କେବଳ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ଶେଷ ହେଲା ଭାରତର ଏହି ୪ କ୍ରିକେଟରଙ୍କ କ୍ୟାରିୟର, ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରିଲେନି

0

Get real time updates directly on you device, subscribe now.

ସବୁ କ୍ରିକେଟରଙ୍କ ସ୍ୱପ୍ନ ଥାଏ ଯେ ସେ ଦେଶ ତରଫରୁ ଥରେ ନିଶ୍ଚୟ ଖେଳ ଖେଳନ୍ତୁ ଓ ଖୁବ ନାଁ କମାନ୍ତୁ|କିନ୍ତୁ ଏହି ୪ ଦିଗ୍ଗଜ ଖେଳାଳିଙ୍କୁ ଖେଳିବାକୁ ତ ସୁଯୋଗ ମିଳିଲା କିନ୍ତୁ ତାହା ହିଁ ଶେଷ ମ୍ୟାଚ ସାବ୍ୟସ୍ତ ହୋଇଥିଲା|ଚାଲନ୍ତୁ ସେହି କ୍ରିକେଟରଙ୍କ ବିଷୟରେ ଜାଣିବା:

୧:ଫୈଜ ଫଜଲ:

୭ ସେପ୍ଟେମ୍ବର ୧୯୮୫ ଦିନ ମହାରାଷ୍ଟ୍ରର ଜନ୍ମିତ ଏହି ଫଜଲ ବାମ ହାତୀ ବ୍ୟାଟ୍ସମ୍ୟାନ୍ ଅଟନ୍ତି|ଯିଏ ବିଦର୍ଭ ଦଳ ପାଇଁ ଖେଳିଥିଲେ ଯିଏ ପ୍ରଥମେ ସେଣ୍ଟ୍ରାଲ ଜୋନ, ଇଣ୍ଡିଆ ରେଡ୍, ଇଣ୍ଡିଆ ଅଣ୍ଡର- ୧୯, ରେଲୱେ ଓ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ|୨୦୧୫-୧୬ ରେ ସେ ଦେଓଧର ଟ୍ରଫିରେ ୧୧୨ ବଲରୁ ୧୦୦ ରନ ବନାଇଥିଲେ|ସେ ପ୍ରଥମ ଏକଦିବସୀୟ ଆନ୍ତର୍ଜାତିକ ମୁକାବିଲା ଜିମ୍ବାୱେ ବିରୁଦ୍ଧରେ ଖେଳିଥିଲେ ଯିଏ ୯୦.୧୬ ଷ୍ଟ୍ରାଇକ ରେଟରେ ୬୧ ବଲରୁ ୫୫ ରନ କରିଥିଲେ|ତାହା ତାଙ୍କର ଶେଷ ଆନ୍ତର୍ଜାତିକ ମ୍ୟାଚ ଥିଲା|

୨: ପରଭେଜ ରସୁଲ:

୩୦ ବର୍ଷିୟ ପରଭେଜ ରସୁଲ ୧୩ ଫେବୃଆରୀ ୧୯୮୯ ରେ ଜନ୍ମିତ ଜାମ୍ମୁକାଶ୍ମୀର ର ଅଲରାଉଣ୍ଡର ଅଟନ୍ତି|ତାଙ୍କୁ ୨୦୧୪ ଆଇପିଏଲ ନିଲାମୀରେ ସନ ରାଇଜର୍ସ ୯୫ ଲକ୍ଷରେ କିଣିଥିଲେ|ସେ ୧୫ ଜୁନ ୨୦୧୪ ଦିନ ମୀରପୁରରେ ବାଂଲାଦେଶ ବିରୁଦ୍ଧରେ ଏକ ଦିବସୀୟ ଆନ୍ତର୍ଜାତିକ ମ୍ୟାଚ ଡେବ୍ୟୁ କରିଥିଲେ ଓ ତାହାହିଁ ଶେଷ ମ୍ୟାଚ ଥିଲା|

୩:ପଙ୍କଜ ସିଂ:

ଏହି ଖେଳାଳୀ ୫ ଜୁନ ୨୦୧୦ରେ ଶ୍ରୀଲଙ୍କା ବିରୁଦ୍ଧରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ|ସେ ୬ ମେ ୧୯୮୫ ଉତ୍ତରପ୍ରଦେଶର ସୁଲତାନ ପୁରରେ ଜନ୍ମିତ ଦ୍ରୁତ ବୋଲର ଥିଲେ|

୪:ବି ଏସ୍ ଚନ୍ଦ୍ର ଶେଖର:

ଏହି ଖେଳାଳୀ ୫୮ ଟେଷ୍ଟ ମ୍ୟାଚ ଖେଳି ୨୯.୭୪% ହାରରେ ୨୪୨ ୱିକେଟ ନେଇଥିଲେ ଯିଏ ୧୬ ଵର୍ଷ କ୍ୟାରିୟର ବନେଇଥିଲେ|ସେ ୧୯୭୨ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ|ସେ ୧୯୭୬ ରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଖେଳିଥିଲେ

Leave A Reply

Your email address will not be published.