Petrol-Diesel Price: ଏଠାରେ ମିଳୁଅଛି ଏତିକି ଶସ୍ତା ପେଟ୍ରୋଲ-ଡିଜେଲ, ଯିବା ମାତ୍ରେ ଟାଙ୍କି ଫୁଲ କରିବାକୁ ମନ କରିବ

0

Get real time updates directly on you device, subscribe now.

Petrol-Diesel Price Today 10th July 2022:-

ସରକାରୀ ତୈଳ କମ୍ପାନୀ ୧୦ ଜୁଲାଇ ପାଇଁ ପେଟ୍ରୋଲ ଓ ଡିଜେଲ ଦରର ନୂଆ ଦର ଜାରି କରିଛନ୍ତି। ଆଜି ୫୦ ତମ ଦିନ ଅଟେ। ଯେତେବେଳେ ପେଟ୍ରୋଲ ଓ ଡିଜେଲର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶେଷ ଥର ମେ ୨୧ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲର ମୂଲ୍ୟ କମାଇବାର ଘୋଷଣା କରିଥିଲେ। ଏହାପରେ ସାରା ଦେଶରେ ପେଟ୍ରୋଲ ୯.୫୦ ପଇସା ଓ ଡିଜେଲ ୭ ଟଙ୍କା ପ୍ରତି ଲିଟର ଶସ୍ତା ହୋଇଥିଲା। କେନ୍ଦ୍ର ସରକାରଙ୍କର ଘୋଷଣା ପରେ କିଛି ରାଜ୍ୟ ମଧ୍ୟ ଭାଟ କମ କରି ଲୋକଙ୍କୁ ରାହତ ଦେଇଥିଲେ।

କେଉଁଠି ଅଛି ସବୁଠାରୁ ମହଙ୍ଗା ଓ ଶସ୍ତା ପେଟ୍ରୋଲ?:-

ସାରା ଦେଶରେ ଯେଉଁଠି ଗୋଟିଏ ପଟେ ମହଙ୍ଗାଇ ଆକାଶ ଛୁଉଁଛି। ସେହିପରି ପୋର୍ଟ ବ୍ଲେୟରରେ ସବୁଠାରୁ ଶସ୍ତା ପେଟ୍ରୋଲ-ଡିଜେଲ ବିକ୍ରି ହେଉଅଛି। ପୋର୍ଟ ବ୍ଲେୟରରେ ପେଟ୍ରୋଲ ୮୪.୧୦ ଟଙ୍କା ପ୍ରତି ଲିଟର, ସେହିପରି ଡିଜେଲ ୭୯.୭୪ ଟଙ୍କା ପ୍ରତି ଲିଟର ବିକ୍ରି ହେଉଅଛି। ପୋର୍ଟ ବ୍ଲେୟର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ରାଜଧାନୀ ଅଟେ। ଏଥରେ ନିଜର ଛୁଟି ବିତାଇବା ସହିତ ଛୁଟିର ଆନନ୍ଦ ନେବାପାଇଁ ବହୁତ କିଛି ଅଛି। ଯଦି ଆପଣ ସେଠାକୁ ଯାଆନ୍ତି, ତେବେ ଶସ୍ତା ପେଟ୍ରୋଲ-ଡିଜେଲ ପାଇପାରିବେ।

ଜାଣନ୍ତୁ ଆପଣଙ୍କର ସହରର ଦର:-

– ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା।

– ମୁମ୍ବାଇରେ ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୭.୨୮ ଟଙ୍କା।

– ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା।

– କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା।

– ନୋଏଡାରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୯.୯୬ ଟଙ୍କା।

– ଲକ୍ଷ୍ନୌରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୯.୭୬ ଟଙ୍କା।

– ଜୟପୁରରେ ପେଟ୍ରୋଲ ୧୦୮.୪୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୭୨ ଟଙ୍କା।

– ତିରୁବନନ୍ତପୁରମରେ ପେଟ୍ରୋଲ ୧୦୭.୭୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୫୨ ଟଙ୍କା।

– ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା।

– ପାଟନାରେ ପେଟ୍ରୋଲ ୧୦୬.୨୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୦୪ ଟଙ୍କା।

– ଗୁରୁଗ୍ରାମରେ ୯୭.୧୮ ଟଙ୍କା ଏବଂ ଡିଜେଲ ପିଛା ୯୦.୦୫ ଟଙ୍କା।

– ବେଙ୍ଗାଲୁରୁରେ ପେଟ୍ରୋଲ ୧୦୧.୯୪ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୭.୮୯ ଟଙ୍କା।

– ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୭୬ ଟଙ୍କା।

– ଚଣ୍ଡିଗଡ଼ରେ ପେଟ୍ରୋଲ ୯୬.୨୦ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୪.୨୬ ଟଙ୍କା।

– ହାଇଦ୍ରାବାଦରେ ପେଟ୍ରୋଲ ୧୦୯.୬୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୭.୮୨ ଟଙ୍କା।

ପ୍ରତ୍ୟେକ ଦିନ ସକାଳ ୬ଟା ବେଳେ ଜାରୀ ହୁଏ ନୂଆ ରେଟ:-

ଜଣାଇଦେଉଛୁକି ପେଟ୍ରୋଲ-ଡିଜେଲର ନୂଆ ଦର ପ୍ରତ୍ୟେକ ଦିନ ୬ଟା ବେଳେ ଅପଡେଟ ହୁଏ। ଆପଣ ଘରେ ବସି ନିଜ ସହରର ରେଟ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ନିଜ ମୋବାଇଲରେ ଏକ ଏସଏମଏସ ପଠାଇବାକୁ ହେବ। ଇଣ୍ଡିଆଲ ଅଏଲ କଷ୍ଟମର RSP ଲେଖି ୯୨୨୪୯୯୨୨୪୯ ନମ୍ୱରରେ ଓ ବିଏଚବିଏଲ କଷ୍ଟମର RSP ଲେଖି ୯୨୨୩୧୧୨୨୨୨ ନମ୍ୱରରେ ଏସଏମଏସ ପଠାଇ ଜାଣିପାରିବେ। ଓ ଏଚପିସିଏଲ କଷ୍ଟମର HPPrice ଲେଖି ୯୨୨୨୨୦୧୧୨୨ ନମ୍ୱରରେ ଏସଏମଏସ ଲେଖି ସୂଚନା ପାଇପାରିବେ।

Leave A Reply

Your email address will not be published.