PM କିଷାନ ଚାଷୀଙ୍କ ପାଇଁ ଖୁସିଖବର : ସରକାରଙ୍କ ବଡ ଘୋଷଣା, ସମସ୍ତଙ୍କୁ ମିଳିବ ଫାଇଦା ହିଁ ଫାଇଦା !

0

Get real time updates directly on you device, subscribe now.

ଯିଏ ଦିନ ରାତିକୁ ଏକ କରି ନିଜ ଜୀବନକୁ ଖରା ବର୍ଷାକୁ ନ ଡରି ପିଠିକୁ ପଥର କରି ନିଜ ଦିନର ଗୋଟେ ଓଳି ଖାଇ ଆମକୁ ବର୍ଷ ସାରାର ଖାଦ୍ୟ ଯୋଗାଏ କହି ପାରିବ ସେ କିଏ କୃଷକ |ଗୋଟେ ଶରୀରରେ ଆତ୍ମା ଥିଲେ ଯେପରି ସେ ଜୀବିତ ଠିକ ସେପରି ବିଲରେ କୃଷକ ନଥିଲେ ମଧ୍ୟ୍ୟ ବିଲ ପାଲଟିଯାଏ ମରୁଭୂମି | ସମସ୍ତଙ୍କୁ ଛାଇ ଦରକାର ହେଲେ ଗଛ କେହି ଲଗେଇବେ ନାହିଁ ଠିକ ସେହିପରି ଖାଇବା ବିନା ଏ ଶରୀର ବଂଚିବା ଅସମ୍ଭବ ତେଣୁ ଖାଦ୍ୟ ସମସ୍ତଙ୍କୁ ଦରକାର କିନ୍ତୁ ଚାଷ କେହି କରିବେ ନାହିଁ |ସେଥିପାଇଁ ସରକାର କୃଷକ ମାନଙ୍କ ପାଇଁ ଏତେ ଯୋଜନା କରୁଛନ୍ତି ଯାହା ଫଳ ରେ ଆଗ୍ରହ ସହ କିଛି ସହଯୋଗ ହେଇ ପାରୁଛି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଚାଷୀ ଭାଇ ମାନଙ୍କ ପାଇଁ PM କିଷାନ ଯୋଜନା ତରଫ ରୁ ଆସିଲା ବଡ ଖୁସୀ ଖବର ।କେନ୍ଦ୍ର ସରକାର ଦେଶର କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ପଠାଉଛନ୍ତି । ପ୍ରତି ୪ ମାସରେ ଚାଷୀଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଟ୍ୟାନ୍ସଫର କରାଯାଉଛି । ବର୍ତମାନ ସମୟ ରେ ଯେଉଁ ଚାଷୀ ମାନେ ବସିଛନ୍ତି PM କିଷାନ ଯୋଜନା ର ଟଙ୍କା ପାଇବା ପାଇଁ ତେବେ ଏଠାରେ ଆମେ ଆପଣ ମାନଙ୍କୁ ଏହି ବିଷୟ ରେ ଅପଡେଟ ଦେବୁ । ତେବେ PM କିଷାନ ଯୋଜନା ର ଟଙ୍କା କୁ ପାଇବା ପାଇଁ ବହୁତ ଚାଷୀ ଅପେକ୍ଷା କରି ରହିଛନ୍ତି । ତେଣୁ ଏହି ବିଷୟ ରେ ବର୍ତମାନ ସମୟ ରେ କିଛି ନୂଆ ଆପଡେଟ ଆସିଛି ।ଯେଉଁଥିରେ ଆପଣ ମାନେ ଟଙ୍କା ପାଇବା ପାଇଁ ସେତେବେଳେ ଯୋଗ୍ୟ ବିବେଚିତ ହେବେ ଯେତେବେଳେ ଆପଣ ମାନେ ଏହି ଯୋଜନାର KYC ର ସଂମ୍ପର୍ଣ୍ଣ ବିବରଣି ପୂରଣ କରିବେ । ନହଲେ ସେମାନଙ୍କୁ ଟଙ୍କା ମିଳି ପାରିବ ନାହିଁ । ସେହିଥି ପାଇଁ ବର୍ତମାନ ସମୟ ରେ ଯେଉଁ ଅପଡେଟ ଆସିଛି ସେହିଥିରେ KYC ର ବିବରଣି ଦେବା ବାଧ୍ୟତା ମୂଳକ ଅଟେ ।ଏବେ ୩୧ ଜୁଲାଇ ୨୦୨୨ ସୁଦ୍ଧା e-KYC ପୂରଣ କରିପାରିବେ । ପୂର୍ବରୁ ଏହାର ଡେଡଲାଇନ୍ ୩୧ ମେ’ ୨୦୨୨ ଥିଲା ।

*ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
*ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟ ସହ ଯୋଗାଯୋଗ କରନ୍ତୁ ।
*ଆପଣ https://pmkisan.gov.in/ପୋର୍ଟାଲକୁ ଯାଆନ୍ତୁ ।ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବ୍ ମିଳିବ । ସବୁଠାରୁ ଉପରେ e-KYC ଲେଖାଥିବା ମିଳିବ, ଏହା ଉପରେ କ୍ଲିକ କରନ୍ତୁ ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ:-

ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ । ଏହାପରେ Farmers Cornerର ଅପସନ୍ ମିଳିବ ।
*Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ । ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

*ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ । ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Leave A Reply

Your email address will not be published.