ଭାଇ ସହିତ ଆପତ୍ତିଜନକ ଅବସ୍ଥାରେ ଧରାପଡିଲା ସ୍ତ୍ରୀ, ତାପରେ ସ୍ବାମୀ ଯାହା କଲା ବହୁତ୍ ଭୟଙ୍କର,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଭାଇ ଭଉଣୀଙ୍କ ସମ୍ପର୍କ ବହୁତ୍ ପବିତ୍ର ବୋଲି କୁହାଯାଏ । ଦୁହିଁଙ୍କ ସମ୍ପର୍କକୁ ବହୁତ୍ ସୁନ୍ଦର୍ ନଜରରେ ଦେଖାଯାଇଥାଏ । କିନ୍ତୁ ସେତେବେଳେ କଣ୍ ହେବ, ଯେତେବେଳେ ଭାଇ ଭଉଣୀ ପରସ୍ପର ସହିତ ଶାରୀରିକ ସମ୍ପର୍କ ରଖି ସମ୍ପର୍କରେ ଦାଗ ଲଗାଇବେ ? ଟିକେ ଭାବନ୍ତୁ ଯେ ଜଣେ ସ୍ବାମୀ ଉପରେ କଣ ବିତିବ, ଯେତେବେଳେ ସେ ନିଜ ସ୍ତ୍ରୀକୁ ତାର ଭାଇ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିବ ? ବିଶ୍ୱାସ କରନ୍ତୁ ଏହି ଦୃଶ୍ୟ ଦେଖିଲେ ସ୍ୱାମୀର ମୁଣ୍ଡ ଖରାପ୍ ହେଇଯିବ ।

ସ୍ତ୍ରୀକୁ ଭାଇ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଲା :-

ବିହାରର ତିରବିରବା ଗାଁରେ ମଧ୍ୟ ଏମିତି କିଛି ଘଟିଛି । ଏଠାରେ ବିରେନ୍ଦ୍ର ଯାଦବ ଓରଫ ପିଣ୍ଟୁ ନିଜ ସ୍ତ୍ରୀ ଶୋଭା ଦେବୀଙ୍କୁ ଏପରି କାମ କରୁଥିବା ସମୟରେ ନାଲି ହାତରେ ଧରିନେଲେ, ଯାହାକୁ ସେ କେବେ କଳ୍ପନା ମଧ୍ୟ କରିନଥିଲେ । ତାଙ୍କ ସ୍ତ୍ରୀ ଏବଂ ସାନ ଭାଇ ବିଳମ୍ବିତ ରାତିରେ ଗୋଟିଏ ରୁମରେ ଖରାପ କାମ କରୁଥିଲେ । ଠିକ୍ ସେତିକିବେଳେ ବିରେନ୍ଦ୍ର ସେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଦେଲେ । ଏହାପରେ ସ୍ବାମୀ ରାଗରେ ତାତି ଉଠିଲା । ସେ ତୁରନ୍ତ ବନ୍ଧୁକ ବାହାର କଲା ଏବଂ ସ୍ତ୍ରୀ ଉପରକୁ ଗୁଳି ମାରିଦେଲା । ଏହାଦ୍ବାରା ସ୍ତ୍ରୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା ।

ସ୍ତ୍ରୀକୁ ମାରିବାପରେ ବିରେନ୍ଦ୍ର ପିଲାମାନଙ୍କୁ ନେଇ ଘରକୁ ପଳାଇଗଲା । ସେପଟେ ମୃତକା ଶୋଭା ଦେବୀଙ୍କ ବାପା ଝିଅର ମୃତ୍ୟୁ ଖବର ଶୁଣି ସ୍ବାମୀ ବିରୋଧରେ ଥାନାରେ ଅଭିଯୋଗ କଲେ । ତାପରେ ପୋଲିସ ବିରେନ୍ଦ୍ରକୁ ଖୋଜିବପାଇଁ ଅନେକ ଜାଗା ବୁଲିଲା । ଏହି କଥାରେ ଡରିଯାଇ ବିରେନ୍ଦ୍ର ନିଜେ କୋର୍ଟ ଯାଇ ସରେଣ୍ଡର କରିଦେଲା । ପରେ ଯେତେବେଳେ ପୋଲିସ ବୀରେନ୍ଦ୍ରକୁ ପଚରାଉଚରା କଲା, ସେତେବେଳେ ସେ ସେମାନଙ୍କୁ ପୁରା କାହାଣୀ ଶୁଣାଇଲା । ଏହି କାହାଣୀକୁ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା ।

ବନ୍ଧୁକ ଦ୍ଵାରା ସ୍ତ୍ରୀକୁ ହତ୍ୟା କଲା :-

ପଚରାଉଚରାରେ ବିରେନ୍ଦ୍ର ସେହି ବନ୍ଧୁକ ବିଷୟରେ ମଧ୍ୟ ସୂଚନା ଦେଲା, ଯେଉଁଥିରେ ସେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା । ପୋଲିସ ବିରେନ୍ଦ୍ର କହିଥିବା ସ୍ଥାନରେ ଯାଇ ସେହି ବନ୍ଧୁକ ଉଦ୍ଧାର କରିନେଲା । ଇନ୍ସପେକ୍ଟର ମନୋଜ ସିଂହ କହିଛନ୍ତି ଯେ ସଦର ଏସଡିପିଓ ସଞ୍ଜୀବ କୁମାରଙ୍କ ନିର୍ଦ୍ଦେଶରେ ଆମେ ଅଭିଯୁକ୍ତଙ୍କୁ 24 ଘଣ୍ଟିଆ ରିମାଣ୍ଡରେ ନେଇଛୁ । ତାଙ୍କୁ ଏ ବିଷୟରେ ପଚରାଉଚରା କରାଯାଉଅଛି । ଏହାପରେ ତାଙ୍କୁ ପୁଣିଥରେ ନ୍ୟାୟିକ ହେପାଜତକୁ ପଠାଇ ଦିଆଯିବ ।

ଏହି ପୁରା ମାମଲା ବହୁତ୍ ଆଶ୍ଚର୍ଯ୍ୟଜନକ ଅଟେ । କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣିମା ପରି ପବିତ୍ର ପର୍ବ ଆସୁଛି । ପ୍ରକୃତରେ ଏହି ଖବର ଆସିବା ବହୁତ୍ ବିଚଳିତ ପୂର୍ଣ୍ଣ ଅଟେ । ପ୍ରକୃତରେ ଏମିତି କଣ୍ ଆବଶ୍ୟକ ହୋଇଥିବ ଯେ ଭାଇ ଭଉଣୀ ପରସ୍ପର ମଧ୍ୟରେ ହିଁ ସମ୍ପର୍କ ରଖିବାକୁ ଲାଗିଲେ । ବର୍ତ୍ତମାନ ସୁଦ୍ଧା ଏ କଥା ଜଣା ପଡ଼ିନାହିଁ ଯେ ଏପରି ସମ୍ପର୍କ ବିବାହ ପୂର୍ବରୁ ଥିଲା ନା ବିବାହ ପରେ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.