: ସରକାର ଘରେ ଘରେ ଲଗାଉଛନ୍ତି ସୋଲାର ପ୍ଲାଣ୍ଟ, ଆପଣ ମଧ୍ୟ କରନ୍ତୁ ମାସକୁ 14,000 ରୁ ଅଧିକ ସଞ୍ଚୟ, ଜାଣନ୍ତୁ ଆବେଦନ କରିବାର ପ୍ରକ୍ରିୟା

0

Get real time updates directly on you device, subscribe now.

ଯଦି ଆପଣ ବିଦ୍ୟୁତ୍ କଟିବା କାରଣରୁ ଚିନ୍ତାରେ ଅଛନ୍ତି, ତେବେ ଭୟ କରନ୍ତୁ ନାହିଁ । କାରଣ ସରକାର ବର୍ତ୍ତମାନ ଏପରି ପ୍ଲାନ୍ ନେଇ ଆସିଛନ୍ତି, ଯାହାଦ୍ଵାରା ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ । ଆଧୁନିକ ଜମାନାରେ କୃଷକମାନେ ଟ୍ୟୁବୱେଲ କରିବାକୁ ଆଗ୍ରହ ଦେଖାଉଛନ୍ତି, ଯେଉଁଠାରେ ଠିକ୍ ସମୟରେ ବିଦ୍ୟୁତ୍ ନ ଆସିବାର ସମସ୍ୟା ରହିଛି ।

ଯଦି ଆପଣ ମଧ୍ୟ ଲାଇନ୍ କଟୁଥିବା କାରଣରୁ ଚିନ୍ତିତ, ତେବେ ଟେନସନ ନିଅନ୍ତୁ ନାହିଁ । ଖୁବ୍ ସହଜରେ ସରକାରଙ୍କ ସାହାଯ୍ୟରେ ଆପଣ ନିଜ ଜମିରେ ସୋଲାର ପ୍ଲାଣ୍ଟ ଲଗାଇ ପାରିବେ, ଯାହାଦ୍ଵାରା ଆପଣଙ୍କର ସବୁ ସମସ୍ୟା ଶେଷ ହୋଇଯିବ । ଏଥିପାଇଁ ଆପଣଙ୍କୁ ସୋଲାର ପ୍ଲାଣ୍ଟ ଫର ଇନଭର୍ଟର କିଣିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ କେନ୍ଦ୍ର ସରକାର ସବ୍ସିଡି ମଧ୍ୟ ଦେବେ ।

ଆପଣଙ୍କୁ ନିଜ ଘରେ 1.5 ଟନର ଗୋଟିଏ ଇନଭର୍ଟର ଏୟାର କଣ୍ଡିସନର ଚଳାଇବାକୁ ପଡ଼ିବ । ସାଥିରେ ଯଦି କୁଲର ଫ୍ୟାନ ଏବଂ ଲାଇଟ ଚଲାଇବାର ଥାଏ, ତେବେ ଆପଣଙ୍କୁ ସର୍ବନିମ୍ନ 4 କିଲୋ ୱାଟର ସୋଲାର ସିଷ୍ଟମ ଲଗାଇବାକୁ ପଡ଼ିବ । ଏହା ପ୍ରତିଦିନ ଅତି କମରେ 20 ୟୁନିଟ ବିଦ୍ୟୁତ୍ ତିଆରି କରେ । ଗୋଟିଏ 4 କିଲୋ ୱାଟର ସୋଲାର ପ୍ଲାଣ୍ଟରେ ଆପଣ ଦୁଇଟି ଏହାର କଣ୍ଡିଶନର ସହିତ ଘରର ଅନ୍ୟ ସମସ୍ତ ଉପକରଣ ଯେପରି – କୁଲର, ଫ୍ୟାନ, ଲାପଟପ୍ ଲାଇଭ ଏହି ସବୁ ଜିନିଷ ଚଳାଇ ପାରିବେ ।

ସୋଲାର ପ୍ଲାଣ୍ଟ ପାଇଁ ଜରୁରୀ ଜିନିଷ :-

ଯେକୌଣସି ସୋଲାର ପ୍ଲାଣ୍ଟ ପାଇଁ ଆପଣଙ୍କୁ ସବୁଠାରୁ ପ୍ରଥମେ ଗୋଟିଏ ସୋଲାର ଇନଭର୍ଟର, ବ୍ୟାଟେରୀ ଏବଂ ସୋଲାର ପ୍ୟାନେଲ ଦରକାର୍ ହେବ । ବର୍ତ୍ତମାନ ମାର୍କେଟରେ 5 କିଲୋୱାଟର ସୋଲାର ଇନଭର୍ଟର ମିଳୁଛି, ଯାହାକୁ 4 କିଲୋୱାଟର ପ୍ଲାଣ୍ଟ ଚଳାଇବା ପାଇଁ ଆପଣ କିଣି ପାରିବେ । ଅନୁମାନ ଅନୁଯାୟୀ, ଗୋଟିଏ ବ୍ୟାଟେରୀ ପାଇଁ ଆପଣଙ୍କୁ ପ୍ରାୟ 15000 ଟଙ୍କା ଦେବାକୁ ପଡିବ ।

ଏହିପରି କରନ୍ତୁ ଆବେଦନ :-

ବର୍ତ୍ତମାନ ଆପଣଙ୍କୁ ସବୁଠାରୁ ବଡ଼ କଥା କହିରଖୁଛୁ ଯେ ଆପଣ ଏଥିପାଇଁ କିପରି ଆବେଦନ କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ କହିରଖୁଛୁ ଯେ ଆପଣ ଏଥିପାଇଁ ସରକାରଙ୍କ ଅଫିସିଆଲ୍ ୱେବସାଇଟ mnre.gov.in କୁ ଯାଇ ସୂଚନା ନେଇପାରିବେ । ସୋଲାର ପ୍ଲାଣ୍ଟ ଲଗାଉଥିବା କମ୍ପାନୀ ଏ ବିଷୟରେ ବହୁତ୍ ସୂଚନା ଦେଇପାରିବେ ।

Leave A Reply

Your email address will not be published.