ଗରମରେ ଝାଳ ବହିବ ନାହିଁ! ବିନା ବିଜୁଳୀରେ ଏହି ଫ୍ୟାନ ଦେବ ଜବରଦସ୍ତ ଥଣ୍ଡା, ମୂଲ୍ୟ ମଧ୍ୟ ବହୁତ କମ

0

Get real time updates directly on you device, subscribe now.

ଗରମର ସିଜିନ ଚାଲୁଅଛି ଓ ଏହା ସହିତ ଏସି ଓ କୁଲରର ଡିମାଣ୍ଡ ମଧ୍ୟ ଆକାଶ ଛୁଆଁ ହୋଇଗଲାଣି। ସିଜିନ ଆସିବା ମାତ୍ରେ କୁଲର ଓ ଏସିର ମୂଲ୍ୟ ବଢିଯାଏ। ଏହା ବ୍ୟତୀତ ଗରମରେ ସବୁଠାରୁ ଅଧିକ ସମସ୍ୟା ଆସେ ବିଜୁଳୀ କାଟିଦେଲେ। ବିଜୁଳୀ ଯିବା ପରେ ବାଧ୍ୟରେ ଗରମରେ ରହିବାକୁ ପଡେ। କିନ୍ତୁ ମାର୍କେଟରେ ଅନେକ ଏମିତି ଡିଭାଇସ ଅଛି, ଯେଉଁଥିରେ ଆପଣଙ୍କୁ ବିଜୁଳୀ ଯିବା ପରେ ମଧ୍ୟ ଗରମରୁ ଶାନ୍ତି ମିଳିବ। ଆଜି ଆମେ ଆପଣଙ୍କୁ ଏମିତି ଫ୍ୟାନ ବିଷୟରେ କହିବାକୁ ଯାଉଛୁ, ଯାହା ବିନା ବିଜୁଳୀରେ ଜବରଦସ୍ତ ଥଣ୍ଡା ଦିଏ। ଆସନ୍ତୁ ଜାଣିବା ଏହି ଫ୍ୟାନ ବିଷୟରେ।

Adonai Folding Fan ବହୁତ ହାଲୁକା ଅଟେ ଓ ବିନା ବିଜୁଳୀରେ ରୁମକୁ ଥଣ୍ଡା କରିଦିଏ। ଏଥିରେ ଏକ ବ୍ୟାଟେରୀ ଅଛି। ଯାହାଫଳରେ ଏହା ଫୁଲ ଚାର୍ଜ ହେବା ପରେ ମଧ୍ୟ ଏହା ବିନା ବିଜୁଳୀରେ ଚାଲିଥାଏ। ଫ୍ୟାନର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ଏକ ୟୁଏସିବି ଦିଆଯାଇଛି। ଏଥିରେ ଏଲଇଡି ଲାଇଟ ମଧ୍ୟ ଦିଆଯାଇଛି। ଯାହାକୁ ଏମରଜେନ୍ସି ରୂପରେ ବ୍ୟବହାର କରାଯାଇପାରିବ। ଏହି ଫ୍ୟାନକୁ ଆପଣ କେଉଁଠି ବି ଚାହିଁଲେ ବ୍ୟବହାର କରିପାରିବେ। ଏହି ଫ୍ୟାନ ଫୋଲ୍ଡ ମଧ୍ୟ ହୋଇଯାଏ। ଅର୍ଥାତ ଏହାକୁ ଆପଣ ନିଜର ବ୍ୟାଗରେ ମଧ୍ୟ ରଖିପାରିବେ।

ସବୁଠାରୁ ଖାସ କଥା ହେଉଛିକି ଏହି ଫ୍ୟାନ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିପାରେ। ଅର୍ଥାତ ଏହାକୁ କାନ୍ଥ କିମ୍ବା ଟେବୁଲ ଉପରେ ରଖିହେବ। ଏହା ଚରିଆଡୁ ପବନ ଦେବ ଓ ରୁମକୁ ସଙ୍ଗେ ସଙ୍ଗେ ଥଣ୍ଡା କରିଦେବ। ଏହା ବହୁତ ହାଲୁକା ଅଟେ, ଏହାକୁ କେଉଁଠିକୁ ନିଜ ସାଥିରେ ମଧ୍ୟ ନେଇ ଯାଇପାରିବେ। ଏହାକୁ ସମ୍ପୂର୍ଣ ରୂପରେ ପ୍ଲାଷ୍ଟିକରେ ପ୍ରସ୍ତୁତ କରାଯାଇଛି। ଏଥିରେ ବଟନ ଦିଆଯାଇଛି। ଯେଉଁଥିରେ ଫ୍ୟାନକୁ କଣ୍ଟ୍ରୋଲ କରାଯାଇପାରିବ।

Adonai Folding Fan Price:-

ଏହି ପୋର୍ଟେବଲ ଫ୍ୟାନକୁ ଆପଣ ଅନଲାଇନ ଓ ଅଫଲାଇନ ଦୁଇଟି ସ୍ଥାନରୁ କିଣିପାରିବେ। Adonai Folding Fan ର ମୂଲ୍ୟ ୧୮୯୯ ଟଙ୍କା। କିନ୍ତୁ ଆମାଜନରେ ୧୧୯୮ ଟଙ୍କାରେ ଉପଲବ୍ଧ ଅଛି। ଅର୍ଥାତ ଫ୍ୟାନ ଉପରେ ୩୭ ପ୍ରତିଶତ ରିହାତି ଦିଆଯାଇଛି।

Leave A Reply

Your email address will not be published.