ଆମେ ସମସ୍ତେ ମୋବାଇଲ ଦ୍ଵାରା ଏତେ ପରିମାଣ ରେ ଅଭ୍ୟସ୍ତ ହୋଇ ଗୋଲେନି ଯାହା ପାଇଁ ଆମ ସମସ୍ତଙ୍କର ମୋବାଇଲ ଫୋନ ନିହାତି ଭାବରେ ଆବଶ୍ୟକ । ମୋବାଇଲ ମାନେ ଆଜି କାଲି ର ଲୋକେ ଏମିତି ଛୋଟ ଛୋଟ କି-ପେଟ୍ ମୋବାଇଲ ଧରିବା ପାଇଁ ପସନ୍ଦ କରୁ ନାହାନ୍ତି । ହେଲେ ଆଜି କାଲି କା ଦୁନିଆ ଯେତିକି ସ୍ମାର୍ଟ ହୋଇ ଚାଲିଛି ସାଧାରଣ ଲୋକ ମାନେ ମଧ୍ୟ ସେମିତି ସ୍ମାର୍ଟ ଫୋନ ଚଳାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି । କିଛି ଜଣକ ଠାରେ ଆର୍ଥିକ ଅଭାବ ଯୋଗୁଁ ସେମାନେ ସ୍ମାର୍ଟ ଫୋନ ଧରିବା ପାଇଁ ଇଚ୍ଛା ଥିଲେ ଭି ସ୍ମାର୍ଟ ଫୋନ ବ୍ୟବହାର କରି ପାରୁନାହାନ୍ତି । କିନ୍ତୁ କମ୍ପାନୀ ବାଲା ସଦା ସର୍ବଦା ଗ୍ରାହକ ଙ୍କ ଇଚ୍ଛା ମୁତାବକ ଜିନିଷ ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା ଚଳାଇଥାନ୍ତି । କେତେବେଳେ କେଉଁ ଗ୍ରାହକ ଙ୍କ ର ମୋବାଇଲ ରେ ଅଧିକ ଭଲ କ୍ୟାମେରା ଆବଶ୍ୟକ ହେଉଥିବା ବେଳେ ଆଉ କେତେବେଳେ ଗ୍ରାହକ ଅଧିକ ଭଲ ବ୍ୟାଟେରୀ ଥିବା ମୋବାଇଲ ଆବଶ୍ୟକ କରିଥାନ୍ତି । ଆହୁରି କିଛି କିଛି ଲୋକ ମଧ୍ୟ ରହିଛନ୍ତି ଯେଉଁ ମାନେ ଷ୍ଟୋରେଜ ଅଧିକ ଆବଶ୍ୟକ କରନ୍ତି କେବଳ ଏତିକି ନୁହଁ ସମସ୍ତ ସ୍ମାର୍ଟ ମୋବାଇଲ ଚାହୁଁଥିବା ଗ୍ରାହକ ମାନଙ୍କ ପାଇଁ ଆସିଛି ଏକ ବିଶେଷ ଖବର ଯାହା ଶୁଣିଲେ ଆପଣ ଖୁସି ହୋଇ ଯିବେ।
ଆମାଜନରେ ଆରମ୍ଭ ହୋଇଛି ଇଲେକଟ୍ରୋନିକ ବଜେଟ ବଜାର। ଯେଉଁଥିରେ ଆପଣ Oneplus ର Nord CR 2 Lite 5G କୁ ବହୁତ ଶସ୍ତା ଦାମରେ କିଣିପାରିବେ।ଆମାଜନର ମୋବାଇଲ ସେକ୍ସନରେ ଇଲେକଟ୍ରୋନିକ ବଜେଟ ବଜାର କୁ ଲିଷ୍ଟେଡ କରାଯାଇଛି। ଏଠାରେ କିଛି ସ୍ମାର୍ଟଫୋନ ଉପରେ ଧମାକାଦାର ଡିସକାଉଣ୍ଟ ଦିଆଯାଉଛି। ଫୋନରେ ବ୍ୟାଙ୍କ ସହ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି। ଯାହାପରେ ଆପଣ ଏହି ସବୁ ଫୋନକୁ ଖୁବ କମ ଦାମରେ ମାନେ ଶସ୍ତାରେ କିଣିପାରିବେ।
*Oneplus ର Nord CR 2 Lite 5Gକୁ ଖୁବ କମ ଦାମରେ ଆପଣ କିଣିପାରିବେ। ୨୦ ହଜାର ଟଙ୍କାର ସ୍ମାର୍ଟଫୋନକୁ ଆପଣ ୭ ହଜାରରୁ କମ ଦାମରେ କିଣିପାରିବେ।
*Oneplus ର Nord CR 2 Lite 5G ଆମାଜନରେ ୧୯,୯୯୯ ଟଙ୍କାରେ ମିଳୁଛି। କିନ୍ତୁ ଫୋନରେ ବ୍ୟାଙ୍କ ଓ ଏକ୍ସଚେଞ୍ଜ ଅଫର ମିଶିଲେ ଏହାର ଦାମ ପୂରା କମ ହୋଇଯିବ।
*Oneplus ର Nord CR 2 Lite 5Gକୁ କିଣିବା ପାଇଁ ଆପଣ ICICI ବ୍ୟାଙ୍କର କ୍ରେଡିଟ କିମ୍ବା ଡେବିଟ କାର୍ଡକୁ ବ୍ୟବହାର କରିପାରିବେ। ଏମିତିରେ ଆପଣଙ୍କୁ ୨ ହଜାର ଟଙ୍କାର ଡିସକାଉଣ୍ଟ ମିଳିବ।
*Oneplus ର Nord CR 2 Lite 5Gରେ ୧୧,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ରହିଛି । ଯଦି ଆପଣ ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କରୁଛନ୍ତି। ତେବେ ଏତିକି ଅଫ ପାଇବେ। କିନ୍ତୁ ଏହା ସେତେବେଳେ ମିଳିବ ଯେତେବେଳେ ପୁରୁଣା ଫୋନର କଣ୍ଡିସନ ଭଲ ଥିବ। ଯଦି ଆପଣ ପୁରା ଅଫ ପାଇଯାନ୍ତି ତେବେ ଫୋନର ଦାମ ହୋଇଯିବ ୬,୪୯୯ ଟଙ୍କା।