ଯେତେବେଳେ ମହେଶ ଭଟଙ୍କ ଉପରେ ଚଢ଼ିଗଲେ ତାଙ୍କର ବୋହୂ,ତା ପରେ ଖୋଲିଲା କଳା ଚିଠିର ରହସ୍ୟ,ଆଉ ଚାରିଆଡେ ସୃଷ୍ଟି ହେଲା ହଙ୍ଗାମା,ଜାଣନ୍ତୁ ପୁରା ରହସ୍ୟ !

0

Get real time updates directly on you device, subscribe now.

ମହେଶ ଭଟ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ଅଟନ୍ତି। ସେ ନିଜର ଫିଲ୍ମକୁ ନେଇ କମ ଓ ବିବାଦକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି।
ମହେଶ ଭଟଙ୍କ ସହିତ ବିବାଦର ସମ୍ପର୍କ ବହୁତ ନିବିଡ଼। ଯେତେବେଳେ ସେ ଏକ ମାଗାଜିନର ଫୋଟୋଶୁଟ ପାଇଁ ନିଜର ସାନ ଝିଅ ପୂଜା ଭଟଙ୍କୁ ଲିପ ଟୁ ଲିପ କିସ କରିଥିଲେ। ଏହାପରେ ସେ ଏହା କହିଥିଲେ ଯେ, ଯଦି ପୂଜା ତାଙ୍କ ଝିଅ ହୋଇନଥାନ୍ତା ସେ ତାଙ୍କୁ ବିବାହ କରିଥାନ୍ତେ।

ମହେଶ ଭଟ ନିଜ କ୍ୟାରିଅର ସମୟରେ ବହୁତ ସାରା ଗାର୍ଲଫ୍ରେଣ୍ଡସ ବନାଇଥିଲେ। କେତେକ ଅଭିନେତ୍ରୀ ତ କହିଛନ୍ତି ଯେ, ସେ ଫିଲ୍ମ ଦେବା ବଦଳରେ ତାଙ୍କୁ ଖରାପ ଖରାପ ଡିମାଣ୍ଡ କରିବାକୁ ଲାଗୁଥିଲେ। ଆଜି ଆମେ ଏହିପରି ଜଣେ ମହିଳାଙ୍କ ଆରୋପ ବିଷୟରେ ଆପଣଙ୍କୁ ଜଣାଇବୁ ଯିଏକି ମହେଶ ଭଟଙ୍କ ବୋହୂ ଅଟନ୍ତି ଓ ମହିଳା ଜଣକ ତାଙ୍କ ଶଶୁର ଓ କଥିତ ଭଣଜା ଉପରେ ଆରୋପ ଲଗାଇଛନ୍ତି।

ମହେଶ ଭଟଙ୍କ ଉପରେ ସଙ୍ଗୀନ ଆରୋପ ଲଗାଇଲେ ତାଙ୍କ ବୋହୂ:-

ଅଭିନେତ୍ରୀ ଲବିନା ଲୋଧ 2020 ମସିହାରେ ମହେଶ ଭଟଙ୍କ ବିପକ୍ଷରେ ଏକ ଭିଡ଼ିଓ ଆଣି ହଙ୍ଗାମା ମଚାଇ ଦେଇଥିଲେ। ଲବିନା ଏହି ଭିଡ଼ିଓରେ କହିଥିଲେ କି, ସେ ମହେଶଙ୍କ ଭଣଜା ସୁମିତ ସଭରୱାଲଙ୍କ ପତ୍ନୀ ଅଟନ୍ତି। ତାଙ୍କ ପତ୍ନୀ ଅବୈଧ ଜିନିଷର ସପ୍ଲାଏ କରନ୍ତି ଓ ଏହାସହ ସେ ଝିଅ ସପ୍ଲାଏ ମଧ୍ୟ କରିଥାଆନ୍ତି। ଯେବେ ମୁଁ ଏହାର ବିରୋଧ କଲି ସେତେବେଳେ ମହେଶ ମତେ ଧମକ ଦେଇଥିଲେ।

ଲବିନା କହିଥିଲେ, ମହେଶ ଇଣ୍ଡଷ୍ଟ୍ରିର ଡ଼ନ ଅଟନ୍ତି ଓ ଭବିଷ୍ୟତରେ ଯଦି ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ କିଛି ହୁଏ ତାହେଲେ ଏଥିପାଇଁ ମହେଶ ଭଟ, ତାଙ୍କ ଭାଇ ମୁକେଶ ଭଟ ଓ ସ୍ୱାମୀ ସୁମିତ ସଭରୱାଲ ଦାୟୀ ରହିବେ। ଲବିନାଙ୍କ ଏହି ଆରୋପ ପରେ ମହେଶ ମଧ୍ୟ ପ୍ରତି ଉତ୍ତର ଦେଇଥିଲେ।

ମହେଶ ଭଟ ଲଗାଇଥିଲେ ତାଙ୍କ ଉପରେ ଏକକୋଟି ଟଙ୍କାର ମାନହାନୀ କେସ:-

ମହେଶ ଭଟ ଲବିନା ଲୋଧଙ୍କ ଉପରେ ଏକକୋଟି ଟଙ୍କାର ମାନହାନୀ କେସ ଲଗାଇଥିଲେ। ମହେଶଙ୍କ ଭଉଣୀ କୁମକୁମ ଏହାମଧ୍ୟ କହିଥିଲେ ଯେ, ଲବିନା ଏହି ଭିଡ଼ିଓ କେବଳ ପବ୍ଲିସିଟି ଷ୍ଟଣ୍ଟ କରିବାପାଇଁ କରିଥିଲେ। ସେ ନିଜର ପତିଙ୍କ ସହିତ ବ୍ୟକ୍ତିଗତ ଶତ୍ରୁତାର ମଜା ନେଉଥିଲେ।

ଲବିନାଙ୍କ ପତି ବର୍ତ୍ତମାନ ତାଙ୍କ ସହିତ ରହୁନାହାନ୍ତି। ଲବିନାଙ୍କ ପତି ସୁମିତ ସଭରୱାଲ କହିଥିଲେ ଯେ ତାଙ୍କର ମହେଶ ଭଟଙ୍କ ସହିତ କୌଣସିବି ସମ୍ପର୍କ ନାହିଁ।

ଲବିନାଙ୍କ କ୍ୟାରିଅର କଥା କହିବାକୁ ଗଲେ ସେ ପ୍ରଥମେ ରିଆଲିଟି ଶୋ’ ସିନେ ଷ୍ଟାର୍ସ କି ଖୋଜରେ’ ନଜର ଆସିଥିଲେ।ଏହାପରେ ସେ କନ୍ନଡ଼ ଫିଲ୍ମ ନିର୍ଦୋଶୀରେ ନଜର ଆସିଥିଲେ। ଏହାପରେ ସେ କିଛି ତେଲୁଗୁ ଫିଲ୍ମ ମଧ୍ୟ କରିଛନ୍ତି। ସେ ସୋନି ଲିଭର ପ୍ରୋଜେକ୍ଟ ‘ଗାର୍ଲ ଅନ ହିଲସ’ରେ ନଜର ଆସିଥିଲେ। 2019 ର ଏକ ୱେବସିରିଜ ‘ହମ ସେ ନା ହୋ ପାଏଗା’ରେ ସେ ନଜର ଆସିଥିଲେ।

Leave A Reply

Your email address will not be published.