ଦୁର୍ଘଟଣା ଭିଡିଓ: କ୍ୟାମେରାରେ ରେକର୍ଡ ହେଲା ଭୟଙ୍କର ଦୁର୍ଘଟଣା, ଗାଈର ଆକ୍ରମଣରେ ଏଭଳି ଘାଇଲା ହେଲା ବ୍ୟକ୍ତି

0

Get real time updates directly on you device, subscribe now.

ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ଭିଡିଓରେ କିଛି ଏପରି ଦେଖିବାକୁ ମିଳିଛି ଯେପରିକି ଦେଖିବା ମାତ୍ରେ ଲୋମ ଟାଙ୍କୁରି ଉଠେ|ଏହି ଭିଡିଓକୁ ଦେଖି ଏହା କୁହାଯାଇଥାଏ ଯେ ଜୀବଜନ୍ତୁଙ୍କ ରାଗରୁ ଯଥାସମ୍ଭବ ଦୂରରେ ରୁହନ୍ତୁ ନଚେତ୍ ଏହା ଭୟଙ୍କର ହୋଇପାରେ|

କିଛି ସେକେଣ୍ଡର ଏହି ରିଲ୍ସ ୟୁଜରଙ୍କ ଯେପରିକି ହୃତସ୍ପନ୍ଦନ ବଢେଇ ଦେଇଛି|ଏହି ଭିଡିଓରେ ଗୋଟେ ଗାଈକୁ ରୋଡରେ ଯାଉଥିବା ଦେଖାଯାଏ|ଏତିକିବେଳେ ଜଣେ ବ୍ୟକ୍ତି ବାହାରକୁ ବାହାରି ଗାଈକୁ କିଛି କହିବାକୁ ଲାଗେ|ପୂରା ମାମଲା ଜାଣିବା ପୂର୍ବରୁ ଏହି ଭିଡିଓକୁ ଦେଖନ୍ତୁ:

ଯେତେବେଳେ ବ୍ୟକ୍ତି ଗାଈଅଉ କିଛି କହିଥାଏ ଏଭଳି ଗାଈ ପଲଟି ଥାଏ ବ୍ୟକ୍ତିକୁ ଚାରିପାଖରେ ଦୈଡାଇ ଅସ୍ତବ୍ୟସ୍ତ କରିଦିଏ|ଗାଈ ଏତେ ଜୋରରେ ହମ୍ଵାରଡି ଛାଡେ ଯେ ବ୍ୟକ୍ତି ମୁହଁ ମାଡି ତଳେ ପଡ଼ିଯାଏ|ପରେ ବ୍ୟକ୍ତିଙ୍କ ସହାୟତା ପାଇଁ ଆଉ ଗୋଟିଏ ବ୍ୟକ୍ତି ଦୈାଡି ଆସେ |ଏତିକିରେ ଗାଈ ଫେରିଯାଏ|ଏଵେ ବ୍ୟକ୍ତି କିଛି ପଶୁଙ୍କୁ କହିବା ପୂର୍ବରୁ ଭାବିବ|

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି|ବହୁ ସୋସିଆଲ ମିଡ଼ିଆ ୟୁଜର୍ସ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଏହି ଭିଡିଓରେ ଏହା ସଫାସଫା ହେଉଛି ଯେ କୈାଣସି ପଶୁମାନଙ୍କୁ ହଇରାଣ କରିବା ପୂର୍ବରୁ ତାଙ୍କ ସମସ୍ୟା ବିଷୟରେ ଜାଣନ୍ତୁ ନଚେତ୍ ଆପଣଙ୍କ ସହ ଏଭଳି ଦୁର୍ଘଟଣା ହୋଇପାରେ|

Leave A Reply

Your email address will not be published.