ଖରାଦିନେ ଲାଇନ୍ ବିଲ ଅଧିକ ଆସୁଛି କି ? ବାସ୍ AC ର ଏହି ପ୍ଲେଟକୁ ବଦଳାଇ ଦିଅନ୍ତୁ, ବିଲ ଆସିବ ଅଧାରୁ କମ୍ ଏବଂ ଡବଲ ଥଣ୍ଡା ପବନ ଦେବ

0

Get real time updates directly on you device, subscribe now.

ଉତ୍ତପ୍ତ ଗରମରେ AC ହିଁ ଗୋଟିଏ ଜିନିଷ, ଯିଏ ଆମକୁ ଆରାମ ଦେଇଥାଏ । ଖରାଦିନେ AC ଦିନସାରା ଚାଲିଥାଏ । ଅଧିକ ଚାଲିଲେ ଲାଇନ୍ ବିଲ ମଧ୍ୟ ଅଧିକ ଆସେ ଏବଂ AC ମଧ୍ୟ ଖରାପ ହୋଇପାରେ । ଅଧିକ ଚାଲିବା ଦ୍ଵାରା AC କୁଲିଂ ମଧ୍ୟ କମ୍ କରିବାକୁ ଲାଗେ । ଆଜି ଆମେ ଆପଣଙ୍କୁ କହିବୁ ଯେ AC ର କେଉଁ ଜିନିଷକୁ ବଦଳାଇ ଦେଲେ ଅଧିକ କୁଲିଙ୍ଗ ଏବଂ ଲାଇନ୍ ବିଲକୁ କମ୍ କରିପାରିବା । କୁହାଯାଇଛି ଯେ ଏହି ଡିଭାଇସକୁ ଅନଲାଇନ୍ ଏବଂ ଅଫଲାଇନ ଉଭୟ ପଦ୍ଧତିରେ କିଣାଯାଇପାରିବ ।

AC ଖରାପ ହେବାର କାରଣ କଣ ?

AC ଖରାପ ହେବାର ଅନେକ କାରଣ ଥାଏ । ସେଥିମଧ୍ୟରୁ ବଡ କାରଣ ହେଉଛି PCB ଖରାପ ହେବା । PCB ଖରାପ ହେଲେ AC ତ ଚାଲିଥାଏ, କିନ୍ତୁ ଅଧିକ କୁଲିଙ୍ଗ କରେନାହିଁ । ଏହାସହିତ ଅଧିକ ଇଲେକ୍ଟ୍ରି ମଧ୍ୟ ଟାଣିଥାଏ । PCB ର ମୂଲ୍ୟ ମଧ୍ୟ ଅଧିକ ହୋଇଥାଏ । ଯଦି ଆପଣ Inverter AC ବ୍ୟବହାର କରୁଛନ୍ତି, ତେବେ ଏହା ଶୀଘ୍ର ଖରାପ ହେବାର ସମ୍ଭାବନା ଥାଏ ।

PCB ଖରାପ ହେବାର ଅନେକ କାରଣ ଥାଏ । ଅଧିକ ପାଣି ଯିବା ଦ୍ଵାରା ଖରାପ ମଧ୍ୟ ହୋଇଥାଏ । ବିଶେଷକରି Inverter AC ରେ ଦୁଇଟି PCB ଲାଗିଥାଏ । ଗୋଟିଏ ଆଉଟଡୋର ୟୁନିଟ ଏବଂ ଗୋଟିଏ ଭିତରେ । ଭିତର ବାଲା ଏତେ ଶୀଘ୍ର ଖରାପ ହୁଏନାହିଁ, କିନ୍ତୁ ଆଉଟଡୋର ୟୁନିଟ PCB ଶୀଘ୍ର ଖରାପ ହୋଇଯାଏ । ଅଧିକାଂଶ Inverter AC ରେ PCB ପଛ ପଟକୁ ବାହାରେ ଲାଗିଥାଏ । ବର୍ଷା ହେବା କାରଣରୁ PCB ଖରାପ ହୋଇଯାଏ ।

କିପରି କରିପାରିବେ ରିପେୟର :-

PCB କୁ କେବଳ ଇଞ୍ଜିନିୟର ହିଁ ରୀପେୟର କରିପାରିବ । କିନ୍ତୁ ସାଧାରଣତଃ PCB ଖରାପ ହେଲେ ରିପ୍ଲେସ କରାଯାଇଥାଏ । ଏହାର ମୂଲ୍ୟ ଅଲଗା ଅଲଗା ହୋଇଥାଏ । ଅନେକ କମ୍ପାନୀ ନିଜ ନିଜ ହିସାବରେ ପଇସା ଚାର୍ଜ କରନ୍ତି । ମହଙ୍ଗା AC ହୋଇଥିଲେ ତାର PCB ର ମୂଲ୍ୟ ମଧ୍ୟ ଅଧିକ ହୋଇଥାଏ ।

Leave A Reply

Your email address will not be published.