉର୍ଦ୍ଧ୍ବ ଲୋକଙ୍କ ମାମ-ଲା ଦାଏର ରହିଛି|୭ ଅଗଷ୍ଟ ଦିନ ଜଣେ ଡେଲିଭରି ଵୟର ବଦରପୁର ଅଞ୍ଚଳରେ ଏଭଳି ମୃ-ତ୍ୟୁ ଘଟିଥିଲା|

Leave A Reply

Your email address will not be published.