ଏସି କିଣିବା ଉପରେ ଭାବୁଛନ୍ତି ତ ଏହି ଖବର ଆପଣଙ୍କ ପାଇଁ ଉଦ୍ଦିଷ୍ଟ କାରଣ ଦିଲ୍ଲୀରେ ବିଜୁଳି କମ୍ପାନୀ ମାନେ ଏସି ଉପରେ ଭାରୀ ଡିସ୍କାଉଣ୍ଟ ଦେଉଛନ୍ତି|ଏତିକି ନୁହେଁ ପୁରୁଣା ଏସି ଦେଇ ଆପଣ ନୂଆ ଏସି ନେଇ ଯାଇ ପାରିବେ|ଏହି ଅଫରର ଲାଭ ସମସ୍ତଙ୍କୁ ମିଳିବ ନାହିଁ|ଏଥିପାଇଁ କିଛି ସର୍ତ୍ତ ରହିଛି|ଚାଲନ୍ତୁ ସ୍କିମ ବିଷୟରେ ଜାଣିବା|
ସବୁଠାରୁ ପ୍ରଥମ ସର୍ତ୍ତ ଏହା ଯେ ଆପଣଙ୍କ ପାଖ ଦିଲ୍ଲୀରେ ବିଜୁଳି ସଂଯୋଗ ହେବା ଆବଶ୍ୟକ ଓ ଯଦି ଆପଣ ପୁରୁଣା ଏସି ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି ଯଦି …ମାନେ ଯଦି ପୁରୁଣା ଏସି ଦେଇ ନୂଆ ଏସି ନେଵାକୁ ଚାହୁଁଛନ୍ତି ତେଵେ ପୁରୁଣା ଏସିର କଣ୍ଡିସନ ଠିକ ହେବା ଆବଶ୍ୟକ ଓ କୁଲିଙ୍ଗ ହେଉଥିବା ଆବଶ୍ୟକ|ଡେଡ୍ ହେବା ସ୍ଥିତିରେ ଏହାକୁ ଏକ୍ସଚେଞ୍ଜ କରାଯାଇ ପାରିବନାହିଁ|ଯଦି ଆପଣ ପୁରୁଣା ଏସି ଏକ୍ସଚେଞ୍ଜ କରି ବିଜୁଳି ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ସ୍କିମ ବେଷ୍ଟ ଅଟେ|
ଆପଣ ଏହି ସ୍କିମ ସମ୍ବନ୍ଧୀୟ ତଥ୍ୟ ଅଫିସିଆଲ୍ ୱେବସାଇଟରେ ଦେଖିପାରିବେ|ଏଥିପାଇଁ ଅନଲାଇନ ଯାଇ ଫର୍ମ ପୂରଣ କରିବାକୁ ହେବ|ଏଥିରେ ଆପଣଙ୍କ ବିଜୁଳି ସଂଯୋଗ ବିଷୟରେ ତଥ୍ୟ ଭରିବାକୁ ପଡିବ ଓ ପୁରୁଣା ଏସିର ତଥ୍ୟ ମଧ୍ୟ ସେଥିରେ ଦେବାକୁ ହେବ|ଏହାସହ ଆପଣଙ୍କ ପସନ୍ଦଯୋଗ୍ୟ ଏସି ବାଛିବାକୁ ସୁଯୋଗ ମଧ୍ୟ ମିଳିବ|ଏହାସହ ଏଥିରେ ଖାସ କଥା ଏହା ଯେ ଏତେ ଇନଭର୍ଟର ଏସିର ଅଫର ଦିଆଯାଇଛି|
ଯେପରିକି ପ୍ରଥମରୁ କୁହାଯାଇଛି ଏଥିପାଇଁ ଆପଣଙ୍କ ପାଖରେ ବିଜୁଳି କନେକ୍ସନ ହେବା ଆବଶ୍ୟକ|ଏଥିରେ ଅଫିସିଆଲ୍ ୱେବସାଇଟରେ ମଧ୍ୟ ଏକ ଲିଷ୍ଟ ମିଳେ|ଏହି ଅଫର ଅନ୍ତର୍ଗତ ଏସିର ଲିଷ୍ଟ ରହିଛି|ଏଥିରେ ରହିଥିବା ଏସି କୁ ଏକ୍ସଚେଞ୍ଜ ଅଫରରେ ନିଆଯାଇ ପାରିବେ|ଅନଲାଇନ୍ ମଧ୍ୟ ଏଥିପାଇଁ ଆବେଦନ କରାଯାଇ ପାରେ|ଯଦି ଆବେଦନ ନ କରନ୍ତି ତେବେ ଏସି ମିଳିବ ନାହିଁ|