କେବେ ଏଭଳି ଦେଖି ନଥିବେ ୱର୍କ୍ ଆଉଟ୍ ,ଭିଡିଓରେ ଦେଖାଇଲେ ଅଜବ- ଗଜବ ଫିଟେନସ୍ !

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ସାଧାରଣତଃ ଆଶ୍ଚର୍ଯ୍ୟଜନକ ଭିଡିଓ ଭରି ରହିଥାଏ|ଏମିତିରେ ଗୋଟିଏ ଭିଡିଓ ସଭିଙ୍କ ହୋସ ଉଡ଼ାଇ ଦେଇଛି|ଏହି ଭିଡିଓରେ ବ୍ୟକ୍ତିଙ୍କ ଜବରଦସ୍ତ ୱର୍କ ଆଉଟ୍ ଦେଖି ଆପଣଙ୍କ ମଧ୍ୟ ଝାଳ ବାହାରି ପଡିବ|

ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ନିଜ ଛାତିରେ ଜିମ୍ ର ବେଞ୍ଚ ବାନ୍ଧିଛନ୍ତି|ଏତେସାରା ବେଞ୍ଚ ଓଜନ ସହ ସେ ଠିଆ ହୋଇଛନ୍ତି ଓ କିଛି ସମୟ ପରେ ଯାହା କରେ ତାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ|ପୂରା ମାମଲା ଜାଣିବା ପୂର୍ବରୁ ଆପଣ ମଧ୍ୟ ଟୁଇଟରରେ ସେୟାର କରାଯାଇଥିବା ଭିଡିଓକୁ ନିଶ୍ଚୟ ଦେଖନ୍ତୁ:…..

ଏତେ ଓଜନ ସହ ସେ ରସ୍ସି ଡେଇଁବା ଆରମ୍ଭ କରିଥିଲେ|ଭିଡିଓର ପ୍ରାରମ୍ଭରେ ସେ ଗୋଟିଏ ଧଳା ରଙ୍ଗର ଟୋପି ପିନ୍ଧିଛି|ସ୍କିପିଙ୍ଗ କରୁ କରୁ ତା କ୍ୟାପ ମଧ୍ୟ ଖସି ପଡିଲା କିନ୍ତୁ ସେ ସ୍କିପିଙ୍ଗ ଜାରି ରଖିଛନ୍ତି|ଏହି ଭିଡିଓକୁ ବଡ ମଜାଦାର କ୍ୟାପ୍ସନ ଦିଆଯାଇଛି|କ୍ୟାପ୍ସନରେ ଲେଖାଅଛି ଯେତେବେଳେ ଗାର୍ଲଫ୍ରେଣ୍ଡ ମିଳିବା ପାଇଁ ପ୍ରସ୍ତୁତ ହୋଇଥାଏ ତେବେ ଆପଣଙ୍କ ପାଖରେ ୭ କିଗ୍ରା ଓଜନ କମ କରିବାପାଇଁ ୨୪ ଘଣ୍ଟା ସମୟ ରହିଥାଏ|

ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ ପସନ୍ଦ କରାଯାଉଛି|ଏହାକୁ ଏପର୍ଯ୍ୟନ୍ତ ୬ ମିଲିୟନରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି|୩୦୦ ଲୋକ ଏହାକୁ ରିଟୁଇଟ କରିଛନ୍ତି|ଜଣେ ୟୁଜର କହିଛନ୍ତି ଯେ ଏହା ବିଦ୍ୟୁତ ଜାମୱଲଙ୍କ ୱର୍କ ଆଉଟ୍ ଅଟେ|

Leave A Reply

Your email address will not be published.