କେବେ ବି ଦେଖିନଥିବେ ଏମିତି ଅଳସୁଇ କନ୍ୟା, ମେହେନ୍ଦି ପରମ୍ପରାରେ ମଧ୍ୟ କୁମ୍ଭକର୍ଣ୍ଣ ଭଳି ଶୋଇଗଲେ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଭାରତରେ ବିବାହ କୈାଣସି ବଡ ପର୍ବରୁ କମ ହୋଇ ନଥାଏ|ବିବାହ ଛୋଟ ହେଉ ଅବା ବଡ ସେଥିରେ ଖୁସି ଓ ପରମ୍ପରା ସାମିଲ ରହିଥାଏ|ଏଥିପାଇଁ ବିବାହ ଜୋରସୋରରେ କରା ଯାଇଥାଏ|କିଣାକିଣି ଠାରୁ ବନ୍ଧୁବାନ୍ଧବ ରହଣି ଖାଦ୍ୟପେୟ ସବୁ ଘରଲୋକଙ୍କୁ କରିବାକୁ ପଡେ|ଏଥିରେ ବରକନ୍ୟା ମଧ୍ୟ ସାମିଲ ଅଟନ୍ତି|

ବିବାହରେ ଲୋକଙ୍କୁ ଗୋଟେ ମୁହୁର୍ତ୍ତ ମଧ୍ୟ ଫୁରସତ ମିଳେ ନାହିଁ|ଘରର ସମସ୍ତ ସଦସ୍ୟ କୈାଣସି କାମରେ ଲାଗି ଥାନ୍ତି|ଏହି ମଧ୍ୟରେ ଗୋଟିଏ ଅଳସୁଆ କନ୍ୟା ବଡ ଭାଇରାଲ ହେଉଛି|ଏହି କନ୍ୟା ନିଜ ମେହେନ୍ଦି କାର୍ଯ୍ୟକ୍ରମ ସମୟରେ ଅଚିନ୍ତାରେ ସୋଇଛି|ତାର ଏକ ଭିଡିଓ ସୋସିଆଲ ମିଡିଆରେ ଧୁମ ମଚାଉଛି|

View this post on Instagram

A post shared by WedAbout.com (@wedabout)

ଏହି ଭାଇରାଲ ଭିଡିଓରେ ଦେଖାଯାଏ ଯେ କନ୍ୟାକୁ ଦୁଇଜଣ ଯୁବତୀ ହାତ ଓ ଗୋଡରେ ମେହେନ୍ଦି ଲଗାଉଛନ୍ତି|ଯଦିଓ ତାକୁ ଏଥିରେ ମତଲବ ନାହିଁ|ସେ ଏହି ସମୟରେ ବେଡରେ ଆରାମରେ ସୋଇଛି|ତାର ଆଖପାଖରେ ବିବାହର ମାହୋଲ ଦେଖାଯାଏ|

କନ୍ୟାକୁ ବେଦୀ ଚାରିପଟେ ଘେରା ଦେବା ସମୟରେ ଵହୁଥର ସୋଇବାର ଦେଖାଯାଏ|କାରଣ ସେତେବେଳେ ବିବାହର ଥକ୍କା ଥାଏ|ଉପରେ ରାତିସାରା ବିବାହ ଚାଲେ|କିନ୍ତୁ ମେହନ୍ଦୀ ସମୟରେ କନ୍ୟା ଶୋଇବା ପ୍ରଥମଥର ଦେଖାଯାଏ|ଏହାକୁ ଇନଷ୍ଟାଗ୍ରାମରେ wedabout ନାମକ ପେଜ ସେୟାର କରିଛନ୍ତି|ଏହାସହ ସେ ଲେଖିଛନ୍ତି ଯେତେବେଳେ ବି ମିଳେ ସେତେବେଳେ ଲାଗେ ଟିକେ ଟିକେ|

ଏହି ଭିଡିଓରେ ଲୋକମାନେ ମଜାଦାର କମେଣ୍ଟ କରୁଛନ୍ତି|ଜଣେ ଲେଖିଛନ୍ତି ବିବାହ ଦିନ ଏତେ ଟେନସନ ଫ୍ରି ହୋଇ କିଏ ସୋଇପାରେ ? ଆଉଜଣେ କହିଛନ୍ତି ଏଵେ ଯେତେ ସୋଇବାର ଅଛି ସୋଇବା ଶଶୁର ଘରେ ଶିଘ୍ର ଉଠିବାକୁ ପଡିବ|ଆଉଜଣେ କହିଛନ୍ତି ସୋଇବାରେ ଯଦି କଡ ଲେଉଟେଇଲା ତେଵେ ମେହେନ୍ଦି ବରବାଦ ହେବ|

Leave A Reply

Your email address will not be published.