ବମ୍ବେ ହାଇକୋର୍ଟର ରାୟ,ବନ୍ଧୁତା ଆଳରେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରାଯାଇପାରିବ ନାହିଁ

0

Get real time updates directly on you device, subscribe now.

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ହେଲେ କିଛି ଲୋକ ଏହାକୁ ଅପବିତ୍ର କରୁଛନ୍ତି ।

ଅଦାଲତ ଉଲ୍ଲେଖ କରିଛନ୍ତି ଯେ ଯଦିଓ ମହିଳା ଜଣଙ୍କ ପୁରୁଷ ପ୍ରତି ଭାବନା ସୃଷ୍ଟି କରେ ଆଉ ତାକୁ ବାହା ନହୁଏ ତେବେ ତାହା ଅପରାଧ ହବ ,ସେ ତାଙ୍କୁ ବିବାହ କରିବେ ବୋଲି ଆଧାରରେ କୌଣସି ସମ୍ପର୍କ ସ୍ଥାପନ କରିଲେ ତାହା କରିପାରିବେ ଆଉ ସବୁ କାମ ସରିଲା ପରେ ଯଦି କେହିବି ବାହା ହବା ପାଇଁ ମୋନା କରେ ତାହେଲେ ତା ଉପରେ ମକଦମା ଜାରିହବ। ସେ ତାଙ୍କୁ ଅବିଶ୍ୱାସୀ ବୋଲି ମଧ୍ୟ ଅଭିଯୋଗ କରିଲେ ତା ମଧ୍ୟ କାର୍ଯ୍ୟ କରି ହବ ।
ଅଦାଲତ ଉଲ୍ଲେଖ କରିଛନ୍ତି, “ପ୍ରତ୍ୟେକ ମହିଳା ଏକ ସମ୍ପର୍କରେ ‘ସମ୍ମାନ’ ଆଶା କରନ୍ତି, ପାରସ୍ପରିକ ସ୍ନେହ ଉପରେ ଆଧାରିତ ବନ୍ଧୁତ୍ୱର ସ୍ୱଭାବରେ ହେବା ଦରକାର।

ଏଥିପାଇଁ ଯଦି ବାନ୍ଧବୀଙ୍କର ସହମତି ଥାଏ ତାହା ଭିନ୍ନ କଥା କିନ୍ତୁ ତାଙ୍କ ବିନା ସହମତିରେ ସମ୍ପର୍କ ରଖାଯାଇ ପାରିବ ନାହିଁ କିମ୍ବା ତାଙ୍କୁ ସହମତି ଦେବାକୁ ମଧ୍ୟ କୌଣସି ପ୍ରକାର ଚାପ ପକାଯାଇପାରିବ ନାହିଁ ।ଏପରି ହେଲେ ସମ୍ପୃକ୍ତ ପୁରୁଷ ବନ୍ଧୁଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଷ୍ଟିସ୍ ଭାରତୀ ଡାଙ୍ଗରେଙ୍କ ବେଞ୍ଚ ନିଷ୍ପତ୍ତି ଶୁଣାଇଛନ୍ତି ।

ଯାହା ତମେ କାହା କୁ ଜରଜବରଦସ୍ତ କରିପାରିବ ନାହିଁ ନିଜ ଇଛା ରେ ଯେମିତି ହବ ।ଆପଣ ଆପଣଙ୍କ ଝିଅ ସାଙ୍ଗ କୁ ନେଇ କୁଆଡେ ବୁଲିବାକୁ ଯାଇଛନ୍ତି ଆଉ ଆପଣ ତାଙ୍କୁ ଭଲ ପାଆନ୍ତି କିନ୍ତୁ କହିପାରୁ ନାହାନ୍ତି ।କିନ୍ତୁ ଆପଣ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହୁଁଛନ୍ତି। ସେହି କେସରେ ସେଇ ଝିଅ ଜଣଙ୍କ ଆପଣଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନୁମତି ଦେଲେ କିଛି ଅସୁବିଧା ହବନାହିଁ। ଯଦି ସିଏ ମନା କରେ ତାହେଲେ ଆପଣ କିଛି କରିପାରିବେ ନାହିଁ ।କିଛି ଦିନ ପୂର୍ବରୁ ଜଣେ ଯୁବକ ଗୋଟେ ଯୁବତୀ ସହ ସାଙ୍ଗ କଲା ପରେ ତା ସହ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲା ।ଏଥିରେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କୁ ଏଥିପାଇଁ ଜୋରଜବରଦସ୍ତି କଲେ । ଯୁବତୀ ଗର୍ଭବତୀ ହେବା ପରେ ବିବାହ ପ୍ରତିଶ୍ରୁତିରୁ ଓହରିଯାଇଥିଲେ ଯୁବକ । ଏହାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡିତା ଯୁବତୀ ।ଆଉ ଯୁବକଙ୍କ ଉପରେ କାର୍ଯ୍ୟ କରି ହୋଇଥିଲା ।ଏହି ଦୃଷ୍ଟିରୁ ବନ୍ଧୁତା ନାଁରେ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଦଣ୍ଡନୀୟ ଅପରାଧ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି ।

Leave A Reply

Your email address will not be published.