ହଁ ଦର୍ଶକବନ୍ଧୁ ସେସିଆଲ ମିଡିଆରେ ବର୍ତ୍ତମାନ ସବୁଠି କେବଳ ଗୋଟିଏ କଥା ଦେଖିବାକୁ ମିଳିଛି କି ବାବୁସାନ ଆଉ ପ୍ରକୃତିଙ୍କ ପ୍ରେମ ସମ୍ପର୍କକୁ ନେଇକି କେମତି ତୃପ୍ତିଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି । ତେବେ ଆମେ ଜାଣିଛୁ କି ବିଭଳି ଭାବରେ ତୃପ୍ତି ତାଙ୍କ ସ୍ୱାମୀଙ୍କୁ ପ୍ରକୃତିଙ୍କ ସହିତ ଦେଖି ପ୍ରତିକ୍ରିୟା ରଖିଥିଲେ । ଆଉ ମଝି ରାସ୍ତାରେ ପ୍ରକୃତିକୁ ବାଢ଼େଇଥିଲେ । ଆଉ ଯୋଉଁ ଘଟଣା ପାଇକି ବାବୁସାନ ଆଉ ପ୍ରକୃତିଙ୍କ ମଧ୍ୟରେ ଚାଲିଥିବା ଲୁଚାଛପା ପ୍ରେମ ସମ୍ପର୍କ ଆସିଥିଲା ସମସ୍ତଙ୍କ ସାମ୍ନାକୁ ।
ଏବେ ପୁଣି ଗୋଟିଏ କଥା ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ଆଉ ଯୋଉଠି ମନ୍ମଥ ମିଶ୍ର କହିଛନ୍ତି କି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ପ୍ରକୃତି ମିଶ୍ର । ଆସନ୍ତୁ ତାହେଲେ କଣ ରହିଛି ସମ୍ପୂର୍ଣ୍ଣ କଥା ତା ଉପରେ ଟିକିଏ ନଜର ପକାଇବା । ତେବେ ଏତେଦିନ ପରେ ପ୍ରକୃତି ଙ୍କ ମା ଆଉ ବାପାଙ୍କ ମୁଣ୍ଡରେ ସୁବୁଦ୍ଧି ପଶିଛି । ତେଣୁ ଖୁବ ଶୀଘ୍ର ଝିଅର ବିବାହ କରିଦେବା କଥା ସେମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ତେବେ ଏପରି ଅପଦସ୍ତ ଆଉ ଲଜ୍ୟାର ସ୍ୱୀକାର ହେବା ପରେ ଏଭଳି ଗୋଟିଏ ନିଷ୍ପତି ନେଇଛନ୍ତି ତାଙ୍କର ପରିବାର ଲୋକ । ତେବେ ଆପଣମାନେ ତ ଜାଣିଥିବେ କି ରାସ୍ତା ଉପରେ ଏଭଳି ଭାବରେ ପ୍ରକୃତି ମିଶ୍ରଙ୍କ ଉପରେ ବାବୁସାନଙ୍କର ସ୍ତ୍ରୀ ଆଟାକ କରିଥିଲେ ଯାହା ପାଇଁ ତାଙ୍କୁ ବିବାହ କରିଦେବାର କଥା ସାମ୍ନା କୁ ଆସିଛି । ଆଉ ଏହି ଘଟଣାକୁ ନେଇକି ଅନେକ ବୁଦ୍ଧିଜୀବୀ ଆଉ ଆଇନଜୀବୀ ମାନେ ମଧ୍ୟ କହିଥିଲେ କି ପ୍ରକୃତିଙ୍କୁ ବିବାହ କରିଦେବା ପାଇଁ । ଆଉ ଅନ୍ୟ କାହାର ବିବାହିତ ସଂସାର ଭିତରେ ନ ପଶି ନିଜର ଗୋଟିଏ ସଂସାର ଗଢିବା ପାଇଁ ।
ଆଉ ତାଙ୍କର ସଂସାର ଗଢି ସରିଲା ପରେ ନିଜ ହିସାବରେ ଚଳିବା ପାଇଁ ଆଉ ତାଙ୍କର ଯାହା ଇଚ୍ଛା ତାହା କରିବା ପାଇଁ କିନ୍ତୁ ଏଭଳି ଗୋଟିଏ ପରିବାର ଥିବା ଘରେ ମୁଣ୍ଡ ନ ପୁରେଇବା ପାଇଁ । ତେବେ ଏବେ ଗୋଟିଏ ମାତ୍ର କଥା ଜାଣିବାର ଅଛି କି ଏତେ ସବୁ ଘଟଣା ଘଟିସାରିଲା ପରେ ପ୍ରକୃତି କାହାକୁ ବିବାହ କରିବାକୁ ଯାଉଛନ୍ତି । ଆଉ କାହା ସହିତ ସେ ନିଜର ସମ୍ପର୍କ ସହିତ ସଂସାର ଗଢିବାକୁ ଯାଉଛନ୍ତି ତାହା ବର୍ତ୍ତମାନ ଜାଣିବାକୁ ବାକି ଅଛି । ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।