ଟ୍ରେଣ୍ଡିଙ୍ଗ ଭିଡିଓ: କେବେ ଦେଖି ନଥିବେ ଏଭଳି ଭିଡିଓ,ନିଜକୁ ବଦଳାଇବା ପାଇଁ ଵନାଇଲା ବଡି ଓ ପୁଣି !

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଵହୁ ଭିଡିଓ ଆନନ୍ଦ ପ୍ରଦାନ କରିଥାଏ ତ କିଛି ଆମକୂ ହସିବାକୁ ବାଧ୍ୟ କରିଥାଏ|ଏମିତିରେ ଯଦି ଆପଣ ବେଙ୍ଗ ୱଟ ଲିଫ୍ଟିଙ୍ଗ କରୁଥିବା ଦେଖନ୍ତି ତ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ|

ଏହି ଭିଡିଓରେ ଦେଖାଯାଏ ଯେ ଗୋଟିଏ ବେଙ୍ଗ ଏଭଳି ୱଟ ଲିଫ୍ଟିଙ୍ଗ କରୁଛି ଯେପରି ଜିମରେ ହୋଇଥାଏ|ଏହି ଭିଡିଓର କ୍ୟାପ୍ସନରେ ଲେଖାଅଛି ,” ଠୁକରା କେ ମେରା ପ୍ୟାର ଇତିହାମ ଦେଖେଗି”|ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି|ପ୍ରଥମେ ଆପଣ ମଧ୍ୟ ଏହି ଟ୍ରେଣ୍ଡିଙ୍ଗ ଭିଡିଓକୁ ଦେଖନ୍ତୁ|

କିଛି ୟୁଜର୍ସ ଏହି ଭିଡିଓରେ ବେଙ୍ଗ ସହ ଏପରି କରିବା ନିନ୍ଦନୀୟ ବତାଇଛନ୍ତି|କିଛି କହିଛନ୍ତି ତ ସମସ୍ତେ ତ ହସୁଛନ୍ତି କିନ୍ତୁ ଭଲ ଭାବରେ ଦେଖିନ୍ତୁ କିଭଳି ବେଙ୍ଗ ହାତକୁ ଟାଇଟ ରସିରେ ବନ୍ଧା ଯାଇଛି|ବେଙ୍ଗର ସମସ୍ୟା କାହାକୁ ଦେଖାଯାଉ ନାହିଁ|ଜଣେୟୁଜର କହିଛନ୍ତି ନିରୀହ ପଶୁମାନଙ୍କୁ ହଇରାଣ କରିଲେ ନିନ୍ଦା ହେବା ଆବଶ୍ୟକ|

ଏହି ଭିଡିଓକୁ କିଛି ପସନ୍ଦ କରିଛନ୍ତି ଓ କିଛି ଟ୍ରୋଲ କରିଛନ୍ତି|କିନ୍ତୁ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓ ଭାଇରାଲ ହେଉଛି|ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୨ ହଜାରରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି|ଏହା ବ୍ୟତୀତ ୧୫୦ରୁ ଉର। ଉର୍ଦ୍ଧ୍ବ ଲୋକ କମେଣ୍ଟ କରିଛନ୍ତି|

Leave A Reply

Your email address will not be published.